"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୭ କ ଧାଡ଼ି:
'''[[ମାଣିକ ଗଉଡୁଣୀ]] କାହଣୀ''':-କାଞ୍ଚି ଅଭିଯାନରେ ବିଜୟୀ ହୋଇ କଳାଘୋଡ଼ା, ଧଳାଘୋଡ଼ାରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସୈନିକ ସାଜି ଫେରୁଥାନ୍ତି ।ଫେରିବା ବେଳେ ରାସ୍ତାରେ ପ୍ରବଳ ଖରା ହେଉଥାଏ । ମାଣିକ ନାମକ ଜଣେ ଗଉଡୁଣୀ ସେହି ରାସ୍ତାରେ ଦହି ବିକୁଥିଲା । ପ୍ରବଳ ଖରାରେ ନିଜର ତୃଷା ମେଣ୍ଟାଇବା ପାଇଁ ଉଭଏ ସେଠାରେ ଅଟକି ଗଲେ । ଏବଂ ମାଣିକ ଗଉଡୁଣୀଠାରୁ ଦହି ପିଇ ନିଜର ତୃଷା ମେଣ୍ଟାଇଲେ । କିନ୍ତୁ ବଦଳରେ ମାଣିକା ଗଉଡୁଣିକୁ ଦେବା ପାଇଁ ଦୁହିଁଙ୍କ ପାଖେ ପୈସା ନଥିଲା, ଫଳରେ ନିଜ ପିନ୍ଧା ହାତରୁ ମୁଦିଟିଏ କାଢ଼ି ତାକୁ ଦେଇଥିଲେ ଏବଂ ପଛରେ ଆସୁଥିବା ରାଜାଙ୍କ ଠାରୁ ମୁଦି ଦେଖାଇ ପଈସା ଆଦାୟ କରିବା ପାଇଁ କହିଥିଲେ । ମାତ୍ର ମାଣିକ ଗୌଡୁଣୀ ତାହାର ମୂଲ୍ୟ ବୁଝିନଥିଲା । ସେ ମୁଦି ସାମାନ୍ୟ ମୁଦି ନୁହେଁ, ସେ ହେଉଛି ଜଗନ୍ନାଥଙ୍କ ରତ୍ନ ମୁଦି । ସେ ବହୁ କଷ୍ଟରେ ସେ ମୁଦିଟିକୁ ରଖିଥିଲା । ରାଜାଙ୍କୁ ସେ ମୁଦି ଦେଇ ଦହି ପଇସା ଆଦାୟ କରିବ ବୋଲି ଜଗି ବସିଥିଲା । କିଛି ସମୟ ପରେ ସେ ରାସ୍ତାରେ ରାଜା ସୈନ୍ୟ ସମାନ୍ତ ଧରି ଯୁଦ୍ଧରେ ବିଜୟ ଲାଭ କରି ଫେରୁଥିଲେ । ମାଣିକ ଗଉଡୁଣି ସେ ମୁଦି ଦେଖାଇ କହିଥିଲା,"ତୁମର ଦୁଇ ଜଣ ସୈନିକ ଦହି ପିଇ ଏହି ମୁଦି ଦେଇ ଯାଇଛନ୍ତି, ଓ ଏହାକୁ ନଦେଖାଇ ଦହି ପଇସା ତୁମଠୁ ଆଦାୟ କରିବା ପାଇଁ କହିଛନ୍ତି ।" ରାଜା ସେହି ମୁଦି ଦେଖିଲେ ଏବଂ ଚିହ୍ନିଲେ ଯେ ସେ ମୁଦିଟି ହେଉଛି ମହାପ୍ରଭୁଙ୍କ ରତ୍ନମୁଦି । ମାଣିକ ଗୌଡୁଣୀକୁ କହିଲେ, ମୁଁ ପ୍ରଥମ ସେବକ ହୋଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଶରୀରେ ଦେଖିନଥିଲି । ତୁ ଯାହାକୁ ଦହି ପିଆଇଛୁ ସେ ଆଉ କେହି ନୁହନ୍ତି, ନିଜେ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର । ପ୍ରଭୁଙ୍କ ସକ୍ଷାତ ଦର୍ଶନ କରିଥିବା ଯୋଗୁଁ, ମହାରାଜା ଉକ୍ତ ଗାଁଟିକୁ ମାଣିକ ଗଉଡୁଣି ନାମରେ ନାମିତ କରିଥିଲେ । ସେହି ଦିନଠାରୁ ଉକ୍ତ ଗାଁଟି ମାଣିକପାଟଣା ନାମରେ ପରିଚିତ ହେଲା ।
===ଶ୍ରୀ ସିଦ୍ଧ ବାସେଳୀ କିମ୍ବଦନ୍ତୀ===
ଭକ୍ତ ରାଜାର ଞ୍ଛୁeଖ ସହିଜ ଶ୍ରୀଜଗୋଥଙ୍କର କା୩⁄୪ର୍୍ୟହୀz କହି ସ୍ୱୟଂ ଜଗୋଥଙ୍କର ଅବମାz୍ସzା କରିଥ#ବାରୁ ଜାହାର ପ୍ରଜିକାର ବିwÂz zିମନ୍ତେ ୩⁄୪ୁଟକୁ ୩⁄୪ିବା ପାଇଁ ଶ୍ରୀଜଗୋଥ ମହା ପ୍ରଭୁ ସିଟ ବାସେଳୀଙ୍କୁ ସ୧⁄୨ରଣ କଲେ । ମା' କରୁଣାମୟୀ ସିଟବାସେଳୀ କଳା ଓ wଳା ଘୋଡା ରୂେ ପ ଆସି ଜାଙ୍କ ସ୧⁄୪ୁଖରେ ଉ ପସ୍ଥିଜ ହେଲେ । ଶ୍ରୀଜଗୋଥ ଓବଳଭଞ୍ଛ୍ର ଞ୍ଛୁଇଭାଇ ସୈzିକ ରୂ ପରେ ଞ୍ଛୁଇ ଘୋଡାରେବସି ଆଗରେ କାଞ୍ଚ# ୩⁄୪ୁଟ କ୍ଷେଜ୍ର ଆଡକୁ ଅଗ୍ରସର ହେଲେ ୩⁄୪ୁଟ ଶେଷରେ ରାଜା ପୁରୁଷୋhମ କାଞ୍ଚ# ୩⁄୪ୁଟରେ କାଞ୍ଚ#ରାଜାଙ୍କୁ ପରାସ୍ତ କରି ଜାଙ୍କର ସୁନ୍ଦରୀ କz୍ୟା ପଞ୍ଛ୧⁄୨ାବଜୀଙ୍କ ସହିଜ zିଜ ଞ୍ଛେଶକୁ ପ୍ରଜ୍ୟାବhର୍z କଲେ । ମହା ପ୍ରଭୁ ଶ୍ରୀଜଗୋଥ ସିଟ
 
