"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮ କ ଧାଡ଼ି:
===ଶ୍ରୀ ସିଦ୍ଧ ବାସେଳୀ କିମ୍ବଦନ୍ତୀ===
 
ପୁରୁଷୋତ୍ତମ ଦେବଙ୍କ ଦୁଃଖ ସହିତ ଶ୍ରୀଜଗନ୍ନାଥଙ୍କର କାର୍ଯ୍ୟହୀନ କହି ସ୍ୱୟଂ ଜଗୋଥଙ୍କର ଅବମାନନା କରିଥିବାରୁ ତାହାର ପ୍ରତିକାର ବିଧାନ ନିମନ୍ତେ ଯୁଦ୍ଧକୁ ଯିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ସିଦ୍ଧ ବାସେଳୀଙ୍କୁ ସ୍ମରଣ କଲେ । ମା' କରୁଣାମୟୀ ସିଦ୍ଧବାସେଳୀ କଳା ଓ ଧଳା ଘୋଡା ରୂପେ ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଶ୍ରୀଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ସୈନିକ ରୂ ପରେ ଦୁଇ ଘୋଡାରେ ବସି ଆଗରେ କାଞ୍ଚି ଯୁଦ୍ଧକ୍ଷେତ୍ର ଆଡକୁ ଅଗ୍ରସର ହେଲେ । ଯୁଦ୍ଧ ଶେଷରେ ରାଜା ପୁରୁଷୋତ୍ତମ କାଞ୍ଚି ଯୁଦ୍ଧରେ କାଞ୍ଚିରାଜାଙ୍କୁ ପରାସ୍ତ କରି ତାଙ୍କର ସୁନ୍ଦରୀ କନ୍ୟା ପଦ୍ମାଦେବୀଙ୍କ ସହିତ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସିଦ୍ଧ ବାସେଳୀଙ୍କୁ ବର ଦେଲେ ତୁମେ ଦୁହେଁ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ପୂଜା ପାଇ ଖ୍ୟାତ ହେବ । ପୁରୀ ସହରରେ ବାସେଳୀ ସାହି ବା ଘୋଡାବାସେଳୀ ସାହି ନାମରେ ଏକ ସାହି ରହିଛି । ଏଠାରେ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ଘୋଡା ବାସେଳୀ ଅଦ୍ୟାବଧି ପୂଜିତ ହେଉଅଛନ୍ତି । ସେଥି ପାଇଁ ଘୋଡାନାଚର ଗୀତରେ ଗୋଟିଏ ପଦ ଅଛି ।
ଭକ୍ତ ରାଜାର ଞ୍ଛୁeଖ ସହିଜ ଶ୍ରୀଜଗୋଥଙ୍କର କା୩⁄୪ର୍୍ୟହୀz କହି ସ୍ୱୟଂ ଜଗୋଥଙ୍କର ଅବମାz୍ସzା କରିଥ#ବାରୁ ଜାହାର ପ୍ରଜିକାର ବିwÂz zିମନ୍ତେ ୩⁄୪ୁଟକୁ ୩⁄୪ିବା ପାଇଁ ଶ୍ରୀଜଗୋଥ ମହା ପ୍ରଭୁ ସିଟ ବାସେଳୀଙ୍କୁ ସ୧⁄୨ରଣ କଲେ । ମା' କରୁଣାମୟୀ ସିଟବାସେଳୀ କଳା ଓ wଳା ଘୋଡା ରୂେ ପ ଆସି ଜାଙ୍କ ସ୧⁄୪ୁଖରେ ଉ ପସ୍ଥିଜ ହେଲେ । ଶ୍ରୀଜଗୋଥ ଓବଳଭଞ୍ଛ୍ର ଞ୍ଛୁଇଭାଇ ସୈzିକ ରୂ ପରେ ଞ୍ଛୁଇ ଘୋଡାରେବସି ଆଗରେ କାଞ୍ଚ# ୩⁄୪ୁଟ କ୍ଷେଜ୍ର