"ମକର (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandboxରୁ ବିଛା (ରାଶି)କୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି
 
ଟିକେ ପୃଷ୍ଠା ତିଆରି
୧ କ ଧାଡ଼ି:
 
#ଲେଉଟାଣି [[ବିଛା (ରାଶି)]]
ସୌରଜଗତରେ [[ଗ୍ରହ]] ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ମକର ହେଉଛି ତନ୍ମଧ୍ୟରୁ ଦଶମ ରାଶି ।<ref name=Astrojyoti>{{cite web|title=Zodiac|url=http://www.astrojyoti.com/lesson1.htm|accessdate=30 September 2015}}</ref>
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ [[ମେଷ (ରାଶି)|ମେଷ]], [[ବୃଷ (ରାଶି)|ବୃଷ]], [[ମିଥୁନ (ରାଶି)|ମିଥୁନ]], [[କର୍କଟ (ରାଶି)|କର୍କଟ]], [[ସିଂହ (ରାଶି)|ସିଂହ]], [[କନ୍ୟା (ରାଶି)|କନ୍ୟା]], [[ତୁଳା (ରାଶି)|ତୁଳା]], [[ବିଛା (ରାଶି)|ବିଛା]], [[ଧନୁ (ରାଶି)|ଧନୁ ]], ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref> ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।<ref name=Astroved>{{cite web|title=Sun Sign and Moon Sign|url=http://www.astroved.com/articles/sun-sign-and-moon-sign|accessdate=1 October 2015}}</ref>
 
* ରାଶିଚକ୍ରରେ ମକର ରାଶିର ଅବସ୍ଥାନ ୨୭୧ ଡିଗ୍ରୀରୁ ୩୦୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ଶନି ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ମକର ରାଶିର ଆକୃତି/ସଂକେତ ଏକ ମୃଗର ମୁଣ୍ଡ ଓ କୁମ୍ଭୀରର ଶରୀର ପରି ।
* ବୈଦିକ ଜ୍ୟୋତିଷମତେ ମକର ରାଶି ବୈଶ୍ୟ ଜାତି, ରଜଗୁଣୀ, ଜଳ(ପ୍ରଥମ ଭାଗ) ଓ ପୃଥିବୀ(ଡ୍ଵିତୀୟ ଭାଗ) ତତ୍ତ୍ଵ ବିଶିଷ୍ଟ ଏକ ଚର ଓ ସମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମକର ରାଶିରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷି, ଗର୍ବୀ ତଥା ପରଶ୍ରୀକାତର ଗୁଣ ବିଶିଷ୍ଟ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>
 
== ଅଧିକ ତଥ୍ୟ ==
* [https://en.wikipedia.org/wiki/Indian_national_calendar "Indian national calendar"]
== ଆଧାର ==
{{ଆଧାର}}
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]]
 
{{ଅଧାଗଢା}}
"https://or.wikipedia.org/wiki/ମକର_(ରାଶି)"ରୁ ଅଣାଯାଇଅଛି