"ସଲମାନ ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ସଲମାନ ଖାନ ଜଣେ ପ୍ରସିଦ୍ଧ ବଲିଉଡ଼ ଅଭିନେତା ଓ ନିର୍ଦ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{Infobox person
ସଲମାନ ଖାନ ଜଣେ ପ୍ରସିଦ୍ଧ ବଲିଉଡ଼ ଅଭିନେତା ଓ ନିର୍ଦ୍ଦେଶକ | ତାଙ୍କ ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ | ନିଜ ପ୍ରଶଂସକ ମାନଙ୍କ ମଧ୍ୟରେ ସେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ଦକ୍ଷିଣ ଏସିଆ ଛଡ଼ା ସମଗ୍ର ପୃଥିବୀରେ ତାଙ୍କ ପ୍ରଶଂସକ ରହିଛନ୍ତି |
| name = ସାଲମାନ ଖାନ
| image = Salman Khan 2015.jpg
| alt = ସାଲମାନ ଖାନ
| caption = ୨୦୧୫ରେ ସଲମାନ ଖାନ
| birth_name = ଅବଦୁଲ ରଶିଦ ସଲିମ ସଲମାନ ଖାନ
| birth_place = [[ଇନ୍ଦୋର]], [[ମଧ୍ଯପ୍ରଦେଶ]], India
| birth_date = {{Birth date and age|1965|12|27|df=yes}}
| occupation = [[ଅଭିନେତା]], [[ଚଳଚିତ୍ର ପ୍ରଯୋଜକ]], [[Model]], [[ଗାୟକ]]<ref>https://www.gomolo.com/salman-khan-songs-list/1094</ref><ref>https://indianexpress.com/article/entertainment/bollywood/watch-salman-khan-sings-main-hoon-hero-tera-and-he-made-parineeti-chopra-faint/</ref>
| yearsactive = ୧୯୮୮ରୁ ଏପର୍ଯନ୍ତ
| residence = [[ବାନ୍ଦ୍ରା]], [[ମୁମ୍ବାଇ]], [[ମହାରାଷ୍ତ୍ର]]<ref name="indiatoday.intoday.in">{{cite web|url=http://indiatoday.intoday.in/story/india-today-editor-kaveree-bamzai-on-salman-khan-success-formula-film-bodyguard-and-his-health-after-surgery/1/150667.html |title=Salman Khan on Bodyguard's success: 'It's no big deal. You can't go mad about these things.'|work=India Today|date=9 September 2011 |accessdate=27 July 2012}}</ref>
| religion = [[ହିନ୍ଦୁ]] & [[ମୁସଲମାନ]]<ref>{{cite web|url=http://indianexpress.com/article/entertainment/bollywood/im-both-hindu-and-muslim-salman-khan-in-court/|title=I’m both Hindu and Muslim: Salman Khan|date=30 April 2015|work=The Indian Express|accessdate=19 August 2015}}</ref>
| relatives =
}}
 
'''ସଲମାନ ଖାନ''' ଜଣେ ପ୍ରସିଦ୍ଧ ବଲିଉଡ଼ ଅଭିନେତା ଓ ନିର୍ଦ୍ଦେଶକ | ତାଙ୍କ ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ | ନିଜ ପ୍ରଶଂସକ ମାନଙ୍କ ମଧ୍ୟରେ ସେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ଦକ୍ଷିଣ ଏସିଆ ଛଡ଼ା ସମଗ୍ର ପୃଥିବୀରେ ତାଙ୍କ ପ୍ରଶଂସକ ରହିଛନ୍ତି |
 
