"ପୁଷ୍ୟା (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandboxରୁ ପୁଷ୍ୟା (ନକ୍ଷତ୍ର)କୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି
୧୨ କ ଧାଡ଼ି:
* ପୁଷ୍ୟା ରାଶିଚକ୍ରରେ [[କର୍କଟ (ରାଶି)]] ରାଶିରେ ୦୩ ଡିଗ୍ରୀ ୨୦ ମିନିଟରୁ ୧୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।
* ଶନି ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ତାମସ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref>
* ବୈଦିକ ଜ୍ୟୋତିଷ ମତେ ପୁଷ୍ୟା ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତି ଭେଦରେ କ୍ଷତ୍ରୀୟ ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ପୁଷ୍ୟା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଦୁର୍ବଳମନା, ଏବଂ କୁଟିଳ ପ୍ରକୃତିର ହୋଇଥାଆନ୍ତି ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref><ref name=Indianastrology>{{cite web|title=27 Naxatras|url=http://www.indianastrologyhoroscope.com/AshwiniNakshatra.html|accessdate=26 September 2015}}</ref>