"ହାଇଦରାବାଦ କାଳୀବାଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ ପେଡି ଯୋଡ଼ାହେଲା
No edit summary
୧ କ ଧାଡ଼ି:
{{Use dmy dates|date=July 2015}}
{{Use Indian English|date=July 2015}}
{{refimprove|date=January 2013}}
{{Infobox Hindu temple
| name = ହାଇଦରାବାଦ କାଳୀବାଡ଼ି
Line ୯ ⟶ ୬:
| bengali = হ্যদেরাবাদ কালীবাড়ি
| country = [[ଭାରତ]]
| state = [[Andhraଆନ୍ଧ୍ର Pradeshପ୍ରଦେଶ]]
| district = ରଙ୍ଗା ରେଡ଼ୀ
| locale = [[ବିବେକାନନ୍ଦପୁରମ]]
| primary_deity = [[କାଳୀ]]
| important_festivals= [[କାଳୀ]] ପୂଜା, [[ଦୂର୍ଗା]] ପୂଜା
| architecture = [[ବଙ୍ଗ ସ୍ଥାପତ୍ୟ]]
| number_of_monuments= 1
| date_built =
| website = {{url|http://www.hyderabadkalibari.org/}}
Line ୨୨ ⟶ ୧୯:
କାଳୀଙ୍କ ନିବାସକୁ କାଳୀବାଡ଼ି କୁହାଯାଏ । ସିକନ୍ଦରାବାଦ ଓ ହାଇଦରାବାଦରେ ଥିବା ପ୍ରମୁଖ ହିନ୍ଦୁମନ୍ଦିରମାନଙ୍କ ମଧ୍ୟରେ କାଳୀବାଡ଼ି ଅନ୍ୟତମ ।
==ଅବସ୍ଥିତି==
ସିକନ୍ଦରାବାଦହାଇଦରାବାଦ ସ୍ଥିତ ବିବେକାନନ୍ଦପୁରମ ଠାରେ ଏହି ମନ୍ଦିର ଅବସ୍ଥିତ ।
==ଇତିହାସ==
ସ୍ଥାନୀୟ କାଳୀଭକ୍ତ ଏମ ସୁଦର୍ଶନ ରେଡ୍ଡୀ ୧୯୭୪ ମସିହାରେ ଏହି ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ । ସେ ଏଥିରେ ଭୂମି ଦାନ କରିବା ସହ ଏକ ଟ୍ରଷ୍ଟ ଗଠନ କରିଥିଲେ । ୧୯୭୬ ମସିହାରେ ମନ୍ଦିର ନିର୍ମାଣ ଶେଷ ହେବା ସହ [[କାଳୀ]]ଙ୍କର ଗୋଟିଏ କୃଷ୍ଣବର୍ଣ୍ଣ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଥିଲା ଯାହା [[କଲିକ଼ତା]]ରେ ଥିବା ଦକ୍ଷିଣେଶ୍ଵର [[କାଳୀ]]ଙ୍କ ମୂର୍ତ୍ତି ସହ ସମାନ । ପ୍ରତିମାଟି କଲିକ଼ତାର ଚିତ୍ତପୁର ଆଣାଯାଇଥିବା ଜଣାଯାଏ ।<ref>{{cite news |title=Hyderabad Kalibari (image)|url=http://adayinlife.timesofindia.com/photos/hyderabad-kalibari/61908/24 |publisher=The Times of India |date=15 Feb 2011|accessdate=24 January 2013}}</ref><ref>{{cite news |title=It's 'City of Joy' for this Durga puja |url=http://articles.timesofindia.indiatimes.com/2012-10-16/hyderabad/34497619_1_pandals-puja-committees-organisers |publisher=The Times of India |date= 16 October 2012 |accessdate=24 January 2013}}</ref>
 
==ପାର୍ବଣ==
ଦଶହରା ଓ ଦୀପାବଳୀ ଅବସରରେ ଏଠାରେ ବିଶେଷ ପୂଜା ପାଠ ଆୟୋଜନ କରାଯାଏ ।<ref>{{cite news|title=କାଲୀବାଡ଼ି|url=http://sambadepaper.com/epapermain.aspx?edcode=10&eddate=9/30/2015&querypage=2#|accessdate=1 October 2015|date=୧ ଅକ୍ଟୋବର ୨୦୧୫}}</ref> <ref>{{cite news |title=Kumar Sanu to sing at Kali Puja festivities |url=http://www.hindu.com/2008/10/27/stories/2008102758260200.htm |publisher=The Hindu|date=27 October 2008 |accessdate=24 January 2013}}</ref>
 
==ଆଧାର==