"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୯ କ ଧାଡ଼ି:
 
== ଜୀବନ କାଳ ==
=== ପ୍ରାରମ୍ଭିକ ଜୀବନ ===
୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ<ref>{{cite web |url= http://www.tattvaloka.com/magazine/november-2011/article/atibadi-jagannath-das |title=Atibadi Jagannath Das |first=Choodala |last= |work=tattvaloka.com |quote=Jagannath Das was born to Bhagaban Das and Padmavathi on Bhadrapada Shukla Ashtami in 1490 AD at Kapileshwar in Orissa. <!--The Vaishnavaits treat him as an incarnation of Sri Radhika and the Shakt adore him as an incarnation of Sri Durga.-->|accessdate=7 November 2012}}</ref> ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ଵାସ କରନ୍ତି ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ଏବଂ ପଦ୍ମାବତୀ ଧର୍ମ ପରାୟାଣା, ସୁଶୀଳା ଓ ପତିଭକ୍ତା ଥିଲେ ।
 
=== ଶିକ୍ଷା ===
ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାଶଦାସ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, କଣ୍ଣବୋଧ ଆଦି ଶେଷ କରିଥିଲେ । ଏହି ଚତୁର୍ଥ ବର୍ଷ ବୟସ୍କ ବାଳକ କେବଳ କ୍ରୀଡ଼ା କୌତୁକରେ ସମୟ କଟାଉଥିଲେହେଁ ତାଙ୍କର ଅସାଧାରଣ ସ୍ମରଣ ଶକ୍ତିର ଓ ପ୍ରତିଭାର ପରିଚୟ ମିଳୁଥିଲା । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରି ପୂର୍ବ ଜନ୍ମ ସଂସ୍କାର ବଶତଃ ଅଳ୍ପ ସମୟ ମଧ୍ୟରେ ପଠିତ ବିଷୟମାନ ମନେ ରଖି ପାରୁଥିଲେକରିଥିଲେ । ସେ ପ୍ରଥମେ ଗ୍ରାମ ପାଠଶାଳୀରେଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ; ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରି ସେଥିରେ ପାଣ୍ଡିତ୍ୟ ଲାଭ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ୟଜୁର୍ବେଦଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତାଦିବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିଲେପଢ଼ିବା ପରେ ସର୍ବଶେଷରେ ଶ୍ରୀସେ ଭାଗବତ ଅଧ୍ୟୟନ କଲେକରିଥିଲେ । ଏହି ସମଯରେସମୟରେ ପିତା ଭଗବାନ ଦାଶଦାସ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ, କିନ୍ତୁ ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ପ୍ରାର୍ଥନା କଲେ । ଅଷ୍ଟାଦଶ ବର୍ଷ ବୟସ ବେଳକୁ ସେ ସମସ୍ତ ଶାସ୍ତ୍ରରେ ପ୍ରବୀଣତା ଲାଭଅନୁରୋଧ କରିଥିଲେ ଓ ପଣ୍ଡିତ ସମାଜରେ ତାଙ୍କ ଖ୍ୟାତି କ୍ରମେ କ୍ରମେ ବଢ଼ିବାରେ ଲାଗିଲା ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାହାଙ୍କର ଭଗବତ୍ ପ୍ରୀତି ମଧ୍ୟ କ୍ରମଶଃ ବୃଦ୍ଧି ହେଲା । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କଠାରେ ତାଙ୍କର ପ୍ରଗାଢ଼ ଭକ୍ତି ହେତୁ ସେ ପ୍ରତ୍ୟହ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ଭାଗବତଶ୍ରାମଦ୍ ଭାଗବତ ପାଠ କରୁଥିଲେ ଓ ପ୍ରତ୍ୟହ ବହୁଲୋକ ପୁରାଣ ଶୁଣିବାକୁ ସେଠାରେ ରୁଣ୍ଡ ହେଉଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।
 
