"ଅଶ୍ୱିନୀ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩ କ ଧାଡ଼ି:
* କେତୁ ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ଏକ ଚାନ୍ଦ୍ର ମାସର ପୂର୍ଣ୍ଣିମା ତିଥିରେ [[ଚନ୍ଦ୍ର]] ଯେଉଁ ନକ୍ଷତ୍ର ଦେଇ ଚଳନ କରନ୍ତି, ସେହି ମାସଟି ଉକ୍ତ ନକ୍ଷତ୍ର ନାମରେ ନାମିତ । ଉଦାହରଣ ସ୍ଵରୂପ, ଆଶ୍ଵିନ ମାସରେ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଅଶ୍ଵିନୀ ନକ୍ଷତ୍ରରେ ଅବସ୍ଥାନ କରିଥାନ୍ତି ।<ref name=Ganeshspeaks></ref>
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref><ref name=srath>{{cite web|last=Rath|first=Sanjaya|title=Naxatra Basics|url=http://srath.com/jyoti%E1%B9%A3a/nak%E1%B9%A3atra/nakshatra-basics|accessdate=10 October 2015}}</ref>
* ବୈଦିକ ଜ୍ୟୋତିଷ ମତେ ଅଶ୍ଵିନୀ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତିଭେଦରେ ବୈଶ୍ୟ ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ଅଶ୍ଵିନୀ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ କର୍ମଠ, ଦୃଢମନା, ଜ୍ଞାନୀ ତଥା ସମସ୍ତଙ୍କ ଦ୍ଵାରା ଆଦୃତ ହୋଇଥାଆନ୍ତି ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref><ref name=Indianastrology>{{cite web|title=27 Naxatras|url=http://www.indianastrologyhoroscope.com/AshwiniNakshatra.html|accessdate=26 September 2015}}</ref>