"ମୂଳା (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandboxରୁ ମୂଳା (ନକ୍ଷତ୍ର)କୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି |
Hpsatapathy (ଆଲୋଚନା | ଅବଦାନ) ଟିକେ →ବିଶେଷତ୍ଵ |
||
୯ କ ଧାଡ଼ି:
=== ବିଶେଷତ୍ଵ ===
* ହିନ୍ଦୁ ଜ୍ୟୋତିଷ ମତେ ମୂଳା ନକ୍ଷତ୍ର
* ମୂଳା ରାଶିଚକ୍ରରେ [[ଧନୁ (ରାଶି)]]ରେ ୦୦ ଡିଗ୍ରୀ ରୁ ୧୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।
*
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ରଜଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref><ref name=srath>{{cite web|last=Rath|first=Sanjaya|title=Naxatra Basics|url=http://srath.com/jyoti%E1%B9%A3a/nak%E1%B9%A3atra/nakshatra-basics|accessdate=10 October 2015}}</ref>
* ବୈଦିକ ଜ୍ୟୋତିଷ ମତେ ଅନୁରାଧା ନକ୍ଷତ୍ର ଲିଙ୍ଗ ଭେଦରେ ନପୁଂସକ ଏବଂ ଜାତି ଭେଦରେ
* ମୂଳା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ କୋମଳ ହୃଦୟ ସଂପନ୍ନ ଏବଂ ଈଶ୍ଵରବିଶ୍ଵାସୀ ପ୍ରକୃତିର ହୋଇଥାଆନ୍ତି ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref><ref name=Indianastrology>{{cite web|title=27 Naxatras|url=http://www.indianastrologyhoroscope.com/AshwiniNakshatra.html|accessdate=26 September 2015}}</ref>
* ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଜ୍ୟେଷ୍ଠା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।<ref>[http://www.mypanchang.com/nakshatras.html "How to name your baby as per Hindu Astrology?"]www.mypanchang.com, Retrieved 25 September 2015</ref>
|