"ଆଲର୍ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
 
<!-- ପ୍ରତିଷେଧ ଓ ଚିକିତ୍ସା -->
ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । <ref name=Sic2014>{{Cite journal |last1=Sicherer |first1=SH. |last2=Sampson |first2=HA. |title=Food allergy: Epidemiology, pathogenesis, diagnosis, and treatment. |journal=J Allergy Clin Immunol |volume=133 |issue=2 |pages=291–307; quiz 308 |date=Feb 2014 |doi=10.1016/j.jaci.2013.11.020 |pmid=24388012}}</ref> ଆଲର୍ଜେନ ଏଡ଼େଇବା, [[କର୍ଟିକୋସ୍ଟିରଏଡ]] ଓ [[ଆଣ୍ଟିହିସ୍ଟାମିନ]] ଭଳି ଓଷଧ ବ୍ୟବ‌ହାର କରି ଏହାର ଚିକିତ୍ସା କରାଯାଏ । <ref name=NIH2015Imm/> ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । <ref name=Review09/> ହେ ଫିଭର ଓ କୀଟ ଦଂଶନ କେଶରେ [[ଆଲର୍ଜେନ ଇମ୍ମ୍ୟୁନୋଥେରାପି]] ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । <!-- <ref name=NIH2015Imm/> --> ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ । <ref name=NIH2015Imm>{{cite web|title=Allergen Immunotherapy|url=http://www.niaid.nih.gov/topics/allergicdiseases/Pages/allergen-immunotherapy.aspx|accessdate=15 June 2015|date=April 22, 2015}}</ref>
 
<!-- ରୋଗାନୁଶୀଳନ ଓ ଇତିହାସ -->
 
 
 
"https://or.wikipedia.org/wiki/ଆଲର୍ଜି"ରୁ ଅଣାଯାଇଅଛି