"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
 
== ଜୀବନ ==
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ [[ପୁରୀ]] ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ]]ରେ ସେ ପଢ଼ା ପରେ ସେ [[ଆଲ୍ହାବାଦ ବିଶ୍ଵବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ୧୯୫୮ମସିହାରେ, ସେ [[ଭାରତୀୟ ପ୍ରଶାସନିକ ସେବା]]ରେ <!--[[Indian Administrative Service]]-->ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।<ref>{{cite news|title=ଦିଲ୍ଲୀ ଓଡିଆଙ୍କ ମୁରବୀ|url=http://www.dharitri.com/chhutidina/251015/p11.htm|accessdate=27 October 2015|newspaper=ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫}}</ref>
 
== ସାହିତ୍ୟରଚନା ==
* ୧୯୯୮:[[ଶାରଳା ପୁରସ୍କାର]], ପ୍ରିୟ ବିଦୁଷକ ନିମନ୍ତେ <ref>{{cite web|last=Mohanty|first=Sachidananda|title=The world of J.P.Das|url=http://www.thehindu.com/todays-paper/tp-features/tp-sundaymagazine/the-world-of-jpdas/article2275009.ece|publisher=The Hindu|accessdate=29 April 2014}}</ref>
*୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
* ୧୯୯୧: [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]], "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) <ref>{{cite web|title=RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE|url=http://orissa.gov.in/e-magazine/orissaannualreference/ORA-2011/pdf/90-91.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୯୦|quote=Dr. Jagannatha Prasad Das 1991 Poetry Aanhik}}</ref>
* ୧୯୮୭: ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର
* ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ <ref>{{cite web|title=ORISSA SAHITYA ACADEMY AWARDED BOOKS AND WRITERS|url=http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୬୩୦|quote=75. Je Jahar Nirjanata Poetry Dr. Jagannatha Prasad Das}}</ref>
୪,୮୯୮

ଗୋଟି ସମ୍ପାଦନା