ଆଡକୁ ଅଗ୍ରସର ହେଲେ ୩⁄୪ୁଟ ଶେଷରେ ରାଜା ପୁରୁଷୋhମ କାଞ୍ଚ# ୩⁄୪ୁଟରେ କାଞ୍ଚ#ରାଜାଙ୍କୁ ପରାସ୍ତ କରି ଜାଙ୍କର ସୁନ୍ଦରୀ କz୍ୟା ପଞ୍ଛ୧⁄୨ାବଜୀଙ୍କ ସହିଜ zିଜ ଞ୍ଛେଶକୁ ପ୍ରଜ୍ୟାବhର୍z କଲେ । ମହା ପ୍ରଭୁ ଶ୍ରୀଜଗୋଥ ସିଟ ବାସେଳୀଙ୍କୁବର ଞ୍ଛେଲେ ଜୁମେ ଞ୍ଛୁହେଁ କୈବhର୍ଙ୍କର Cଷ୍ଟଞ୍ଛେବୀ ରୂେ ପ ପୂଜା ପାଇ ଖ୍ୟାଜ ହେବ । ପୁରୀ ସହରରେବାସେଳୀ ସାହିବା ଘୋଡାବାସେଳୀ ସାହି zାମରେ ଏକ ସାହି ରହିଛି । ଏଠାରେ କୈବhର୍ଙ୍କର Cଷ୍ଟଞ୍ଛେବୀ ରୂେ ପ ଘୋଡାବାସେଳୀ ଥw୍ୟାବw# ପୂଜିଜ ହେଉଅଛନ୍ତି । ସେଥ# ପାଇଁ ଘୋଡାzାଚର ଗୀଜରେ ଗୋଟିଏ ପଞ୍ଛ ଅଛି । "ମାଆବାସେଳୀ କି ସିଟବାସେଳୀ ମାଆ ଫୁଲ ଚନ୍ଦzରେ ଜୋଜେ ମୁଁ ପୂଜଇ ପୁରୀ ସହରରେ ପ୍ରାୟ ୩୨ଘୋଡା ପ୍ରଜିମାବିଭିେସାହିରେ କୈବhର୍ମାzଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈଜ୍ର ପୂର୍ଚ୍ଛିମା ଞ୍ଛିz ପୂଜା ପାଇଁ ଜା'ର ପରଞ୍ଛିz ଜାଜିର ପରିଚ୍ଛାଙ୍କ ଗୃହକୁ ୩⁄୪ାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଞ୍ଛ୍ୱାରଠାରେ ଆସି ସମସ୍ତବାସେଳୀ ଠାକୁରାଣୀ ମିଳିଜ ହୋଇଥାଆନ୍ତି । େ୩⁄୪ାଡି ମହୁରୀ ଓ ଢୋଲବାଞ୍ଛ୍ୟର ଜାଳେ ଜାଳେ ଘୋଡାବାସେଳୀଙ୍କ zାଚରେ କୈବhର୍ଗଣ ମଜ୍ଜି ୩⁄୪ାଇଛନ୍ତି ।ବଡଞ୍ଛାc ହରିବୋଲ
ହୁଳହୁଳି ଓ କରଜାଳିରେ ପ୍ରକ ̧ିଜ ହୋଇ ଉଠୁଛି ପଡୁଛି । ଏହି ସମୟରେ ପୁରୀ ରାଜା ଗଜ ପଜି କୈବhର୍ମାzଙ୍କୁ ପ୍ରଶ୍ନ ପଚାରିଛନ୍ତି,
ମା'ବାସେଳୀଙ୍କର ଅ ପାର ମହିମା । ମା'ବାସେଳୀଙ୍କର ଅ ପାର ଶକ୍ତି ! ଜଣେ କୈବhର୍ ଉhର ଞ୍ଛେଲେ ଆ ପଣ ସ୧⁄୪ୁଖରେ ରହି ମା'ସିଟବାସେଳୀଙ୍କର ପରୀକ୍ଷା zିଅନ୍ତୁ । ରାଜା କହିଲେ ୩⁄୪ଞ୍ଛି ବାସେଳୀ ମା' ପରୀକ୍ଷାରେ ଉhୀର୍ଚ୍ଛ ହେବେ, ଜେବେ ଆମ୍ଭେ ବିଶ୍ୱାସ ୩⁄୪ିବୁ । ପୁzର୍ବାର ରାଜା କହିଲେ ମୁଁ କିଛି ମହା ପ୍ରସାଞ୍ଛ କୋଠା ଉ ପରେ ରଖ#ଆସିଛି । ୩⁄୪ଞ୍ଛି ଜୁମ ଠାକୁର ମହା ପ୍ରସାଞ୍ଛ ଖାଇ ଫେରିଆସି ଜାଙ୍କ ସ୍ୱସ୍ଥାzରେବିରାଜମାz କରିବେ, ଜାହାହେଲେବିଶ୍ୱାସ କରିବୁ ।
 
