"ଖାଇବା ବେମାରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୧୬ କ ଧାଡ଼ି:
<!-- ଚିକିତ୍ସା ଓ ପୂର୍ବାନୁମାନ -->
ଅନେକ ଖାଇବା ବେମାରୀ ନିମନ୍ତେ ଚିକିତ୍ସା ସଫଳ ହୁଏ । <!-- <ref name=NIH2015/> --> ସାଇକୋଥେରାପି, ଉପଯୁକ୍ତ ଖାଦ୍ୟ, ଖାଦ୍ୟ ନ ଖାଇବା ଚେଷ୍ଟାକୁ ପ୍ରତିହତ କରିବାକୁ ଉପଦେଶ ଦିଆଯାଏ । <!-- <ref name=NIH2015/> --> ଡାକ୍ତରଖାନା ଆଡମିସନ କ୍ୱଚିତ ଆବଶ୍ୟକ ହୁଏ । <!-- <ref name=NIH2015/> --> କେତେକ ଲକ୍ଷଣ ନିମନ୍ତେ ଔଷଧ ଦରକାର ହୁଏ । <ref name=NIH2015/> ପାଞ୍ଚ ବର୍ଷରେ ୭୦ % ଆନୋରେକସିଆ ଓ ୫୦ % ବୁଲିମିଆ ରୋଗୀ ଆରୋଗ୍ୟ ଲାଭ କରନ୍ତି । <!-- <ref name=Sm2013/> --> ବିଙ୍ଗେ ବେମାରୀରେ ୨୦ ରୁ ୬୦ % ଉନ୍ନତି ଲାଭ କରନ୍ତି । <!-- <ref name=Sm2013/> --> ଆନୋରେକସିଆ ଓ ବୁଲିମିଆ ରୋଗଦ୍ୱୟରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । <ref name=Sm2013/>
<!-- ରୋଗାନୁଶୀଳନ -->
|