"ଖାଇବା ବେମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୩ କ ଧାଡ଼ି:
 
<!-- କାରଣ ଓ ରୋଗନିର୍ଣ୍ଣୟ -->
ଖାଇବା ବେମାରୀମାନଙ୍କ କାରଣ ସ୍ପଷ୍ଟ ହୋଇନାହିଁ । <ref name=Rik2013>{{cite journal|last1=Rikani|first1=AA|last2=Choudhry|first2=Z|last3=Choudhry|first3=AM|last4=Ikram|first4=H|last5=Asghar|first5=MW|last6=Kajal|first6=D|last7=Waheed|first7=A|last8=Mobassarah|first8=NJ|title=A critique of the literature on etiology of eating disorders.|journal=Annals of neurosciences|date=October 2013|volume=20|issue=4|pages=157–61|pmid=25206042|doi=10.5214/ans.0972.7531.200409}}</ref> ଉଭୟ ପରିବେଶ ଓ ଜେନେଟିକ ଉପାଦାନର ଭୂମିକା ଥାଇପାରେ । <ref name=Rik2013/><ref name=NIH2015/> ପତଳା ଚେହେରା ରଖିବା ସଂସ୍କୃତିଯୋଗୁ ଏହା ହେବା ବିଶ୍ୱାସ କରାଯାଏ । <ref name=Rik2013/> ଖାଇବା ବେମାରୀ ପ୍ରାୟ ୧୨ % ନୃତ୍ୟଶିଳ୍ପିଙ୍କୁ ଆକ୍ରମଣ କରେ । <ref>{{cite journal|last1=Arcelus|first1=J|last2=Witcomb|first2=GL|last3=Mitchell|first3=A|title=Prevalence of eating disorders amongst dancers: a systemic review and meta-analysis.|journal=European eating disorders review : the journal of the Eating Disorders Association|date=March 2014|volume=22|issue=2|pages=92–101|pmid=24277724|doi=10.1002/erv.2271}}</ref> [[ଯୌନ ଦୂରୁପ‌ଯୋଗ]] (sexual abuse) ଭୋଗ କରିଥିବା ଲୋକଙ୍କର ଏହି ରୋଗ ହେବା ସମ୍ଭାବନା ଅଧିକ ଥାଏ । <ref>{{cite journal|last=Chen|first=L|last2=Murad|first2=MH|last3=Paras|first3=ML|last4=Colbenson|first4=KM|last5=Sattler|first5=AL|last6=Goranson|first6=EN|last7=Elamin|first7=MB|last8=Seime|first8=RJ|last9=Shinozaki|first9=G|last10=Prokop|first10=LJ|last11=Zirakzadeh|first11=A|title=Sexual Abuse and Lifetime Diagnosis of Psychiatric Disorders: Systematic Review and Meta-analysis|journal=Mayo Clinic Proceedings|date=July 2010|volume=85|issue=7|pages=618–629|doi=10.4065/mcp.2009.0583|pmid=20458101}}</ref> [[ମାନସିକ ବିକଳାଙ୍ଗ]] ଲୋକଙ୍କର ପିକା ଓ ରୁମିନେସନ ବେମାରୀ ଅଧିକ ହୁଏ । <!-- <ref name=DSM5/> --> ଥରକୁ ଗୋଟିଏ ଖାଇବା ରୋଗ ନିର୍ଣ୍ଣୟ କରିହୁଏ । <ref name=DSM5/>
 
<!-- ଚିକିତ୍ସା ଓ ପୂର୍ବାନୁମାନ -->