"ମୋଗଲ ସାମ୍ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୨ କ ଧାଡ଼ି:
|[[ଶାହାବୁଦ୍ଦୀନ ମୋହମ୍ମଦ ଶାହଜହାନ୍]] || ୫ ଜାନୁଆରୀ ୧୫୯୨ || ୧୬୨୭-୧୬୫୮ || ୧୬୬୬ || ଶାହାଜହାନଙ୍କ ରାଜତ୍ଵ କାଳରେ ମୋଗଲ୍ କଳା ଓ ସ୍ଥାପତ୍ୟ ଚରମ ବିନ୍ଦୁରେ ପହଞ୍ଚିଥିଲା । ଅନେକ ମୋଗଲ୍ ସ୍ଥାପତ୍ୟ ଯଥା:- ତାଜ୍ ମହଲ୍, ଜମ୍ମା ମସଜିଦ୍, ଲାଲ୍ କିଲ୍ଲା, ଜାହାଙ୍ଗୀର୍ ମ୍ୟୁଜିୟମ୍ ଓ ଶଲିମାର୍ ଗାର୍ଡନ୍(ଲହୋର୍)ଇତ୍ୟାଦି ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ ଓ ପ୍ରତୀକ । ସେ ନିଜ ପୁତ୍ର ଆଉରଙ୍ଗଜେବଙ୍କ ଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
|-
|[[ମୋଇନୁଦ୍ଦୀନ ମୋହମ୍ମଦ '''ଆଉରଙ୍ଗଜେବ'''ଔରଙ୍ଗଜେବ ଆଲମଗୀର]] || ୨୧ ଅକ୍ଟୋବର ୧୬୧୮ || ୧୬୫୮-୧୭୦୭ || ୩ ମାର୍ଚ୍ଚ ୧୭୦୭ || ସେ ଇସଲାମିକ ଆଇନର ପୁନ୍ଃବ୍ୟାଖ୍ୟା କରି ଶରିଆ ଆଇନ ବଳରେ ଫତ୍ଵା-ଏ-ଅଲମଗିରିଅଲମଗିର ପ୍ରଥାକୁ ପ୍ରଚଳନ କରିଥିଲେ ।ସେ ଗୋଲକୋଣ୍ଡା ସୁଲତାନଙ୍କ ହୀରାପଥର ଖଣିକୁ ଅଧିକୃତ କରିଥିଲେ । ନିଜ ଜୀବନର ଶେଷ ୨୭ ବର୍ଷ ସେ ମରାଠା ମାନଙ୍କ ବିରିଧରେ ଯୁଦ୍ଧ ଲଢି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ନିଜ ପୂର୍ବବର୍ତିଙ୍କ ତୁଳନାରେ ସେ ଅନେକ ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଆକ୍ରମଣ କରି, ଲୋକଙ୍କୁ ଧର୍ମାନ୍ତରଣ କରୁଥିଲେ ।<ref name="History of Aurangzib">{{cite web|title=History of Aurangzib|url=https://archive.org/details/historyofaurangz01sarkuoft|publisher=Calcutta M.C. Sarkar|accessdate=26 September 2015}}</ref> ଡେକନ୍ ଅଭିଯାନ ସମୟରେ ସେ ମୃତ୍ୟୁବରଣ କରିଥିଲେ ।<ref name=Aurangzeb>{{cite web|title=Aurangzeb|url=http://www.aurangzeb.info/|publisher=Blogger|accessdate=26 September 2015}}</ref>
|-
|[[ବାହାଦୁର୍ବହାଦୁରଶାହା ଶାହା ୧ଜଫର୍]] || ୧୪ ଅକ୍ଟୋବର ୧୬୪୩ || ୧୭୦୭-୧୭୧୨ || ଫେବୃଆରୀ ୧୭୧୨ || ପ୍ରଥମ ମୋଗଲ ସମ୍ରାଟ ଯିଏ ବିଦ୍ରୋହ ଓ ଅସଜଡା ସାମ୍ରାଜ୍ୟକୁ ସଫଳତାର ସହ ଶାସନ କରିଥିଲେ । ତାଙ୍କ ରାଜ୍ଜତ୍ଵ ପରେ ନେତୃତ୍ଵର ଅଭାବ ଯୋଗୁଁ ମୋଗଲ ସାମ୍ରାଜ୍ୟର କ୍ଷୟ ଘଟିବା ଆରମ୍ଭ ହେଲା ।
|-
|[[ଜହାନ୍ଦର୍ ଶାହା]] || ୧୬୬୪ || ୧୭୧୨-୧୭୧୩ || ଫେବୃଆରୀ ୧୭୧୩ ||ସେ କେବଳ ନିଜର ମୁଖ୍ୟମନ୍ତ୍ରୀ ଜୁଲ୍ଫିକର ଖାଁଙ୍କ ଦ୍ଵାରା ସାମ୍ରାଜ୍ୟକୁ ପରିଚାଳିତ କରୁଥିଲେ । ଜହାନ୍ଦର୍ ଶାହାଙ୍କ ଅପାରଗ ଶାସନ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାକୁ ଅତି ନିଚସ୍ତରକୁ ନେଇଯାଇଥିଲା
|-
| ଫାରୁଖସିଆର୍ || ୧୬୮୩ || ୧୭୧୩-୧୭୧୯ || ୧୭୧୯ || ୧୭୧୭ରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗ ଅଞ୍ଚଳରେ ଶୁଳ୍କମୁକ୍ତ ବ୍ୟାପାର କରିବା ପାଇଁ ଅନୁମତି ଦେଇ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ
| ଫାରୁଖସିଆର୍ || ୧୬୮୩ || ୧୭୧୩-୧୭୧୯ || ୧୭୧୯ ||
|-
| ନିକୁସିଆର୍ || ଅଜଣା || ୧୭୧୯ || ୧୭୪୩ || --
୮୪ କ ଧାଡ଼ି:
|[[ମୋହମ୍ମଦ୍ ଇବ୍ରାହିମ୍]] || ଅଜଣା || ୧୭୨୦ || ୧୭୪୪ || --
|-
|[[ମୋହମ୍ମଦ୍ ