"ବୃଷ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩ କ ଧାଡ଼ି:
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ [[ମେଷ (ରାଶି)|ମେଷ]], ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।<ref name=Astroved>{{cite web|title=Sun Sign and Moon Sign|url=http://www.astroved.com/articles/sun-sign-and-moon-sign|accessdate=1 October 2015}}</ref>
 
* ରାଶିଚକ୍ରରେ ବୃଷ ରାଶିର ଅବସ୍ଥାନ ୩୧ ଡିଗ୍ରୀରୁ ୬୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ଶୁକ୍ର ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
"https://or.wikipedia.org/wiki/ବୃଷ_(ରାଶି)"ରୁ ଅଣାଯାଇଅଛି