"ଆଲର୍ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ମୂଖ୍ୟ ସାଧାରଣ ଆଲର୍ଜେନ ନାମ [ପରାଗ]] ରେଣୁ ଓ ଖାଦ୍ୟ । <!-- <ref name=Con2007/> --> ଧାତୁ ତ‌ଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । <ref name=Con2007/> ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । <!-- <ref name=Kay2000/> --> ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । <ref name=Kay2000>{{cite journal |author=Kay AB |title=Overview of 'allergy and allergic diseases: with a view to the future' |journal=Br. Med. Bull. |volume=56 |issue=4 |pages=843–64 |year=2000 |pmid=11359624 |doi=10.1258/0007142001903481}}</ref> ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସ‌ହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି [[ହିସ୍ଟାମିନ]] କ୍ଷରଣ କରନ୍ତି । <ref>{{cite web|title=How Does an Allergic Response Work?|url=http://www.niaid.nih.gov/topics/allergicdiseases/Pages/allergic-Response.aspx|website=NIAID|accessdate=20 June 2015|date=April 21, 2015}}</ref> ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । <!-- <ref name=NIH2012pdf/> --> କେତେକ କେଶରେ [[ଚର୍ମ ଫୋଡ଼ା ଟେଷ୍ଟ|ଚର୍ମ]] ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । <ref name=NIH2012pdf/> ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି । <ref name=Cox2008>{{cite journal | author = Cox L, Williams B, Sicherer S, Oppenheimer J, Sher L, Hamilton R, Golden D | title = Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force | journal = Annals of Allergy, Asthma & Immunology | volume = 101 | issue = 6 | pages = 580–92 | date = December 2008 | pmid = 19119701 | doi = 10.1016/S1081-1206(10)60220-7 }}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
 
 
"https://or.wikipedia.org/wiki/ଆଲର୍ଜି"ରୁ ଅଣାଯାଇଅଛି