ବାସେଳୀଙ୍କୁବର ଞ୍ଛେଲେ ଜୁମେ ଞ୍ଛୁହେଁ କୈବhର୍ଙ୍କର Cଷ୍ଟଞ୍ଛେବୀ
 
ରୂେ ପ ପୂଜା ପାଇ ଖ୍ୟାଜ ହେବ । ପୁରୀ ସହରରେବାସେଳୀ
 
ସାହିବା ଘୋଡାବାସେଳୀ ସାହି zାମରେ ଏକ ସାହି ରହିଛି ।
 
ଏଠାରେ କୈବhର୍ଙ୍କର Cଷ୍ଟଞ୍ଛେବୀ ରୂେ ପ ଘୋଡାବାସେଳୀ
 
ଥw୍ୟାବw# ପୂଜିଜ ହେଉଅଛନ୍ତି । ସେଥ# ପାଇଁ ଘୋଡାzାଚର
 
ଗୀଜରେ ଗୋଟିଏ ପଞ୍ଛ ଅଛି ।
 
"ମାଆବାସେଳୀ କି ସିଟବାସେଳୀ ମାଆ
 
ଫୁଲ ଚନ୍ଦzରେ ଜୋଜେ ମୁଁ ପୂଜଇ
 
ପୁରୀ ସହରରେ ପ୍ରାୟ ୩୨ଘୋଡା ପ୍ରଜିମାବିଭିେ
 
ସାହିରେ କୈବhର୍ମାzଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈଜ୍ର
 
ପୂର୍ଚ୍ଛିମା ଞ୍ଛିz ପୂଜା ପାଇଁ ଜା'ର ପରଞ୍ଛିz ଜାଜିର ପରିଚ୍ଛାଙ୍କ
 
ଗୃହକୁ ୩⁄୪ାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଞ୍ଛ୍ୱାରଠାରେ
 
ଆସି ସମସ୍ତବାସେଳୀ ଠାକୁରାଣୀ ମିଳିଜ ହୋଇଥାଆନ୍ତି । େ୩⁄୪ାଡି
 
ମହୁରୀ ଓ ଢୋଲବାଞ୍ଛ୍ୟର ଜାଳେ ଜାଳେ ଘୋଡାବାସେଳୀଙ୍କ
 
zାଚରେ କୈବhର୍ଗଣ ମଜ୍ଜି ୩⁄୪ାଇଛନ୍ତି ।ବଡଞ୍ଛାc ହରିବୋଲ
 
ହୁଳହୁଳି ଓ କରଜାଳିରେ ପ୍ରକ ̧ିଜ ହୋଇ ଉଠୁଛି ପଡୁଛି । ଏହି
 
ସମୟରେ ପୁରୀ ରାଜା ଗଜ ପଜି କୈବhର୍ମାzଙ୍କୁ ପ୍ରଶ୍ନ ପଚାରିଛନ୍ତି,
 
ମା'ବାସେଳୀଙ୍କର ଅ ପାର ମହିମା । ମା'ବାସେଳୀଙ୍କର ଅ ପାର
 
ଶକ୍ତି ! ଜଣେ କୈବhର୍ ଉhର ଞ୍ଛେଲେ ଆ ପଣ ସ୧⁄୪ୁଖରେ ରହି
 
ମା'ସିଟବାସେଳୀଙ୍କର ପରୀକ୍ଷା zିଅନ୍ତୁ । ରାଜା କହିଲେ ୩⁄୪ଞ୍ଛି
 
ବାସେଳୀ ମା' ପରୀକ୍ଷାରେ ଉhୀର୍ଚ୍ଛ ହେବେ, ଜେବେ ଆମ୍ଭେ
 
ବିଶ୍ୱାସ ୩⁄୪ିବୁ । ପୁzର୍ବାର ରାଜା କହିଲେ ମୁଁ କିଛି ମହା ପ୍ରସାଞ୍ଛ
 
କୋଠା ଉ ପରେ ରଖ#ଆସିଛି । ୩⁄୪ଞ୍ଛି ଜୁମ ଠାକୁର ମହା ପ୍ରସାଞ୍ଛ
 
