"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ (clean up using AWB)
== ଭୌଗଳିକ ସ୍ଥିତି ==
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର]]
ଏହି ଜିଲ୍ଲାର [[ଭୌଗଳିକ ଦିଗବାରେଣି]]: {{Coord|20.50|N|86.42|E|}} । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ {{m to ft|13|m|abbr=on}} ଉଚ୍ଚତାରେ ଅଛି I [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ଯାଜପୁର ଜିଲ୍ଲା|ଯାଜପୁର]], [[କଟକ ଜିଲ୍ଲା|କଟକ]] ଓ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]] ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ [[ବଙ୍ଗୋପସାଗର]] ଏହାର ଏକ ଭାଗରେ ରହିଛି ।
=== ମୁଖ୍ୟ ନଦୀ ===
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଇନଦୀ ଏହାକେନ୍ଦ୍ରପଡା ବାହାରେଦେଇ ବହୁଅଛିପ୍ରବାହିତ ହେଇଛି
== ଯୋଗାଯୋଗ ଓ ପରିବହନ ==
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।
== ସଂସ୍କୃତି ଏବଂ ପରମ୍ପରା ==
କେନ୍ଦ୍ରାପଡା ଲକ୍ଷ୍ମୀ ପୂଜା ଓ ରସାବଲୀରସାବଳି ପାଇଁ ଓଡ଼ିଶାଓଡ଼ିଶାରେ ଜଣାଶୁଣା ।
 
== ଦର୍ଶନୀୟ ସ୍ଥାନ ==
* [[ବଳଦେବଜୀଉ ମନ୍ଦିର]]
* କେନ୍ଦ୍ରାପଡାରେ ରେ ଥିବା ଭିତରକନିକା( କୁମ୍ଭୀର ଅଭୟାରଣ୍ୟ ) ହେଉଛି ସାରା ଭାରତ ପ୍ରସିଦ୍ଧ ।
== ଆଧାର ==
{{ଆଧାର}}
୫୫୦

ଗୋଟି ସମ୍ପାଦନା