"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବନାନ
ଅଧିକ ନୂତନ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Menstruation}}
ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ [[ଋତୁସ୍ରାବ (ସ୍ତନ୍ୟପାୟୀ)]] ଦେଖନ୍ତୁ । <br />
[[File:Figure 28 02 07.jpg|thumb|300px|right|Figure showing the progression of the menstrual cycle and the different hormones contributing to it.]]
ପ୍ରତିଶବ୍ଦ - ମାସିକିଆ, ପିରିଅଡ଼; ଇଂରାଜୀରେ monthly, period<ref name="Logan_1997">{{cite book| last = Logan | first = Carolyn| url = http://books.google.com/?id=SAY5idFoyS8C&pg=PA41&dq=euphemism+period+menstruation#v=onepage&q=euphemism%20period%20menstruation&f=false | title = Counterbalance: Gendered Perspectives on Writing and Language | chapter = Take Your Choice | page = 41 | isbn = 1551111276| date = April 15, 1997 | accessdate = February 18, 2013}}</ref><ref name="Jurgens_1992">{{cite book| last1 = Jurgens | first1 = Janice J.| last2 = Powers| first2 = Bethel A.| editor = Sampselle, Carolyn M. | url = http://books.google.com/?id=gxfwNBgvi30C&pg=PA37&dq=euphemism+period+menstruation#v=onepage&q=euphemism%20period%20menstruation&f=false| title = Violence Against Women: Nursing Research, Education, and Practice Issues | chapter = An Exploratory Study of the Menstrual Euphemisms, Beliefs and Taboos of Head Start Mothers | page = 37| isbn = 1560322179| year = 1992| accessdate = February 18, 2013}}</ref>
'''ଋତୁସ୍ରାବ''' ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, ([[ଇଂରାଜୀ ଭାଷା]]ରେ ମେନ୍‌ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,<ref name=Jones2011>{{cite book|title=Women's Gynecologic Health|date=2011|publisher=Jones & Bartlett Publishers|isbn=9780763756376|page=94|url=https://books.google.ca/books?id=pj_ourS3PBMC&pg=PA94}}</ref> ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।<ref name=Women2014Men>{{cite web|title=Menstruation and the menstrual cycle fact sheet|url=http://www.womenshealth.gov/publications/our-publications/fact-sheet/menstruation.html|website=Office of Women's Health|accessdate=25 June 2015|date=December 23, 2014}}</ref> ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।<ref name=AFP2011/> [[ବ୍ରଣ]] ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । <ref name=Women2014PMS>{{cite web|title=Premenstrual syndrome (PMS) fact sheet|url=http://www.womenshealth.gov/publications/our-publications/fact-sheet/premenstrual-syndrome.html|website=Office on Women's Health|accessdate=23 June 2015|date=December 23, 2014}}</ref> ୨୦ ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହା ଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ [[ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ]] ରଖାଯାଇଛି । <!-- <ref name=AFP2011/> --> ୩ ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । <ref name=AFP2011>{{cite journal|last1=Biggs|first1=WS|last2=Demuth|first2=RH|title=Premenstrual syndrome and premenstrual dysphoric disorder.|journal=American family physician|date=15 October 2011|volume=84|issue=8|pages=918–24|pmid=22010771}}</ref>
'''ଋତୁସ୍ରାବ''' (Menstruation) ଅର୍ଥ ମହିଳାଙ୍କର ଜରାୟୁରୁ ବିର୍ଗତ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ । ଏହା ପ୍ରଥମ ଯୌନ ପୂର୍ଣ୍ଣତା ପ୍ରାପ୍ତ ସମୟରୁ ଋତୁସ୍ରାବ ଆରମ୍ଭ ହୋଇ ଋତୁ ବିରତି ପର୍ଯ୍ୟନ୍ତ ଚାଲୁ ରହେ । ଋତୁ ବିରତି ହେଲେ ପ୍ରଜନନ କ୍ଷମତାର ଅନ୍ତ ହେବ ଧରାଯାଏ । <br />
 
