"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୯ କ ଧାଡ଼ି:
== କ, ଖ, ଗ, ଘ, ଙ ==
* '''କଟାଘା'ରେ ଚୁନ ଦେବା''' -
* '''କଥା ମାଜିଲେ ମୋଟ, ସୁତା ମାଜିଲେ ସରୁ''' -
* '''କଂସାରୀ ଘରର ପାରା, ତାକୁ କୁଲା ଢାଉଁ ଢାଉଁ ଡରା''' -
* '''କଙ୍କଡାକୁ ଗୋଳିପାଣି ସୁହାଏ''' -
Line ୫୩ ⟶ ୫୪:
 
== ଚ, ଛ, ଜ, ଝ, ଞ ==
* '''ଚକେ ଗଲେ ବାରହାତ''' -
* '''ଚାଲୁଣୀ କହୁଚି ଛୁଞ୍ଚିକୁ''' -
* '''ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ''' - ଜାଣିଶୁଣି ନ ଜାଣିଲା ପରି ବ୍ୟବହାର କରିବା
* '''ଚାଲି ନ ଜାଣି ବାଟର ଦୋଷ''' -କାମ ନ ଜାଣି ଅନ୍ୟକୁ ଦୋଷ ଦେବା ।
Line ୫୯ ⟶ ୬୨:
==ଟ, ଠ, ଡ, ଢ, ଣ ==
* '''ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ''' -
* '''ଢିଙ୍କି ସ୍ଵର୍ଗକୁ ଗଲେ ବି ଧାନ କୁଟେ''' -
 
== ତ, ଥ, ଦ, ଧ, ନ ==
Line ୬୮ ⟶ ୭୨:
* '''ଧୀର ପାଣି ପଥର କାଟେ''' -
* '''ନାହିଁ ମାମୁଁଠାରୁ କଣାମାମୁଁ ଭଲ''' -
* '''ନ ଦେଖିଲା ଓଉ ଛଅ ଫଡା''' -
* '''ନଇଁ ନ ଦେଖି ଲଂଗଳା''' -
* '''ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ସାର''' -
Line ୯୩ ⟶ ୯୮:
== ହ, କ୍ଷ, ଶ, ଷ, ସ ==
* '''ହାତେ ମାପି ଚାଖଣ୍ଡେ ଚାଲ''' -
* '''ହାତୀ ମଲେ ଲକ୍ଷେ, ବଞ୍ଚିଲେ ଲକ୍ଷେ''' -
* '''ସ୍ଵର୍ଗକୁ ନିଶୁଣୀ ନାହିଁ କି ବଡ ଲୋକଙ୍କୁ ଉତ୍ତର ନାହିଁ''' -
* '''ଶୋଇଲା ପୁଅର ଭାଗ ନାହିଁ''' -
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି