"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮୮ କ ଧାଡ଼ି:
====ପିସ୍ କର୍ପ====
 
ରାଷ୍ଟ୍ରପତି ରୂପେ କେନେଡ଼ିଙ୍କ ସବା ଆଗ କାମରୁ ଗୋଟିଏ ଥିଲା କଂଗ୍ରେସ (ସଂସଦ) ସମର୍ଥନରେ ପିସ୍ କର୍ପ ପ୍ରତିଷ୍ଠା । ତାଙ୍କ ଶଳା ସାର୍ଜେଣ୍ଟ ଶ୍ରିଭର ଏହାର ପ୍ରଥମ ଡାଇରେକ୍ଟର ଥିଲେ । ଏହା ମାଧ୍ୟମରେ ଆମେରିକୀୟ ସ୍ୱେଚ୍ଛାସେବୀ ଅବିକଶିତ ଦେଶମାନଙ୍କରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ସେବା, ନିର୍ମାଣ ଆଦି ସହାୟତା ପ୍ରଦାନ କଲେ । ମାର୍ଚ୍ଚ ୧୯୬୩ ସୁଦ୍ଧା ସଙ୍ଗଠନ ୫୦୦୦ ସଭ୍ୟକୁ ବୃଦ୍ଧି ପାଇଲା ଓ ତା ପର ବର୍ଷ ଦ୍ୱିଗୁଣିତ ହେଲା । ୧୯୬୧ ପରଠାରୁ ଦୁଇ ଲକ୍ଷ ରୁ ଊର୍ଦ୍ଧ୍ୱ ଆମେରିକୀୟ ଏହା ମାଧ୍ୟମରେ ୧୩୯ ଟୁଟି ଦେଶରେ ସେବା ଯୋଗାଇ ଦେଇଛନ୍ତି ।
 
====ଦକ୍ଷିଣପୂର୍ବ ଏସିଆ====