"ଦ୍ୱିତୀୟ ବିଶ୍ୱଯୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox military conflict |conflict = ଦ୍ୱିତୀୟ ବିଶ୍ୱଯୁଦ୍ଧ |partof = |image =..." ନାଆଁରେ ପୃଷ୍ଠାଟିଏ ତିଆରିକଲେ

Temporary fix, more templates needs to be imported.
୧୯ କ ଧାଡ଼ି:

|commander1 = '''ପ୍ରମୁଖ ମିତ୍ରଶକ୍ତି ନେତା'''
{{flagicon|Soviet Union|1923|size=22px}} [[ଜୋସେଫ ଷ୍ଟାଲିନ]]
{{flagicon|United States|1912|size=22px}} [[ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ]]
{{flagicon|United Kingdom|size=22px}} [[ୱିନଷ୍ଟନ ଚର୍ଚ୍ଚିଲ]]
{{flagicon|Republic of China (1912–1949)|size=22px}} [[ଚିଆଙ୍ଗ କାଇ-ଶେକ]]
|commander2 = '''ପ୍ରମୁଖ କେନ୍ଦ୍ରଶକ୍ତି ନେତା'''
{{flagicon|Nazi Germany|size=22px}} [[ଆଡ଼ୋଲ୍ଫ ହିଟଲର]]
{{flagicon|Empire of Japan|size=22px}} [[ହିରୋହିତୋ]]{{efn|Upon his death in 1989, Emperor Hirohito was posthumously proclaimed Emperor Shōwa. While either use is considered acceptable, his English name (Hirohito) is used here as it is this name by which he was known to most of the west during World War II.}}
{{flagicon|Kingdom of Italy|size=22px}} [[ବେନିତୋ ମୁସୋଲିନୀ]]
|casualties1 = '''ସାମରିକ ମୃତ୍ୟୁ:'''
୧୬,୦୦୦,୦୦୦ ରୁ ଊର୍ଦ୍ଧ୍ୱ
'''ନାଗରିକ ମୃତ୍ୟୁ:'''
୪୫,୦୦୦,୦୦୦ ରୁ ଊର୍ଦ୍ଧ୍ୱ
'''ମୋଟ ମୃତ୍ୟୁ:'''
୬୧,୦୦୦,୦୦୦ ରୁ ଊର୍ଦ୍ଧ୍ୱ (୧୯୩୭–୪୫)
[[ଦ୍ୱିତୀୟ ବିଶ୍ୱଯୁଦ୍ଧ ମୃତାହତ|...''ଅଧିକ ତଥ୍ୟ'']]
|casualties2 = '''ସାମରିକ ମୃତ୍ୟୁ:'''
୮,୦୦୦,୦୦୦ ରୁ ଊର୍ଦ୍ଧ୍ୱ
'''ନାଗରିକ ମୃତ୍ୟୁ:'''
୪,୦୦୦,୦୦୦ ରୁ ଊର୍ଦ୍ଧ୍ୱ
'''ମୋଟ ମୃତ୍ୟୁ:'''
୧୨,୦୦୦,୦୦୦ ରୁ ଊର୍ଦ୍ଧ୍ୱ (୧୯୩୭–୪୫)
[[ଦ୍ୱିତୀୟ ବିଶ୍ୱଯୁଦ୍ଧ ମୃତାହତ|...''ଅଧିକ ତଥ୍ୟ'']]
|campaignbox=
{{Campaignbox ଦ୍ୱିତୀୟ ବିଶ୍ୱଯୁଦ୍ଧ}}

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତି କୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ [[ହଲୋକାଉଷ୍ଟ]] ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ)<ref>{{Harvnb|Fitzgerald|2011|p=4}}</ref><ref>{{Harvnb|Hedgepeth|Saidel|2010|p=16}}</ref> ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା<ref>{{cite book |title=War, Violence, and Population: Making the Body Count |author=James A. Tyner |page=49 |date=March 3, 2009 |publisher=The Guilford Press; 1 edition |isbn=1-6062-3038-7}}</ref> ଓ ଏଥିରେ ୫ ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । <ref name="Sommerville 2008 5">{{Harvnb|Sommerville|2011|p=5}}.</ref>