"ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେNo edit summary
୧୮ କ ଧାଡ଼ି:
 
<!-- ସଂଜ୍ଞା ଓ ଲକ୍ଷଣ -->
'''ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ''' ([[ଇଂରାଜୀ ଭାଷା]]ରେ '''ପ୍ରିମେନସ୍ଟ୍ରୁଆଲ ସିଣ୍ଡ୍ରୋମ''' ବା '''ପିଏମଏସ''' ଯଥାକ୍ରମେ '''Premenstrual syndrome''' ବା '''PMS''') [[ଋତୁସ୍ରାବ|ମହିଳାଙ୍କର ମାସିକ ଧର୍ମ]] ଆରମ୍ଭର ୧ ରୁ ୨ ସପ୍ତାହ ପୁର୍ବରୁ ଦେଖାଯାଉଥିବା ଶାରୀରିକ ଓ ମାନସିକ [[ଲକ୍ଷଣ]]ମାନଙ୍କୁ କୁହାଯାଏ । <!-- <ref name=Women2014/> --> ଏଥିରେ ଭିନ୍ନ ଭିନ୍ନ ଧରଣର ଲକ୍ଷଣ ଦେଖାଯାଏ ଓ [[ଋତୁସ୍ରାବ]] ଆରମ୍ଭ ହେବା ବେଳକୁ ଉପଶମ ହୋଇଯାଏ । <!-- <ref name=Women2014/> --> [[ବ୍ରଣ]], ସ୍ତନ ଦରଜ, ଫୁଲା, ଥକ୍କା ଲାଗିବା, ବିରକ୍ତିଭାବ ଓ ପରିବର୍ତ୍ତିତ ମନୋଦଶା ଇତ୍ୟାଦି ଲକ୍ଷଣମାନ ଏଥିରେ ଦେଖାଯାଏ । <!-- <ref name=Women2014/> --> ଅଧିକାଂଶ ସମୟରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ଲାଗିରହେ । <!-- <ref name=AFP2011/> --> ସମୟକ୍ରମେ ମହିଳାଙ୍କର ଲକ୍ଷଣରେ ପରିବର୍ତ୍ତନ ହୁଏ । <ref name=AFP2011/> [[ଗର୍ଭାବସ୍ଥା]]ରେ ଓ [[ଋତୁବନ୍ଦ]] ପରେ ଏହି ଲକ୍ଷଣ ପ୍ରକାଶ ପାଏ ନାହିଁ । <ref name=Women2014>{{cite web|title=Premenstrual syndrome (PMS) fact sheet|url=http://www.womenshealth.gov/publications/our-publications/fact-sheet/premenstrual-syndrome.html|website=Office on Women's Health|accessdate=23 June 2015|date=December 23, 2014}}</ref>
 
<!-- ରୋଗନିର୍ଣ୍ଣୟ -->