=== ଚୈତନ୍ୟ ଦେବଙ୍କ ସହ ସାକ୍ଷାତ ===
୧୫୦୯ ଖ୍ରାଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ ସେତେବେଳକୁ ଜଗନ୍ନାଥ ଦାଶଙ୍କରଦାସଙ୍କ ବଯସବୟସ ଊନବିଂଶତିଉଣେଇଶ ବର୍ଷ ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ ସାକ୍ଷାତ୍ ମାତ୍ରେ ଦୁଇ ଭକ୍ତଙ୍କର ଅପୂର୍ବ ମିଳନ ଘଟିଲା ଦୁହିଙ୍କ ମଧ୍ୟରେ ଅନନ୍ତ ଭାବର ମଧୁର ଆଦାନପ୍ରଦାନ ହେଲା ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ; ଅନ୍ୟ କାହାରିସେହି ସହିତକାଳରେ ସାକ୍ଷାତ୍କାରଅନ୍ୟ ହେଲାକାହା ନାହିଁ ପରସ୍ପରଙ୍କ ଆଲିଙ୍ଗନରେ ଦୁହେଁ ପ୍ରେମବିହ୍ଵଳ ଓସହିତ ଭାବୋନ୍ନତ୍ତସାକ୍ଷାତ ହେଉଥିଲେହେଉନଥିଲା
<!--
୧୫୦୯ ଖ୍ରାଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ ସେତେବେଳକୁ ଜଗନ୍ନାଥ ଦାଶଙ୍କର ବଯସ ଊନବିଂଶତି ବର୍ଷ ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ ସାକ୍ଷାତ୍ ମାତ୍ରେ ଦୁଇ ଭକ୍ତଙ୍କର ଅପୂର୍ବ ମିଳନ ଘଟିଲା ଦୁହିଙ୍କ ମଧ୍ୟରେ ଅନନ୍ତ ଭାବର ମଧୁର ଆଦାନପ୍ରଦାନ ହେଲା ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ; ଅନ୍ୟ କାହାରି ସହିତ ସାକ୍ଷାତ୍କାର ହେଲା ନାହିଁ ପରସ୍ପରଙ୍କ ଆଲିଙ୍ଗନରେ ଦୁହେଁ ପ୍ରେମବିହ୍ଵଳ ଓ ଭାବୋନ୍ନତ୍ତ ହେଉଥିଲେ ।
 
