"ପଞ୍ଚମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
* ଶ୍ରାବଣ ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା ।
* [[ଭାଦ୍ରବ]] କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- [[ଜଗନ୍ନାଥ]]ଙ୍କ ରେଖା ଲାଗି । କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ।
* ଭାଦ୍ରବ ଶୁକ୍ଳ ପଞ୍ଚମୀ: ଋଷିପଞ୍ଚମୀ[[ଋଷି ପଞ୍ଚମୀ]]/ ଗୁରୁପଞ୍ଚମୀ- [[ନୂଆଖାଇ]], ଏହା [[ଗୁରୁବାର]] ଦିନ ପଡ଼ିଲେ [[ଲକ୍ଷ୍ମୀ]] ପୂଜା ।
* [[ଆଶ୍ୱିନ]] କୃଷ୍ଣ ପଞ୍ଚମୀ: ଅଶ୍ଵପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ଵପୂଜା
* ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ (ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
"https://or.wikipedia.org/wiki/ପଞ୍ଚମୀ"ରୁ ଅଣାଯାଇଅଛି