"ମାଆବାସେଳୀ କି ସିଦ୍ଧବାସେଳୀ ମାଆ
^ଜା ଞ୍ଛେହେବାଉଁଶବଜା
ଫୁଲ ଚନ୍ଦନରେ ବାଉଁଶବତା
ଫୁଲ ଚନ୍ଦନରେ ତୋତେ ମୁଁ ପୂଜଇ
ତୁ ପରା ମୋର ଈଷ୍ଟ ଦେବତା ।"
 
ପୁରୀ ସହରରେ ପ୍ରାୟ ୩୨ଘୋଡା ପ୍ରତିମା ବିଭିନ୍ନ୍ନ ସାହିରେ କୈବର୍ତ୍ତଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈତ୍ର ପୂର୍ଣିମା ଦିନ ପୂଜା ପାଇଁ ତା'ର ପରଦିନ ଜାତିର ପରିଚ୍ଛାଙ୍କ ଗୃହକୁ ଯାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଦ୍ଵାରଠାରେ ଆସି ସମସ୍ତ ବାସେଳୀ ଠାକୁରାଣୀ ମିଳିତ ହୋଇଥାଆନ୍ତି । ଯୋଡି ମହୁରୀ ଓ ଢୋଲବାଦ୍ୟର ତାଳେ ତାଳେ ଘୋଡା ବାସେଳୀଙ୍କ ନାଚରେ କୈବର୍ତ୍ତଗଣ ମଜ୍ଜିଯାଇଛନ୍ତି ।ବଡଦଣ୍ଡ ହରିବୋଲ ହୁଳହୁଳି ଓ କରତାଳିରେ ପ୍ରକମ୍ପିତ ହୋଇ ଉଠୁଛି ପଡୁଛି । ଏହି ସମୟରେ ପୁରୀ ରାଜା ଗଜପତି କୈବର୍ତ୍ତ ମାନଙ୍କୁ ପ୍ରଶ୍ନ ପଚାରିଛନ୍ତି,ମା'ବାସେଳୀଙ୍କର ଅପାର ମହିମା, ମା'ବାସେଳୀଙ୍କର ଅପାର ଶକ୍ତି ବିଷୟରେ! ଜଣେ କୈବର୍ତ୍ତ ଉତ୍ତର ଦେଲେ ଆପଣ ସମ୍ମୁଖରେ ରହି ମା'ସିଦ୍ଧ ବାସେଳୀଙ୍କର ପରୀକ୍ଷା ନିଅନ୍ତୁ । ରାଜା କହିଲେ ଯଦି ବାସେଳୀ ମା' ପରୀକ୍ଷାରେ ଉତ୍ତୀର୍ଣ ହେବେ, ତେବେ ଆମ୍ଭେ ବିଶ୍ୱାସ କରିବୁ । ପୁନର୍ବାର ରାଜା କହିଲେ ମୁଁ କିଛି ମହାପ୍ରସାଦ କୋଠା ଉପରେ ରଖିଆସିଛି । ଯଦି ଜୁମ ଠାକୁର ମହା ପ୍ରସାଦ ଖାଇ ଫେରିଆସି ତାଙ୍କ ସ୍ୱସ୍ଥାନରେ ବିରାଜମାନ କରିବେ, ତହାହେଲେ ବିଶ୍ୱାସ କରିବୁ ।
ଜୁ ମୋର Cଷ୍ଟ ଞ୍ଛେବଜା ।'
 