ମହିଳାଙ୍କର ଗର୍ଭାଧାନ ସମୟରେ ଓ ଛୁଆକୁ ସ୍ତନ୍ୟପାନ କରେଇବା ସମୟରେ ଋତୁସ୍ରାବ ବନ୍ଦ ରହେ । ଏହି ସମସ୍ତ ଅଭାବରେ ଯଦି ଋତୁସ୍ରାବ ୯୦ ଦିନରୁ ବେଶୀ ସମୟ ଧରି ନ ହୁଏ ତେବେ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ କାରଣ ଅନେକ କିସମର ସ୍ଵାସ୍ଥ୍ୟଗତ ସମସ୍ୟା ଉପୁଜେ ।
<!-- ପୁନଃପୌନିକତା -->
ପ୍ରଥମ ଋତୁସ୍ରାବ ୧୨ ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ ([[ଇଂରାଜୀ ଭାଷା]]ରେ [[ମେନାର୍କି]]/ [[menarche]]) କୁହାଯାଏ । <ref name=Jones2011/> ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ । <ref name=Women2014Men/> [[ବିକଶିତ ଦେଶ]]ମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ [[ବିକାଶଶୀଳ ଦେଶ]]ମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । <!-- <ref name=Diaz2006/> --> ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ । <ref name=Women2014Men/><ref name=Diaz2006>{{cite journal|last1=American Academy of Pediatrics Committee on|first1=Adolescence|last2=American College of Obstetricians and Gynecologists Committee on Adolescent Health|first2=Care|last3=Diaz|first3=A|last4=Laufer|first4=MR|last5=Breech|first5=LL|title=Menstruation in girls and adolescents: using the menstrual cycle as a vital sign.|journal=Pediatrics|date=November 2006|volume=118|issue=5|pages=2245–50|pmid=17079600}}</ref> ପ୍ରାୟ ୪୫ ରୁ ୫୫ ବୟସ ମଧ୍ୟରେ [[ଋତୁବନ୍ଦ]] ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । <ref name=NIH2013Def>{{cite web|title=Menopause: Overview|url=http://www.nichd.nih.gov/health/topics/menopause/Pages/default.aspx|website=http://www.nichd.nih.gov|accessdate=8 March 2015|date=2013-06-28}}</ref> ଋତୁସ୍ରାବ ସାଧାରଣତଃ ୨ ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ । <ref name=Women2014Men/>
 
<!-- ଋତୁଚକ୍ର -->
 
 
{{^|ପ୍ରତିଶବ୍ଦ - ମାସିକିଆ, ପିରିଅଡ଼; ଇଂରାଜୀରେ monthly, period<ref name="Logan_1997">{{cite book| last = Logan | first = Carolyn| url = http://books.google.com/?id=SAY5idFoyS8C&pg=PA41&dq=euphemism+period+menstruation#v=onepage&q=euphemism%20period%20menstruation&f=false | title = Counterbalance: Gendered Perspectives on Writing and Language | chapter = Take Your Choice | page = 41 | isbn = 1551111276| date = April 15, 1997 | accessdate = February 18, 2013}}</ref><ref name="Jurgens_1992">{{cite book| last1 = Jurgens | first1 = Janice J.| last2 = Powers| first2 = Bethel A.| editor = Sampselle, Carolyn M. | url = http://books.google.com/?id=gxfwNBgvi30C&pg=PA37&dq=euphemism+period+menstruation#v=onepage&q=euphemism%20period%20menstruation&f=false| title = Violence Against Women: Nursing Research, Education, and Practice Issues | chapter = An Exploratory Study of the Menstrual Euphemisms, Beliefs and Taboos of Head Start Mothers | page = 37| isbn = 1560322179| year = 1992| accessdate = February 18, 2013}}</ref>
'''ଋତୁସ୍ରାବ''' (Menstruation) ଅର୍ଥ ମହିଳାଙ୍କର ଜରାୟୁରୁ ବିର୍ଗତ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ । ଏହା ପ୍ରଥମ ଯୌନ ପୂର୍ଣ୍ଣତା ପ୍ରାପ୍ତ ସମୟରୁ ଋତୁସ୍ରାବ ଆରମ୍ଭ ହୋଇ ଋତୁ ବିରତି ପର୍ଯ୍ୟନ୍ତ ଚାଲୁ ରହେ । ଋତୁ ବିରତି ହେଲେ ପ୍ରଜନନ କ୍ଷମତାର ଅନ୍ତ ହେବ ଧରାଯାଏ । <br />
ମହିଳାଙ୍କର ଗର୍ଭାଧାନ ସମୟରେ ଓ ଛୁଆକୁ ସ୍ତନ୍ୟପାନ କରେଇବା ସମୟରେ ଋତୁସ୍ରାବ ବନ୍ଦ ରହେ । ଏହି ସମସ୍ତ ଅଭାବରେ ଯଦି ଋତୁସ୍ରାବ ୯୦ ଦିନରୁ ବେଶୀ ସମୟ ଧରି ନ ହୁଏ ତେବେ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ କାରଣ ଅନେକ କିସମର ସ୍ଵାସ୍ଥ୍ୟଗତ ସମସ୍ୟା ଉପୁଜେ ।}}
 
== ସମ୍ୟକ ଦୃଷ୍ଟିପାତ ==
"https://or.wikipedia.org/wiki/ଋତୁସ୍ରାବ"ରୁ ଅଣାଯାଇଅଛି