"ଆଲର୍ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଅଧିକ ତ‌ଥ୍ୟ ଦିଆଗଲା
୧୩ କ ଧାଡ଼ି:
| ICPC2 = A92
}}
<!-- ସଂଜ୍ଞା ଓ ଲକ୍ଷଣ -->
ପ୍ରତିରୋଧ ପ୍ରଣାଳୀର ଆଲର୍ଜି ଏକ ଅତି ସୁଗ୍ରହୀ ବା ସମ୍ବେଦନଶୀଳ ପ୍ରତିକ୍ରିୟା<ref>{{DorlandsDict|one/000002984|allergy}}</ref> । ପରିବେଶର ସାଧାରଣ ନିଷ୍କ୍ରିୟ ପଦାର୍ଥକୁ ଶରୀରର ପ୍ରତିରୋଧ ପ୍ରଣାଳୀ ପ୍ରତିକ୍ରିୟାଶୀଳ ହେଲେ ତାହାକୁ ଆଲର୍ଜି କହନ୍ତି । ଯେଉଁ ପଦାର୍ଥ ପ୍ରତିକ୍ରିୟା କରାଏ ତାହାକୁ [[ଆଲର୍ଜେନ]] କହନ୍ତି । ଏହି ପ୍ରତିକ୍ରିୟା ଶୀଘ୍ର ଓ ଆନୁମାନିକ ହୁଏ । [[ଅତି ସୁଗ୍ରହୀ କ୍ରିୟା]] (hypersensitivity) ଚାରି ପ୍ରକାର ଥାଏ ଓ ଆଲର୍ଜିକୁ ଟାଇପ୍ ୧ ଅତି ସୁଗ୍ରହୀ କହନ୍ତି । ଏହି ପ୍ରତିକ୍ରିୟାରେ କେତେକ [[ଶ୍ଵେତ ରକ୍ତ କଣିକା]] (ମାସ୍ଟ କୋଷ ଓ ବେସୋଫିଲ) ଓ [[ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡ଼ି]] ( Immunoglobulin E ବା IgE) ପ୍ରତିକ୍ରିୟା କରି [[ପ୍ରଦାହ]] ସୃଷ୍ଟି କରନ୍ତି ଯାହା ସାମାନ୍ୟ ଅସୁବିଧାଠାରୁ ଆରମ୍ଭ କରି ବିପଦ ଜନକ ହୋଇ ପାରେ ।<br />
'''ଆଲର୍ଜି''' ସମୂହ ବା '''ଆଲର୍ଜି ରୋଗ ସମୂହ''' ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି [[ଇମ୍ମ୍ୟୁନ ସିସ୍ଟମ]] ଅତିସୁଗ୍ରାହୀ ବା [[ଅତିସମ୍ବେଦନଶୀଳ]] ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । <ref name=Con2007>{{cite book|last1=McConnell|first1=Thomas H.|title=The nature of disease : pathology for the health professions|date=2007|publisher=Lippincott Williams & Wilkins|location=Baltimore, Mar.|isbn=9780781753173|page=159|url=https://books.google.ca/books?id=chs_lilPFLwC&pg=PA159}}</ref> ଏହିଭଳି ରୋଗମାନଙ୍କର ନାମ [[ହେ ଫିଭର]], [[ଖାଦ୍ୟ ଆଲର୍ଜି]], [[ଆଟୋପିକ ଡର୍ମାଟାଇଟିସ]], [[ଆଲର୍ଜିକ ଆଜମା]], ଓ [[ଆନାଫାଇଲାକସିସ]]&nbsp;।<ref>{{cite web|title=Types of Allergic Diseases|url=http://www.niaid.nih.gov/topics/allergicdiseases/Pages/allergic-diseases-types.aspx|website=NIAID|accessdate=17 June 2015|date=May 29, 2015}}</ref> ଏଭଳି ରୋଗରେ [[ଆଲରଜିକ କଞ୍ଜକ୍ଟିଭାଇଟିସ|ଆଖି ଲାଲ]] ହୁଏ, ଗଲୁ ହେଉଥିବା ରାସ ହୁଏ, [[ରାଇନୋରିଆ|ନାକରୁ ପାଣିବୋହେ]], [[ଛୋଟ ଶ୍ୱାସକ୍ରିୟା]] ହୁଏ ଓ ଫୁଲିଯାଏ । <ref>{{cite web|title=Environmental Allergies: Symptoms|url=http://www.niaid.nih.gov/topics/environmental-allergies/Pages/symptoms.aspx|website=NIAID|accessdate=19 June 2015|date=April 22, 2015}}</ref> [[ଖାଦ୍ୟ ଅସ‌ହ‌ନଶୀଳତା]] ଓ [[ଖାଦ୍ୟ ବିଷାକ୍ତ‌ତା]] ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । <ref>{{cite journal | author = Bahna SL | title = Cow's milk allergy versus cow milk intolerance. | journal = Annals of allergy, asthma & immunology : official publication of the American College of Allergy, Asthma, & Immunology | volume = 89 | issue = 6 Suppl 1 | pages = 56–60 | date = Dec 2002 | pmid = 12487206 | doi = 10.1016/S1081-1206(10)62124-2 }}</ref><ref name=NIH2012pdf/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
 
 
