"ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୭ କ ଧାଡ଼ି:
 
<!-- ରୋଗାନୁଶୀଳନ -->
ଋତୁସ୍ରାବ ପୂର୍ବରୁ ୮୦ % ମହିଳାଙ୍କର କିଛି ନା କିଛି ଲକ୍ଷଣ ପ୍ରକାଶ ପାଏ । <!-- <ref name=AFP2011/> --> ଏମାନଙ୍କ ମଧ୍ୟରୁ କେବଳ ୨୦ ରୁ ୩୦ % ମହିଳାଙ୍କର ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ଥାଏ । <ref name=AFP2011>{{cite journal|last1=Biggs|first1=WS|last2=Demuth|first2=RH|title=Premenstrual syndrome and premenstrual dysphoric disorder.|journal=American family physician|date=15 October 2011|volume=84|issue=8|pages=918-24|pmid=22010771}}</ref> ଏମାନଙ୍କ ମଧ୍ୟରୁ
 
[[ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର]] (ପିଏମଡିଡି) ଅଧିକ ମାନସିକ ପ୍ରଭାବ ଦେଖାଏ । <ref name=Women2014/><ref name=AFP2011/> ପ୍ରାୟ ୮ % ମହିଳାଙ୍କର ପିଏମଡିଡି ହୁଏ । <ref name=AFP2011/> ପିଏମଡିଡିରେ ଅନ୍ୟାନ୍ୟ ଔଷଧ ସହିତ ଆଣ୍ଟିଡୋପ୍ରେସାଣ୍ଟ [[ସିଲେକଟିଭ ସେରୋଟୋନିନ ରିଅପଟେକ ଇନହିବିଟର]] ଦେଲେ ଉପକାର ମିଳେ । <ref name=Women2014/>
 
== ଆଧାର ==