ସେ ୧୯୮୮ ରେ ବିୱି ହୋ ତୋ ଐସି ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ତେବେ ତା ପର ବର୍ଷର ସୁରଜ ବଡଜାତ୍ୟାଙ୍କ ମୈନେ ପ୍ୟାର କିୟା ଚଳଚ୍ଚିତ୍ର ହିଁ ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା | ତା ପରେ "ହମ୍ ଆପକେ ହୈଁ କୌନ୍" (୧୯୯୪), "କରନ୍ ଅର୍ଜୁନ୍" (୧୯୯୫), "ବିୱି ନଂ ୧" (୧୯୯୯), "ହମ୍ ସାଥ୍ ସାଥ୍ ହୈଁ" (୧୯୯୯) ପରି ହିଟ୍ ଫିଲ୍ମ ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ | "କୁଛ୍ କୁଛ୍ ହୋତା ହୈ" ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା | କିଛି ବର୍ଷର ଅବନତି ପରେ ପୁଣି ୨୦୧୦ ରେ ସେ "ଦବଙ୍ଗ" ଚଳଚ୍ଚିତ୍ରରୁ ନିଜ ପୂର୍ବ ଖ୍ୟାତି ଫେରିପାଇଲେ | ଏହା ପରେ "ବଡ଼ିଗାର୍ଡ଼" (୨୦୧୧), "ଏକ୍ ଥା ଟାଇଗର୍" (୨୦୧୨), "କିକ୍" (୨୦୧୪) ଓ "ବଜରଙ୍ଗୀ ଭାଇଜାନ୍" (୨୦୧୫) ପରି ସୁପରହିଟ୍ ଆକ୍ସନ୍ ଫିଲ୍ମ ଦେଇସାରିଲେଣି | ଫିଲ୍ମ ଜଗତକୁ ତାଙ୍କ ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି |
Line ୧୯ ⟶ ୩୪:
ସଲ୍ଲୁଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ, ବାନ୍ଦ୍ରା, ମୁମ୍ବାଇ | ତାଙ୍କ ଶରୀର ଅତି ସୁଗଠିତ: ଛାତି ୪୨ ଇଞ୍ଚ, ହାତ ୧୭ ଇଞ୍ଚ ଓ ଅଣ୍ଟା ୩୦ ଇଞ୍ଚ |
 
ସେ ଏଯାଏଁ ବିବାହ କରି ନାହାନ୍ତି | ୧୯୯୯ ରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଡେଟ୍ କରୁଥିଲେ | କିନ୍ତୁ ସେ ଧୋକାବାଜ ସହ ୨ ବର୍ଷ ପରେ ତାଙ୍କ ବ୍ରେକ ଅପ ହେଲା | ପରେ ସେ କ୍ୟାଟ୍ରିନା କୈଫ୍ ଙ୍କୁ ଦୀର୍ଘ ସମୟ ଧରି ଡେଟ୍ କରିଥିଲେ | ଏ ନେଇ ଅନେକ ଗୁଜବ ପରେ ୨୦୧୧ ରେ ଗୋଟେ ସାକ୍ଷାତ୍‌କାରରେ କ୍ୟାଟ୍ ତାଙ୍କ ଭିତରେ ଥିବା ସମ୍ପର୍କ (ଯାହା ୨୦୧୦ ରେ ତୁଟି ଯାଇଥିଲା) ର ପୁଷ୍ଟି କରିଥିଲେ | ସଙ୍ଗୀତା ବିଜଲାନୀ ଓ ସୋମୀ ଅଲୀ ମଧ୍ୟ ଭିନ୍ନ ଭିନ୍ନ ସମୟରେ ସଲ୍ଲୁ ଙ୍କ ସହ ଡେଟ୍ ରେ ଥିଲେ |
 
==ପ୍ରସିଦ୍ଧି==
୨୦୦୪ ରେ ଆମେରିକାର ପିପୁଲ ମାଗାଜିନ୍ ଦ୍ୱାରା ପୃଥିବୀର ୭ମ ସବୁଠୁ ଭଲ ଦେଖାଯାଉଥିବା ପୁରୁଷ ରୂପେ ବଛାଯାଇଥିଲା |
==ଆଧାର==
{{ଆଧାର}}