{{^|ପ୍ରତିରୋଧ ପ୍ରଣାଳୀର ଆଲର୍ଜି ଏକ ଅତି ସୁଗ୍ରହୀ ବା ସମ୍ବେଦନଶୀଳ ପ୍ରତିକ୍ରିୟା<ref>{{DorlandsDict|one/000002984|allergy}}</ref> । ପରିବେଶର ସାଧାରଣ ନିଷ୍କ୍ରିୟ ପଦାର୍ଥକୁ ଶରୀରର ପ୍ରତିରୋଧ ପ୍ରଣାଳୀ ପ୍ରତିକ୍ରିୟାଶୀଳ ହେଲେ ତାହାକୁ ଆଲର୍ଜି କହନ୍ତି । ଯେଉଁ ପଦାର୍ଥ ପ୍ରତିକ୍ରିୟା କରାଏ ତାହାକୁ [[ଆଲର୍ଜେନ]] କହନ୍ତି । ଏହି ପ୍ରତିକ୍ରିୟା ଶୀଘ୍ର ଓ ଆନୁମାନିକ ହୁଏ । [[ଅତି ସୁଗ୍ରହୀ କ୍ରିୟା]] (hypersensitivity) ଚାରି ପ୍ରକାର ଥାଏ ଓ ଆଲର୍ଜିକୁ ଟାଇପ୍ ୧ ଅତି ସୁଗ୍ରହୀ କହନ୍ତି । ଏହି ପ୍ରତିକ୍ରିୟାରେ କେତେକ [[ଶ୍ଵେତ ରକ୍ତ କଣିକା]] (ମାସ୍ଟ କୋଷ ଓ ବେସୋଫିଲ) ଓ [[ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡ଼ି]] ( Immunoglobulin E ବା IgE) ପ୍ରତିକ୍ରିୟା କରି [[ପ୍ରଦାହ]] ସୃଷ୍ଟି କରନ୍ତି ଯାହା ସାମାନ୍ୟ ଅସୁବିଧାଠାରୁ ଆରମ୍ଭ କରି ବିପଦ ଜନକ ହୋଇ ପାରେ ।<br />
[[ହେ ଫିଭର]] ( hay fever) ଏକ ସାଧାରଣ ଆଲର୍ଜି ଯେଉଁଥିରେ ଲାଲ ଆଖି, କୁଣ୍ଡେଇବା, ନାକରୁ ପାଣି ବୋହିବା, [[ଏକଜିମା]], [[ଅର୍ଟିକାରିଆ]] ଓ [[ଆଜ୍‌ମା]] ହୋଇ ପାରେ । ଆଜ୍‌ମା ରୋଗରେ ଆଲର୍ଜି ଏହ ଅସାଧାରଣ ଭୂମିକା ନେଇ ପାରେ । [[ପରିବେଶ]], [[ଖାଦ୍ୟ]], [[ଔଷଧ]], [[ବିରୁଡ଼ି]] ଓ [[ମହୁମାଛି]] କୀଟର ବିଷ ଇତ୍ୟାଦି ଜୀବନନାଶକାରୀ ଆଲର୍ଜୀ ସୃଷ୍ଟି କରି ପାରନ୍ତି ଯାହାକୁ [[ଆନାଫାଇଲେକ୍ସିସ୍]] କହନ୍ତି । <br />
ଆଲାର୍ଜୀ ରୋଗ ନିର୍ଣ୍ଣୟ ନିମନ୍ତେ ଅନେକ ଗୁଡ଼ିଏ ପରୀକ୍ଷା ଥିଲେ ମଧ୍ୟ ତାହାର ଫଳ ସହ ରୋଗୀର ଇତିହାସ ଓ ସଂସ୍ପର୍ଶ ସହ ସମ୍ପର୍କ ବିବେଚନା କରି ଚିକିତ୍ସା କରିବାକୁ ହୁଏ, କେବଳ ପରୀକ୍ଷା ଫଳ ନିର୍ଣ୍ଣାୟକ ହୁଏ ନାହିଁ<ref name=Cox2008>{{cite journal|last=Cox|first=L|coauthors=Williams, B; Sicherer, S; Oppenheimer, J; Sher, L; Hamilton, R; Golden, D; American College of Allergy, Asthma and Immunology Test Task, Force; American Academy of Allergy, Asthma and Immunology Specific IgE Test Task, Force|title=Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force.|journal=Annals of Allergy, Asthma & Immunology|date=2008 Dec|volume=101|issue=6|pages=580–92|pmid=19119701}}</ref> । ବ୍ୟକ୍ତିର ଚର୍ମରେ ଆଲର୍ଜେନ୍ ରଖି ତାହାର ପ୍ରତିକ୍ରିୟା ଓ ରକ୍ତରେ ଆଇ.ଜି.ଇ. ପରୀକ୍ଷା ଫଳ ବିଶେଷରେ ଆଲର୍ଜୀ ନିର୍ଣ୍ଣୟ କରାଯାଏ । <br />
ଆଲର୍ଜେନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ । ପ୍ରତିରୋଧ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ନିମନ୍ତେ ସ୍ଟିରଏଡ ଦିଆଯାଏ । ଲକ୍ଷଣ ଉପସମ ନିମନ୍ତେ ଆଣ୍ଟିହିସ୍ଟାମିନ୍ ଓ ଡିକଞ୍ଜେସ୍ଟାଣ୍ଟ ଦିଆଯାଏ । ଏହି ଔଷଧ ଖାଇବାକୁ ହୁଏ । ଗୁରୁତର ରୋଗୀଙ୍କୁ ଏପିନେଫ୍ରିନ୍ ଇଞ୍ଜେକସନ୍ ଦିଆଯାଏ । ଏହା ବ୍ୟତିତ ଇଞ୍ଜେକସନ ଦ୍ଵାରା ଆଲର୍ଜିକୁ ଅଣ- ସମ୍ବେଦନଶୀଳ କରିଦିଆଯାଏ ।}}
== ଆଧାର ==
{{ଆଧାର}}
"https://or.wikipedia.org/wiki/ଆଲର୍ଜି"ରୁ ଅଣାଯାଇଅଛି