"ଡାଏଜେପାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଡାଏଜେପାମ ଏକ ନୂଆ ବିଷୟ ଲେଖାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୬୮ କ ଧାଡ଼ି:
 
<!-- ପ୍ରତିକୂଳ ପ୍ରଭାବ ଓ କାର୍ଯ୍ୟକାରୀତା -->
ଏହାର ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା ଓ ସମନ୍ୱୟ (coordination) ଅଭାବ ହୁଏ । <ref name=AHFS2015/> ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । <ref name=Cal2014/> ତାହା ମଧ୍ୟରେ [[ଆତ୍ମହତ୍ୟା]], ଶ୍ୱାସକ୍ରିୟା କମିବା ଓ ଅଧିକ ବାତ ମାରିବା ବିଶେଷତଃ ଯାହାର [[ଏପିଲେପ୍ସି]] ଥାଏ । <ref name=Cal2014/><ref name=AHFS2015/> ବେଳେ ବେଳେ ଉତ୍ତେଜନା ମଧ୍ୟ ହୁଏ । <ref name="Riss-2008">{{cite journal | author = Riss J, Cloyd J, Gates J, Collins S | title = Benzodiazepines in epilepsy: pharmacology and pharmacokinetics | journal = Acta Neurologica Scandinavica | volume = 118 | issue = 2 | pages = 69–86 | date = August 2008 | pmid = 18384456 | doi = 10.1111/j.1600-0404.2008.01004.x }}</ref><ref>{{cite book|last1=Perkin|first1=Ronald M.|title=Pediatric hospital medicine : textbook of inpatient management|date=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781770323|page=862|edition=2nd|url=https://books.google.ca/books?id=sV6-ifUGoMYC&pg=PA862}}</ref> [[ଦୀର୍ଘକାଳୀନ ବ୍ୟବ‌ହାର]] କଲେ ଔଷଧ [[ସ‌ହ‌ନଶୀଳତା]], [[ଆଶ୍ରିତ]] (dependence) ଆଦି ପ୍ରଭାବ ଦେଖାଯାଏ ଓ ଔଷଧ କମେଇଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ । <!-- <ref name=Cal2014/> --> ହଠାତ ଔଷଧ ଦେବା ବନ୍ଦ କଲେ ବିପଦଜନ‌କ ହୋଇପାରେ । <ref name=Cal2014/> ଏହା ଫଳରେ କଗନିଟିଭ ସମସ୍ୟା ୬ମାସ ପର୍ଯ୍ୟନ୍ତ ଚାଲୁ ରହିପାରେ । <ref name="Riss-2008"/> ଗର୍ଭାବସ୍ଥାରେ ବା ସ୍ତନ୍ୟପାନ ସମୟରେ ଏହି ଦେବାକୁ ମନା କରାଯାଏ । <ref name=AHFS2015/> ନିଉରୋଟ୍ରାନ୍ସମିଟର (ଜିଏବିଏ)ର କାର୍ଯ୍ୟକୁ ବୃଦ୍ଧି କରିବା ଏହାର କାର୍ଯ୍ୟ । <ref name="Riss-2008" />
<!-- ଇତିହାସ, ସମାଜ ଓ ସଂସ୍କୃତି -->
 
 
"https://or.wikipedia.org/wiki/ଡାଏଜେପାମ"ରୁ ଅଣାଯାଇଅଛି