"ପୁନର୍ବସୁ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Mrigashīrsha}}
[[File:Orion constellation map.png|right|200px|thumb| ରାଶି ଚକ୍ରରେ ମୃଗଶିରା ନକ୍ଷତ୍ରର ଅବସ୍ଥିତି]]
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ପଞ୍ଚମ [[ନକ୍ଷତ୍ର]] ହେଉଛି ମୃଗଶିରା । ରାଶିଚକ୍ର (ଅପମଣ୍ଡଳ)ରେ ବୃଷ ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ ମିଥୁନ ରାଶି ମଧ୍ୟରେ ୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।
 
== ଜ୍ୟୋତିଷୀୟ ପରିଚୟ ==
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ [[ହିନ୍ଦୁ]] ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । <ref name=galacticcentre>{{cite web|title=The 27 Nakshatras|url=http://www.galacticcenter.org/main/nakshatras/the-27-nakshatras.html|accessdate=25 September 2015}}</ref> ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
 
ତେବେ ଅଶ୍ଵିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । <ref name=cincinatitemple>{{cite web|title=Fundamentals of Vedic Astrology|url=http://cincinnatitemple.com/articles/Fundementals-of-Vedic-Astrology.pdf|accessdate=25 September 2015}}</ref>
 
=== ବିଶେଷତ୍ଵ ===
* ହିନ୍ଦୁ ଜ୍ୟୋତିଷ ମତେ ମୃଗଶିରା ନକ୍ଷତ୍ର ତିନିଗୋଟି ତାରାର ([[:en:Orion (constellation)]]) ସମାହାର ।<ref name=Googlebooks>{{cite book|last=Harness|first=Deniss M.|title=The Nakshastras|publisher=Motilal Banarasidas|pages=2-3|url=https://books.google.co.in/books?id=16KCUhgCQHMC&printsec=frontcover&dq=nakshatra+in+vedic+astrology&hl=en&sa=X&ved=0CD0Q6AEwBmoVChMInNWPlrGRyAIVBaKICh2kFwSK#v=onepage&q=nakshatra%20in%20vedic%20astrology&f=false}}</ref> ଏହି ତାରାପୁଞ୍ଜ ଏକ ଖୁର ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ କୃତ୍ତିକା।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
* ମୃଗଶିରା ରାଶିଚକ୍ରରେ [[ବୃଷ (ରାଶି)]] ୨୩ ଡିଗ୍ରୀ ୨୦ ମିନିଟରୁ ମିଥୁନ ରାଶି ମଧ୍ୟରେ ୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।
* ମଙ୍ଗଳ ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref>
* ବୈଦିକ ଜ୍ୟୋତିଷ ମତେ ମୃଗଶିରା ନକ୍ଷତ୍ର ଲିଙ୍ଗ ଭେଦରେ ନପ୍ର୍ଂସକ ଏବଂ ଜାତି ଭେଦରେ ଶୁଦ୍ର ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ମୃଗଶିରା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ସତ୍ୟବାଦୀ, ସୌମ୍ୟଦର୍ଶୀ ଏବଂ ସଂଦେହୀ ପ୍ରକୃତିର ହୋଇଥାଆନ୍ତି ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref><ref name=Indianastrology>{{cite web|title=27 Naxatras|url=http://www.indianastrologyhoroscope.com/AshwiniNakshatra.html|accessdate=26 September 2015}}</ref>
* ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ମୃଗଶିରା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।<ref>[http://www.mypanchang.com/nakshatras.html "How to name your baby as per Hindu Astrology?"]www.mypanchang.com, Retrieved 25 September 2015</ref>
 
::ପ୍ରଥମ ପାଦ- Ve (वे)
::ଦ୍ଵିତୀୟ ପାଦ-Vo (वो),
 
::ତୃତୀୟ ପାଦ- Ka (क) ଏବଂ
 
::ଚତୁର୍ଥ ପାଦ- Ki (कि)
 
== ପୌରାଣିକ କିମ୍ବଦନ୍ତୀ ==
{{Empty section|date=September 2015}}
 
== ଅଧିକ ତଥ୍ୟ ==
* [https://en.wikipedia.org/wiki/Nakshatra#List_of_Nakshatras "List of Naxatras"]
 
==ଆଧାର==
{{ଆଧାର|2}}
{{ଅଧାଗଢା}}
 
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ଜ୍ୟୋତିଷୀ]]