"ଓଡ଼ିଆ ଭାଗବତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୩ କ ଧାଡ଼ି:
}}
 
'''ଓଡ଼ିଆ ଭାଗବତ''' [[ଜଗନ୍ନାଥ ଦାସ]]ଙ୍କ ରଚିତ [[ଓଡ଼ିଆ ଭାଷା]]ର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।<ref>[http://www.orissadiary.com/personality/poet/JAGANNATHA_DAS.asp ATIBADI JAGANNATHA DAS, POET THE GREAT]</ref>, <ref>[http://puri.nic.in/great.htm EMINENT PERSONALITIES FROM PURI ]</ref> ଭାଗବତ [[ତାଳପତ୍ର ପୋଥି]]ରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ [[ଭାଗବତ ଟୁଙ୍ଗି]] ଓ [[ଭାଗବତ ଗାଦି]]/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । [[ଜଗନ୍ନାଥ]]ଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ [[ଭାଗବତ ଟୁଙ୍ଗି]] ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା [[ଓଡ଼ିଆ ଲୋକ|ଓଡ଼ିଆ ଘର]] ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି [[ଓଡ଼ିଆ ଲୋକ|ଓଡ଼ିଆ]] ଘରେ ସନ୍ତାନ ଜନ୍ମ ହେବା [[ଏନ୍ତୁଡ଼ିଶାଳ]]ରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
 
==ଇତିହାସ ==