"ସପ୍ତପୁରୀ ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
 
୧ କ ଧାଡ଼ି:
{{Infobox holiday
ଭାଦ୍ରବ ମାସର ଅମାବାସ୍ୟାକୁ କୁଶଗ୍ରହଣୀ ବା ସପ୍ତପୁରୀ ଅମାବାସ୍ୟା କୁହାଯାଏ ୤ ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟ ଅନୁଷ୍ଠିତ ହୁଏ ୤ ଯେଉଁଥିରେ କୁଶର ବ୍ୟବହାର ଦେଖିବାକୁ ମିଳିଥାଏ ୤ ପ୍ରତ୍ୟେକ ଗୃହସ୍ଥ ଏହିଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି ୤ ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ ୤ ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ ୤ ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ବାରା ଏକ ବଡ଼ ସପ୍ତପୁରୀ(ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ ୤ ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ୤ ହିନ୍ଦୁ ପରମ୍ପରା ଅନୁଯାୟୀ, ଭାଦ୍ରବ ମାସ ଅମାବାସ୍ୟା ତିଥିକୁ କୁଶୋତ୍ପାଟିନୀ ଅମାବାସ୍ୟା ନାମରେ ପାଳନ କରାଯାଏ ୤ ଏହାକୁ କୁଶଗ୍ରହଣି ଅମାବାସ୍ୟା ମଧ୍ୟ କୁହାଯାଏ ୤ ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା କୁଶ(ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) ଏକତ୍ରିତ କରାଯାଇଥାଏ ୤ ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି ୤ “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ ୤ ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ବଜାଃ” ଅମାବାସ୍ୟା ତିଥିର ସ୍ବାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ ୤ ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ ୤ ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ବାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ ୤ ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବା ଦ୍ବାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ ୤ ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ବାସ କରାଯାଏ ୤ ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ ୤ ଯଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ ୤ <ref>ପୃଷ୍ଠା-୨ଦିନଲିପି,୧୨.୯.୧୫</ref>
|holiday_name = ସପ୍ତପୁରୀ ଅମାବାସ୍ୟା
|type = hindu
|image = ଓଳାଭର ପ୍ରସିଦ୍ଧ ସାତପୁରୀ.JPG
|imagesize =
|caption = ସାତପୁରୀ
|official_name =
|nickname = କୁଶଗ୍ରହଣି ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା
|observedby =
|litcolor =
|longtype =
|significance =
|begins =
|ends =
|date = [[ଭାଦ୍ରବ]] [[ଅମାବାସ୍ୟା]]
|date2014 =
|date2015 = ୧୩ ସେପ୍ଟେମ୍ବର (ରବିବାର)
|date2016 = ୧ ସେପ୍ଟେମ୍ବର (ଗୁରୁବାର)
|date2017 =
|celebrations =
|observances = [[ପୂଜା (ଉପାସନା)|ପୂଜା]]
|relatedto =
}}
 
[[ଭାଦ୍ରବ]] ମାସର [[ଅମାବାସ୍ୟା]]କୁ '''ସପ୍ତପୁରୀ ଅମାବାସ୍ୟା''' ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ ।
 
ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ ।<ref name="Manti2014">{{cite book|author=J C Manti|title=The Saga of Jagannatha and Badadeula at Puri (: Story of Lord Jagannatha and his Temple)|url=http://books.google.com/books?id=QweqCQAAQBAJ&pg=PA243|date=22 August 2014|publisher=Vij Books India Pvt Ltd|isbn=978-93-82652-45-8|pages=243–}}</ref> ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ଵାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।
 
ଭାଦ୍ରବହିନ୍ଦୁଧର୍ମର ମାସରପରମ୍ପରାରେ ଅମାବାସ୍ୟାକୁଅନେକ କୁଶଗ୍ରହଣୀପ୍ରକାର ବାପୂଜାକାର୍ଯ୍ୟରେ ସପ୍ତପୁରୀ[[କୁଶ]] ଅମାବାସ୍ୟା(ଏକ କୁହାଯାଏବିଶେଷ ପ୍ରକାରର ହିନ୍ଦୁଧର୍ମରଘାସ, ପରମ୍ପରାରେଯାହାର ଅନେକଉପଯୋଗ ପ୍ରକାରକେବଳ ପୂଜାକାର୍ଯ୍ୟଧାର୍ମିକ ଅନୁଷ୍ଠିତକାର୍ଯ୍ୟରେ ହୁଏକରାଯାଇଥାଏ) କରାଯାଇଥାଏ ଯେଉଁଥିରେ କୁଶରପ୍ରତ୍ୟେକ ବ୍ୟବହାରଗୃହସ୍ଥ ଦେଖିବାକୁଏହି ମିଳିଥାଏଅମାବାସ୍ୟା ୤ ପ୍ରତ୍ୟେକ ଗୃହସ୍ଥ ଏହିଦିନଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ ୤ ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ ୤ ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ବାରା ଏକ ବଡ଼ ସପ୍ତପୁରୀ(ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ ୤ ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ୤ ହିନ୍ଦୁ ପରମ୍ପରା ଅନୁଯାୟୀ, ଭାଦ୍ରବ ମାସ ଅମାବାସ୍ୟା ତିଥିକୁ କୁଶୋତ୍ପାଟିନୀ ଅମାବାସ୍ୟା ନାମରେ ପାଳନ କରାଯାଏ ୤ ଏହାକୁ କୁଶଗ୍ରହଣି ଅମାବାସ୍ୟା ମଧ୍ୟ କୁହାଯାଏ ୤ ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା କୁଶ(ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) ଏକତ୍ରିତ କରାଯାଇଥାଏ ୤ ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ବଜାଃ” ଅମାବାସ୍ୟା ତିଥିର ସ୍ବାମୀସ୍ଵାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ବାତୀସ୍ଵାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବା ଦ୍ବାରାଦ୍ଵାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ବାସବିଶ୍ଵାସ କରାଯାଏ ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ ଯଦ୍ବାରାଯଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ <ref>ପୃଷ୍ଠା-୨ଦିନଲିପି,୧୨.୯.୧୫</ref>
==ଆଧାର==
{{ଆଧାର}}
 
[[ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣୀ]]