"ଶରଣ ଶ୍ରୀକ୍ଷେତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାଠାରେ ଅବସ୍ଥିତ ପ୍ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
+ 7 categories using HotCat
୧ କ ଧାଡ଼ି:
[[ଗଞ୍ଜାମ ଜିଲ୍ଲା]] ଜିଲ୍ଲାର [[ଆଠଗଡ଼ ପାଟଣାଠାରେପାଟଣା]]ଠାରେ ଅବସ୍ଥିତ ପ୍ରାଚୀନ ଦୁର୍ଗସମୂହ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା, ରୁମାଗଡ଼, ଓପାଟିଗଡ଼କୁ ନେଇ ଗଠିତ । ଏହା ଶରଣ ଶ୍ରୀକ୍ଷେତ୍ର ଭାବେ ମଧ୍ୟ ଜଣା ।
 
==ଇତିହାସ==
୧୬୦୦ ଖ୍ରୀଷ୍ଟାବ୍ଦରେ [[କଳାପହାଡ଼]] ଆକ୍ରମଣ ସମୟରେ ଜଗନ୍ନାଥଙ୍କ ସୁରକ୍ଷା ଏବଂ ଗଜପତି ମହାରାଜାଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନର ନାମ ଶରଣ ଶ୍ରୀକ୍ଷେତ୍ର ଆଠଗଡ଼ ରାଜା ମଧୁସୂଦନ ଜଗଦେବ ତତ୍କାଲିନ ରାଜା ଗଜପତି ରମଚନ୍ଦ୍ର ଦେବ ଓ ତାଙ୍କ ସପରିବାରଙ୍କୁ ଆକ୍ରମଣକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ ପାନ୍ତିଆମାଗଡ଼ଠାରେ ଗଜପତି ଓ ରାଜପରିବାର ସଦସ୍ୟଙ୍କୁ ଭୂଗର୍ଭରେ ଥିବା ଏକ ମହଲ ଗୁପ୍ତଗଡ଼ ଠାରେ ଶରଣ ଦେଇଥିଲେ । ଏକ ସୁନ୍ଦର ଉଦ୍ୟାନ ତଳେ ଏହି ମହଲଟି ନିର୍ମାଣ କରାଯାଇଥୁଲା ଯାହା ଫଳରେ ଆକ୍ରମଣକାରୀ ଏହାର C କୌଣସି ସନ୍ଧାନ ମଧ୍ୟ ପାଇ ପାରିନଥୁଲେ । ଏଥୁରୁ ପ୍ରମାଣିତ ହୁଏ ରାଜପରିବାରକୁ ସାହାଯ୍ୟ କରି ଉତ୍ତମ ବନ୍ଧୁର ପରିଚୟ ଦେଇଥୁଲେ ଆଠଗଡ଼ ରାଜା । ଆଠଗଡ଼ ରାଜାଙ୍କ ଏହି ସାହାଯ୍ୟକୁ ଚିରଦିନ ଇତିହାସରେ ସାକ୍ଷୀ ଭାବରେ ରଖୁବାକୁ ତାଙ୍କୁ ପୁରୀ ଗଜପତି ମନୋଦ୍ଧାରଣ ଶରଣ ପଞ୍ଜର ବିରାଧୀବୀର ଭାଇ ଶ୍ରୀ [[ହରିଚନ୍ଦନ ଜଗବ୍ଦବ]] ରାଜା ବାହାଦୂର ଉପାଧିରେ ଭୂଷିତ କରିଥିଲେ । ସେହିଦିନଠାରୁ [[ଆଠଗଡ଼]] ରାଜାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ [[ଜଗନ୍ନାଥ ମନ୍ଦିର]]ରେ ପ୍ରତି ଏକାଦଶୀ ତିଥିରେ ଏକ [[ମହାଦୀପ]] ଜଳିଥାଏ । [[ଗଜପତି ମହାରାଜା]] [[ଆଠଗଡ଼]]ଠାରେ ଅକ୍ଷୟକୀର୍ତ୍ତି ପ୍ରସ୍ତର ନିର୍ମିତ ସଭା ମଣ୍ଡପ ଓ ଜଗନ୍ନାଥ ମନ୍ଦିରର ଶୁଭ ଦେଇଥିଲେ । [[ପୁରୀ]] [[ଜଗନ୍ନାଥ ମନ୍ଦିର]] ଭଳି ଅନୁରୂପ ଏକ ମନ୍ଦିର [[ଆଠଗଡ଼ପାଟଣା]] ଠାରେ ନିର୍ମାଣ କରାଗଲା । [[ପୁରୀ]] ମହାରାଜା ଗଜପତି [[ଦିବ୍ୟସିଂହ ଦେବ]] ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କର ଏହି ସ୍ଥାନ ହିଁ ଶେଷ ଲୀଳା ଖେଳାର ସ୍ଥାନ । ତେଣୁ ଏହି ମନ୍ଦିରକୁ ସେ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।
==ନାମକରଣ==
ଏହାକୁ ଅଷ୍ଟଦୁର୍ଗ କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ବର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା [[ନାଗେଶ୍ଵର]] ଫୁଲର ବଗିଚା ଏହାକୁ ଅଧୁକଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୂର୍ଗଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
 