ଖାଇ ଫେରିଆସି ଜାଙ୍କ ସ୍ୱସ୍ଥାzରେବିରାଜମାz କରିବେ, ଜାହା
 
ହେଲେବିଶ୍ୱାସ କରିବୁ ।
 
^ଜା ଞ୍ଛେହେବାଉଁଶବଜା
 
ଜୁ ମୋର Cଷ୍ଟ ଞ୍ଛେବଜା ।'
 
କୈବhର୍ଗଣ ଘୋଡାzାଚ ଗୀଜ େ
 
ମା' ଜୋରବାସେଳୀ zାମଟି ସାର
 
""ବାଟେ ଡାହାଳିଆବର
 
ଆଉ ଞ୍ଛିେz ଅଙ୍ଗଞ୍ଛବିନ୍ଧିଲା ଶର
 
ମା' ଞ୍ଛେଖା ମହିମା ଜୋହର
 
ରାଜା ଖଞ୍ଜା ଆଜିଠାରୁ ପାଇ
 
ମା' ଏବେ ୩⁄୪ାଆ ଜୁ ଛାଜ ଉ ପର ।''
 
ସଙ୍ଗେ ସଙ୍ଗେବଜାର ପଞ୍ଜରା କାଠ ଘୋଡା ମୁc ସହିଜ
 
ଛାଜ ଉ ପରକୁ ଉଡିଗଲେ, ଛାଜ ଉ ପରୁ ମହା ପ୍ରସାଞ୍ଛ ଖାଇ ପୁଣି
 
zିଜ ସ୍ଥାzରେ ଆସିବିରାଜମାz ହେଲେ । ସେହି ଞ୍ଛିzଠାରୁ
 
ବାସେଳୀଙ୍କ ଉ ପରେ ସମସ୍ତ ପୁରୀବାସୀବିଶ୍ୱାସ କଲେ । ରାଜା
 
ସ୍ତ୍ରଡଜାଙ୍କରବିଶ୍ୱାସ ହେବା େ୩⁄୪ାଗୁଁ ମା' ସିଟବାସେଳୀଙ୍କୁ ରୂ ପାର
 
ହାର ଓ ରୂ ପାର କିରୀଟ ପ୍ରଞ୍ଛାz କଲେ, ଜାହା ଅଞ୍ଛ୍ୟାବw# ମା'
 
ସିଟବାସେଳୀଙ୍କ ଞ୍ଛେହରେ ଶୋଭା ପାଉଅଛି । ସେହି ଞ୍ଛିzଠାରୁ
 
ରାଉଜ ଗୀଜଟିଏ ଗାଇଛନ୍ତି ଜାହା ମଡ ସେହି ଞ୍ଛିzଠାରୁବିଖ୍ୟାଜ
 
ହୋଇ ପୁରୀ ଜzମzରେ ଗୁଞ୍ଜରଣ ସୃଷ୍ଟି କରୁଛି
 
""ବାରିଆଡେବାରି ଗବ
 
zଇଲେ ମୋ' କାଠମୁc ଶାଠ ପଞ୍ଛ
 
ରାଜାଙ୍କ zଅର ଡେଇଁଣ ଜୁହି, ଜz୍ସzୀ ଖାଇଲୁ ମହା ପ୍ରସାଞ୍ଛ
 
ଚାଇଁବାଉଁଶର କଣି- ସେହି ଞ୍ଛିzୁ zାମକୁ ଞ୍ଛେଲେ
 
ରାଜାଙ୍କର ମାzସ୧⁄୪ାz ରକ୍ଷା କରିବା ପାଇଁ ମା' ସିଟ
 
ବାସେଳୀ ଞ୍ଛେବୀ ମଡ ଶ୍ରୀଜଗୋଥଙ୍କୁ ସହାୟଜା କରିଥ#ବାରୁ ଏ
 
କୈବhର୍ ଜାଜି ମହାz୍ ଞ୍ଛେବୀଙ୍କର
 
ହୋଇ ପାରିଛି, କାରଣ ମା' ସିଟବାସେଳୀ ହେଉଛନ୍ତି, ଏ କୈବhର୍
 
ଜାଜିର କୁଳ ଞ୍ଛେ
 
zାମ ହେଲା ଚନ୍ଦ୍ରମଣୀ ।''
 
==ଆଧାର==