"ମେଷ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ ଯୋଡିବା
୪ କ ଧାଡ଼ି:
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, [[ବୃଷ (ରାଶି)|ବୃଷ]], ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) ।
 
* ରାଶିଚକ୍ରରେ ମେଷ ରାଶିର ଅବସ୍ଥାନ ୦ ଡିଗ୍ରୀରୁ ୩୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ମାଙ୍ଗଳମଙ୍ଗଳ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ମେଷ ରାଶିର ଆକୃତି/ସଂକେତ ଏକ ମେଣ୍ଢା ପରି ।
* ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref>
"https://or.wikipedia.org/wiki/ମେଷ_(ରାଶି)"ରୁ ଅଣାଯାଇଅଛି