==ସ୍ଥାନୀୟ ପ୍ରତିଭା==
କବି [[ବଳଦେବ ରଥ]]ଙ୍କ ଜନ୍ମସ୍ଥାନ ଓ [[ଯଦୁମଣି ମହାପାତ୍ର]]ଙ୍କ ଲୀଳା ଖେଳା ଭାବରେ ରହିଛି ଏହାର ଇତିହାସ । ଏହି ମାଟିରେ କବିସୂର୍ଯ୍ୟ [[ବଳଦେବ ରଥ]]ଙ୍କ ଅଜା [[ତ୍ରୀପୁରାରି ଓତା]] ଏଠାରେ ନିଜର ତନ୍ତ୍ର ସାଧନା କରି ମା [[ବନଦେବୀ]]ଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଉତ୍କଳଘଣ୍ଟ [[ଯଦୁମଣି ମହାପାତ୍ର]] ୧୭୮୧ ଖ୍ରୀଷ୍ଟାବ୍ଦରେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ । ଆଠଗଡ଼ ପାଟଣାର ଘୋଟିକା ସାହିରେ ସେ ଜନ୍ମଗ୍ରହଣ କରିଥୁଲେ । ସେଇଭଳି ବଳଦେବ ରଥ ୧୭୮୯ ଅଜା ତ୍ରୀପୁରାରି ଓ ତାଙ୍କ ଘରେ ଜନ୍ମଗ୍ରହଣ କରିଥୁଲେ । ଯେଉଁ ସମୟରେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ, କବି ପ୍ରତିଭା ବଳରେ କବି ସମ୍ରାଟ [[ଉପେନ୍ଦ୍ର ଭଞ୍ଜ]] [[ରିତୀଯୁଗ]]ରେ ସର୍ବଶ୍ରେଷ୍ଠପ୍ରତିଷ୍ଠିତ କବି ଭାବେ ଉଭା ହୋଇଥିଲେ ସେତେବେଳେ ଏହି ଦୁଇ ମହାନ କବି [[ରିତୀଯୁଗ]]ର ଅନ୍ତିମ ସୂର୍ଯ୍ୟାଲୋକ ଭାବେ ଉଭା ହୋଇଥିଲେ ।
ଆଠଗଡ଼ ପାଟଣାର ଆଉ ଏକ ବିଶେଷତ୍ଵ ହେଉଛି ଏଠାକାର ତିନିଦିଗକୁ ସୁରକ୍ଷା ଦେଉଥୁବାଦେଉଥିବା ନଦୀମାନଙ୍କରୁ ଅନେକ ନଦୀ ପ୍ରବାହିତ ହେଉଛି । ଯାହା ଫଳରେ ଅଞ୍ଚଳର ଜନସାଧାରଣ ନିଜ ଚାଷ ଜମି ପାଇଁ ଜଳସେଚନ କରୁଛନ୍ତି । ସେଇଭଳି ଅନେକ ପାହାଡ଼ ଗୁମ୍ଫାରେ ବହୁ ଋଷିଗଣ ତପସ୍ୟା କରିଥୁବାରକରିଥିବାର ଇତିହାସ ରହିଛି । ସେମାନଙ୍କ ମଧ୍ୟରେ ପଣ୍ଡୁ ନାମକ ସାଧୁ ବହୁ ବର୍ଷ ଧରି ସାଧନା କରୁଥୁବାକରୁଥିବା କଥା ଜଣାଯାଏ । ଆଠଗଡ଼ ପାଟଣାରେ ଥିବା ରାଜଦରବାରରୁ ଧରାକୋଟ ରାଜ ଦରବାର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହୁଏ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
==ଅଧିକ ଦେଖନ୍ତୁ==
*[[ଶାବର ଶ୍ରୀକ୍ଷେତ୍ର]], କୋରାପୁଟ
*[[ପାତାଳିପାତାଳୀ ଶ୍ରୀକ୍ଷେତ୍ର]], ସୋନପୁର
==ଆଧାର==
 
[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଜଗନ୍ନାଥ]]
[[ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଗାଆଁ ଓ ସହର]]
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଜଗନ୍ନାଥ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ରାଜବାଟୀସମୂହ]]
[[ଶ୍ରେଣୀ:ଓଡ଼ିଶାର ମଠ ମନ୍ଦିର]]