"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} '''ପ୍ରେମ ବିବାହ''' ଶବ୍ଦଟି ସାଧାରଣତଃ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୨ କ ଧାଡ଼ି:
'''ପ୍ରେମ ବିବାହ''' ଶବ୍ଦଟି ସାଧାରଣତଃ ଦକ୍ଷିଣ ଏସିଆ,ଖାସ କରି ଭାରତ,ପାକିସ୍ତାନ,ବାଂଲାଦେଶ ଓ ଶ୍ରୀଲଙ୍କାରେ ଏହା ଅଧିକ ବ୍ୟବହାର ହୁଏ । ଏହା ଏପରି ଏକ ବାହାଘର ଯେଉଁଠି ପୁଅ ଓ ଝିଅ ନିଜେ ନିଜ ପାଇଁ ଠିକ କରିଥାନ୍ତି ।
== ଭାରତରେ ପ୍ରେମ ବିବାହ ==
ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କ ପାଇଁ ବାହାଘର ଠିକ କରିଥାନ୍ତି । ଏହି ବିବାହ ଜାତି,ଧର୍ମ,ସାମାଜିକ ପ୍ରଥାକୁ ଭାଙ୍ଗି ଦେଇ ପାରେ ।
ଭାରତରେ ଏହା ୧୯୭୦ ପର ଠାରୁ ପ୍ରଚଳିତ ହୋଇଥିଲା । ଏହି ବିବାହରେ ପରିବାରର ସୀକୃତି ବାଧ୍ୟତାମୂଳକ ନୁହେଁ । ୨୦୧୨ ଏନଡ଼ିଟିଭି ସର୍ଭେ ଅନୁସାରେ ୭୪% ଲୋକେ ଆୟୋଜିତ ବିବାହକୁ ପସନ୍ଦ କରିଥିଲେ ।