କୈବର୍ତ୍ତମାନେ ଘୋଡାନାଚ ଗୀତ ବୋଲିଲେ ।
କୈବhର୍ଗଣ ଘୋଡାzାଚ ଗୀଜ େ
 
"ବାଟେ ଡାହଳିଆ ବର
ମା' ଜୋରବାସେଳୀ zାମଟି ସାର
ଆଉ ଦିନେ ଅଙ୍ଗଦ ବିନ୍ଧିଲା ଶର
ମାଁ ତୋର ନାମଟି ବାସେଳୀ ସାର
ମା' ଞ୍ଛେଖାଦେଖା ମହିମା ଜୋହରତୋହର
ରାଜା ଖଞ୍ଜା ଆଜିଠାରୁ ପାଇପାଇବୁ
ମା' ଏବେ ଯାଆ ତୁ ଛାତ ଉପର ।"
 
ସଙ୍ଗେ ସଙ୍ଗେ ବତାର ପଞ୍ଜରା କାଠ ଘୋଡା ମୁଣ୍ଡ ସହିତ ଛାତ ଉପରକୁ ଉଡିଗଲେ, ଛାତ ଉପରୁ ମହାପ୍ରସାଦ ଖାଇ ପୁଣି ନିଜ ସ୍ଥାନରେ ଆସି ବିରାଜମାନ ହେଲେ । ସେହି ଦିନଠାରୁ ବାସେଳୀଙ୍କ ଉପରେ ସମସ୍ତ ପୁରୀବାସୀ ବିଶ୍ୱାସ କଲେ । ରାଜା ମଧ୍ୟ ତାଙ୍କର ବିଶ୍ୱାସ ହେବା ଯୋଗୁଁ ମା' ସିଦ୍ଧବାସେଳୀଙ୍କୁ ରୂପାର ହାର ଓ ରୂପାର କିରୀଟ ପ୍ରଦାନ କଲେ, ଜାହା ଅଦ୍ୟାବଧି ମା'ସିଦ୍ଧବାସେଳୀଙ୍କ ଦେହରେ ଶୋଭା ପାଉଅଛି । ସେହି ଦିନଠାରୁ ରାଉତ ଗୀତଟିଏ ଗାଇଛନ୍ତି ତାହା ମଧ୍ୟ ସେହି ଦିନଠାରୁ ବିଖ୍ୟାତ ହୋଇ ପୁରୀ ଜନମନରେ ଗୁଞ୍ଜରଣ ସୃଷ୍ଟି କରୁଛି ।
""ବାଟେ ଡାହାଳିଆବର
 
"ବାରିଆଡେ ବାରି ଗବ
ଆଉ ଞ୍ଛିେz ଅଙ୍ଗଞ୍ଛବିନ୍ଧିଲା ଶର
ନଇଲେ ମୋ' କାଠମୁଣ୍ଡ ଶାଠ ପଦ
ରାଜାଙ୍କ ନଅର ଡେଇଁଣ ତୁହି, ଜନନୀ ଖାଇଲୁ ମହାପ୍ରସାଦ
ଚାଇଁ ବାଉଁଶର କଣି- ସେହି ଦିନୁ ନାମକୁ ଦେଲେ
ନାମ ହେଲା ଚନ୍ଦ୍ରମଣୀ ।"
 
