"ମୋଗଲ ସାମ୍ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୮ କ ଧାଡ଼ି:
 
==ପ୍ରାରମ୍ଭିକ ଇତିହାସ==
୧୫୦୦ ଶତାବ୍ଦୀ ପ୍ରାରମ୍ଭ କାଳରେ ତୈମୂରୀ ରାଜବଂଶର ରାଜକୁମାର ବାବରଙ୍କ ଦ୍ଵାରା ଉମୈରିଡସ୍ ସାମ୍ରାଜ୍ୟର ସ୍ଥାପନା ହୋଇଥିଲା । ବାବର, ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । ୧୫୩୦ରେ ବାବରଙ୍କ ପୁତ୍ର ହୁମାୟୁନ୍ ଉକ୍ତ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ, କିନ୍ତୁ ପଶତୁନ୍ ଶେର୍ ଶାହ ସୂରୀଙ୍କ ଦ୍ଵାରା ପରାସ୍ତ ହୋଇଯାଇଥିଲେ। ୧୫୪୦ରେ ସେ ନିର୍ବାସିତ ଶାସକ ହୋଇ ରହିଥିଲେ । ପଶତୁନ୍ ଶେର୍ ଶାହ ସୂରୀଙ୍କ ମୃତ୍ୟୁ ପରେ, ହୁମାୟୁନ୍ ୧୯୫୫ ମସିହାରେ ଦିଲ୍ଲୀକୁ ପୁନଃ ଅଧିଗ୍ରହଣ କରିଥିଲେ । ମୋଗଲ ସାମ୍ରାଜ୍ୟ ବିସ୍ତାରର ଗୋଟିଏ ବଡ ଅଧ୍ୟାୟ ଆକବରଙ୍କ ଶାସନ କାଳ(୧୫୫୬-୧୬୦୫) ମଧ୍ୟରେ ନିପୁଣ ହୋଇଥିଲା । ବର୍ତ୍ତମାନର ଭାରତୀୟ ଉପମହାଦ୍ଵୀପର ଉତ୍ତରାଧିକାରୀ ଜାହାଙ୍ଗୀର,ଶାହାଜହାଁନ୍ଶାହଜହାଁନ୍ ଏବଂ ଆଉରଙ୍ଗଜେବଔରଙ୍ଗଜେବ ଏହି ସାମ୍ରାଜ୍ୟକୁ ଗୋଟିଏ ପ୍ରମୁଖ ଶକ୍ତି ରୂପେ ରଖିପାରିଥିଲେ । ଆକବରଙ୍କ ରାଜତ୍ଵ କାଳରେ ଦେଶରେ ଧାର୍ମିକ ସଦ୍ ଭାବନା,ଭାଇଚାରା,ସାମଜିକ ସଂହତି ସହ ଅର୍ଥନୈତିକ ପ୍ରଗତି ହୋଇଥିଲା ।<ref name=Akbar>{{cite web|title=ମୋଗଲ୍ ସାମ୍ରାଜ୍ୟ-ଆକବରଙ୍କ ରାଜତ୍ଵ|url=http://www.webindia123.com/history/MEDIEVAL/mughal%20period/mughal2.htm|publisher=WebIndia123|accessdate=26 September 2015}}</ref>
 
==ମୋଗଲ ସମ୍ରାଟଙ୍କ ତାଲିକା==