"ଗଡ଼କାଳିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୃଷ୍ଠା ତିଆରି
ଟିକେNo edit summary
୧ କ ଧାଡ଼ି:
{{ଛୋଟ|GadakalikaGadkalika Temple}}
{{Infobox Mandir
| name = ଗଡ଼କାଳିକା ମନ୍ଦିର
୩୭ କ ଧାଡ଼ି:
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁଯାୟୀ କାଳଜୟୀ କବି କାଳିଦାସ ଏହି ମନ୍ଦିରରେ ପ୍ରାର୍ଥନା କରି, ମାତାଙ୍କ ଆଶୀର୍ବାଦରୁ ମହାକବି ହୋଇପାରିଥିଲେ ।
କାଳିଦାସ ମାତାଙ୍କ ଆଶୀର୍ବାଦ ଲାଭ କରିବା ପରେ ସର୍ବ ପ୍ରଥମେ ତାଙ୍କ ମୁଖରୁ ‘ମହାକାଳୀ ସ୍ତୋତ୍ର’ ବାହାରିଥିଲା ଏବଂ ସେ ‘ଶ୍ୟାମଳା ଦଣ୍ଡକ’ ରଚନା କରିଥିଲେ ।<ref name=incredibleinida>{{cite web|title=Gadakalika Mandira|url=http://164.100.196.72/mptourism/destination/pilgrimage/religious-places/3/14/57/57/gadkalika-mandir-ujjain.html|accessdate=4 November 2015}}</ref>
== ଇତିହାସ ==
ଏହି ମନ୍ଦିର ପ୍ରକୃତରେ କେତେ ପ୍ରାଚୀନ ଅଜଣା । ମାତାଙ୍କ ପ୍ରତିମା ପୁରାଣ ବର୍ଣ୍ଣିତ ସତ୍ୟ ଯୁଗର ଏବଂ ମନ୍ଦିର ମହାଭାରତ ଯୁଦ୍ଧ କାଳୀନ ବୋଲି ଧାର୍ମିକମାନେ ବିଶ୍ଵାସ କରନ୍ତି । ସପ୍ତମ ଶତାବ୍ଦୀରେ ସମ୍ରାଟ୍ ହର୍ଷବର୍ଦ୍ଧନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରର ପୁନଃ ଉଦ୍ଧାର କରାଇଥିଲେ ।<ref name=ujjainkumbh>{{cite web|title=Garh Kalika|url=http://www.ujjainkumbh.com/garhkalika.html|accessdate=4 November 2015}}</ref> ଏବକାର ମନ୍ଦିର ଗୋଆଲିୟରର ଶାସକମାନଙ୍କ ଦ୍ଵାରା ପୁନନିର୍ମିତ ।
 
== ପୂଜା ଓ ପର୍ବପର୍ବାଣୀ ==