ରାଜାଙ୍କର ମାନସମ୍ମାନ ରକ୍ଷା କରିବା ପାଇଁ ମା' ସିଦ୍ଧ ବାସେଳୀ ଦେବୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ସହାୟତା କରିଥିବାରୁ ଏ କୈବର୍ତ୍ତର ଜାତି ମହାନ୍ ଦେବୀଙ୍କର କାର୍ଯ୍ୟରେ ମହିମାନ୍ଵିତ ହୋଇପାରିଛି, କାରଣ ମା' ସିଦ୍ଧବାସେଳୀ ହେଉଛନ୍ତି, ଏ କୈବର୍ତ୍ତ ଜାତିର କୁଳ ଦେବୀ ।
ମା' ଞ୍ଛେଖା ମହିମା ଜୋହର
 
ରାଜା ଖଞ୍ଜା ଆଜିଠାରୁ ପାଇ
 
ମା' ଏବେ ୩⁄୪ାଆ ଜୁ ଛାଜ ଉ ପର ।''
 
ସଙ୍ଗେ ସଙ୍ଗେବଜାର ପଞ୍ଜରା କାଠ ଘୋଡା ମୁc ସହିଜ ଛାଜ ଉ ପରକୁ ଉଡିଗଲେ, ଛାଜ ଉ ପରୁ ମହା ପ୍ରସାଞ୍ଛ ଖାଇ ପୁଣିzିଜ ସ୍ଥାzରେ ଆସିବିରାଜମାz ହେଲେ । ସେହି ଞ୍ଛିzଠାରୁ ବାସେଳୀଙ୍କ ଉ ପରେ ସମସ୍ତ ପୁରୀବାସୀବିଶ୍ୱାସ କଲେ । ରାଜା ସ୍ତ୍ରଡଜାଙ୍କରବିଶ୍ୱାସ ହେବା େ୩⁄୪ାଗୁଁ ମା' ସିଟବାସେଳୀଙ୍କୁ ରୂ ପାର ହାର ଓ ରୂ ପାର କିରୀଟ ପ୍ରଞ୍ଛାz କଲେ, ଜାହା ଅଞ୍ଛ୍ୟାବw# ମା'ସିଟବାସେଳୀଙ୍କ ଞ୍ଛେହରେ ଶୋଭା ପାଉଅଛି । ସେହି ଞ୍ଛିzଠାରୁ ରାଉଜ ଗୀଜଟିଏ ଗାଇଛନ୍ତି ଜାହା ମଡ ସେହି ଞ୍ଛିzଠାରୁବିଖ୍ୟାଜ ହୋଇ ପୁରୀ ଜzମzରେ ଗୁଞ୍ଜରଣ ସୃଷ୍ଟି କରୁଛି ""ବାରିଆଡେବାରି ଗବ zଇଲେ ମୋ' କାଠମୁc ଶାଠ ପଞ୍ଛ ରାଜାଙ୍କ zଅର ଡେଇଁଣ ଜୁହି, ଜz୍ସzୀ ଖାଇଲୁ ମହା ପ୍ରସାଞ୍ଛ ଚାଇଁବାଉଁଶର କଣି- ସେହି ଞ୍ଛିzୁ zାମକୁ ଞ୍ଛେଲେ ରାଜାଙ୍କର ମାzସ୧⁄୪ାz ରକ୍ଷା କରିବା ପାଇଁ ମା' ସିଟବାସେଳୀ ଞ୍ଛେବୀ ମଡ ଶ୍ରୀଜଗୋଥଙ୍କୁ ସହାୟଜା କରିଥ#ବାରୁ ଏକୈବhର୍ ଜାଜି ମହାz୍ ଞ୍ଛେବୀଙ୍କର ହୋଇ ପାରିଛି, କାରଣ ମା' ସିଟବାସେଳୀ ହେଉଛନ୍ତି, ଏ କୈବhର୍ ଜାଜିର କୁଳ ଞ୍ଛେ ନାମ ହେଲା ଚନ୍ଦ୍ରମଣୀ ।''
 
==ଆଧାର==