"ପୁନର୍ବସୁ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
୧୨ କ ଧାଡ଼ି:
* ପୁନର୍ବସୁ ରାଶିଚକ୍ରରେ [[ମିଥୁନ (ରାଶି)]] ରେ ୨୦ ଡିଗ୍ରୀରୁ କର୍କଟ ରାଶି ମଧ୍ୟରେ ୩ ଡିଗ୍ରୀ ୨୦ ମିବିଟ ଯାଏଁ ବ୍ୟାପ୍ତ ।
* ବୃହସ୍ପତି ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref>
* ବୈଦିକ ଜ୍ୟୋତିଷ ମତେ ପୁନର୍ବସୁ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତି ଭେଦରେ ବୈଶ୍ୟ ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ପୁନର୍ବସୁ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଧୈର୍ଯ୍ୟବାନ, ଜ୍ଞାନୀ ଏବଂ ସରଳ ପ୍ରକୃତିର ହୋଇଥାଆନ୍ତି ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref><ref name=Indianastrology>{{cite web|title=27 Naxatras|url=http://www.indianastrologyhoroscope.com/AshwiniNakshatra.html|accessdate=26 September 2015}}</ref>
୧୧,୬୦୧

ଗୋଟି ସମ୍ପାଦନା