ଦିନେ ଦାସେ ଶ୍ରୀମଭାଗବତର ଦଶମ ସ୍କନ୍ଦ ବ୍ରହ୍ମସ୍ତୃତି ପାଠ କରୁଅଛନ୍ତି; ଏମନ୍ତ ସମୟରେ ଚୈତନ୍ୟ ଆସି ଉପସ୍ଥିତ ହେବାରୁ ତାଙ୍କର ଭାବାବେଶ ହାଲା ଅନନ୍ତର ସଂଜ୍ଞାଲାଭ କରି ସେ ଶ୍ରୀଚୈତନ୍ୟଙ୍କ ସଙ୍ଗରେ ମନ୍ଦିର ପ୍ରଦକ୍ଷଣ ଓ ଜଗନ୍ନାଥ ଦେବଙ୍କ ର୍ଶନ କଲେ ତତ୍ପରେ ସ୍ଵୀୟ ସହଚରବର୍ଗଙ୍କ ଆଡ଼କୁ ଚାହିଁ ଶ୍ରୀଚୈତନ୍ୟ କହିଲେ 'ବ୍ରହ୍ମ ସର୍ବଭୂତରେ ପରି ରହି ଅଛନ୍ତି ମୁଁ ଶ୍ରୀ ଜଗନ୍ନାଥ ଦେବଙ୍କୁ ୟେପରି ଭୟ ଓ ଭକ୍ତି କରେ ସର୍ବତ୍ର ମୋର ସେହି ଭାବ ବିଶେଷତଃ ଦାସଙ୍କ ବିଷୟରେ ମୁଁ ବେଶି ଭୀତ; କାହିଁକି ନାଁ, ଦାସେ ଜଗନ୍ନାଥଙ୍କ ସଙ୍ଗୀ, ଦାସଙ୍କ ପାଦପଦ୍ମ ମହାପ୍ରେମର ଆକର, ମୁଁ ତାହା ନିଷ୍କାମ ଭାବରେ ହୃଦଯରେ ଭାବୁଥିବି' ଏହା କହି ଚୈତନ୍ୟଦେବ ବାରମ୍ବାର ଦାସଙ୍କୁ ସମ୍ମାନ ଦେଖାଇଲେ ତାହା ଦେଖି ତକ୍ରତ୍ୟ ଅନ୍ୟାନ୍ୟ ବୈଷ୍ଣବମାନେ ମଧ୍ୟ ସମ୍ମାନ ଦେଖାଇ ନିଜ ନିଜ ବସାକୁ ଫେରି ଗଲେ ଏହିପରି ପ୍ରତିଦିନ ଶ୍ରୀଚୈତନ୍ୟ ଶ୍ରୀ ଜଗନ୍ନାଥ ଦେବଙ୍କୁ ଦର୍ଶନ କରିବାକୁ ଆସିବା ସମଯରେ କିଛିକ୍ଷଣ ବଟ ମୂଳରେ ବସି ଗୌଡ଼ାଯ ବୈଷ୍ଣବଗଣ ଅତ୍ୟନ୍ତ ଈର୍ଷାନ୍ଵିତ ହୋଇ କହିଲେ- "ଦେଖନ୍ତୁ, ଆପଣ ଜଣେ ଅନୁପଦିଷ୍ଟଙ୍କୁ ପ୍ରେମାଲିଙ୍ଗନ କରୁ ଅଛନ୍ତି ବୈଷ୍ଣବ ପକ୍ଷରେ ସାଂପ୍ରଦାଯକ ଲୋକଙ୍କଟାରୁ ଦୀକ୍ଷା ଗ୍ରହଣ କରି ନଥିବା ବ୍ୟକ୍ତିର ଅଙ୍ଗ ସ୍ପର୍ଶ କରିବା ଶାସ୍ତ୍ରନିଷିଦ୍ଧ" ଏହା ଶୁଣି ଶ୍ରୀଚୈତନ୍ୟ ଦେବ କହିଲେ, "ଏହା ଠିକ୍ କଥା ନୁହେଁ ବ୍ରାହ୍ମଣଙ୍କ ଅଙ୍ଗ ଭକ୍ତିମୟ ବ୍ରାହ୍ମଣଙ୍କ ଅଙ୍ଗରେ ଶ୍ରୀକୃଷ୍ଣଙ୍କ ବାସ ସୁତରାଂ ଶ୍ରୀକୃଷ୍ଣ ବ୍ରାହ୍ମଣଙ୍କ ମଧ୍ୟରେ ଭିନ୍ନାଭିନ୍ନ ବିଚାର କରିବା କଦାପି ଉଚିତ ନୁହେଁ" ବାସ୍ତବିକ ଦଯାମଯ ଭଗବାନ ଅହୈତୁକ ଦଯା ପ୍ରକାଶ କରି ଜୀବମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବା ପାଇଁ ସ୍ଵୟଂ ଶ୍ରୀଗୁରୁ ରୂପରେ ପ୍ରକାଶିତ ହୋଇ ସେମାନଙ୍କୁ ମହା ଅନୁଗ୍ରହ କରି ଥାଆନ୍ତି, ଏହା ଭାରତୀଯ ସାଧକ ଓ ଭକ୍ତବୃନ୍ଦ ଉତ୍ତମରୂପେ ବୁଝନ୍ତି, ଏବଂ ଆମ୍ଭମାନଙ୍କର ଦାସେ ମଧ୍ୟ ତାହା ଉତ୍ତମ ରୂପେ ଉପଲବ୍ଧି କରିଥିଲେ ତେଣୁ ସେ ନିଜକୃତ ଓଡ଼ିଆ ଭାଗବତରେ ଲେଖି ୟାଇ ଅଛନ୍ତି:<br/>
'ସର୍ବ ଶରୀର ମଧ୍ୟେ ସାର, ଦୁର୍ଲଭ ନର କଳେବର <br/>
Line ୬୨ ⟶ ୬୪:
ଏହା ଛଡ଼ା ପୁରୀ କୁଣ୍ଢାଇବେଣ୍ଟସାହୀ ଓ ଦାଣ୍ଡିମାଳ ସାହୀରେ ଆହୁରି ୧୫/୧୬ଟି ମଠ ଅଛି ସେହି ସବୁ ମଠର ଅଧିକାରିଗଣ ବଡ଼ ଓଡ଼ିଆ ମଠର ନେତୃତ୍ଵ ସ୍ଵୀକାର କରି ଥାଆନ୍ତି । ଏହି ସବୁ ମଠର ଅଧିକାରୀମାନଙ୍କ ମୁଣ୍ଡରେ ବଡ଼ ଓଡ଼ିଆ ମଠର ଅଧିକାରୀ ମହୋଦୟ ଶାଢ଼ି ବାନ୍ଧିଲେ ସେମାନେ ନିଜ ନିଜ ମଠରେ ଅଧିକାରୀ ହୁଅନ୍ତି । ଏହି ବଡ଼ ଓଡ଼ିଆ ମଠର ମତାବଲମ୍ବୀ ଶିଷ୍ୟମାନେ ମୋଗଲବନ୍ଦି ଓ ଗଡ଼ଜାତମାନଙ୍କର ନାନାସ୍ଥାନରେ ପ୍ରାୟ ୨ହଜାର ପର୍ଯ୍ୟନ୍ତ ଅଛନ୍ତି । ବର୍ତ୍ତମାନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ଵାମୀ ଭାଷାକୋଷର ଜଣେ ପରମସ୍ନେହୀ ପୃଷ୍ଠପୋଷକ ଅଟନ୍ତି ।
 
୧୬୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହେଲା । <!-- ତାଙ୍କର ସୂକ୍ଷ୍ମ ଶରୀର ବିଦ୍ୟୁତ୍ଆକାର ଧାରଣ କରି ଜଗନ୍ନାଥଙ୍କ ଶ୍ରୀ ଅଙ୍ଗରେ ଲୀନ ହୋଇଗଲା ବୋଲି କୁହାଯାଏ । -->
 
== ରଚନାବଳୀ ==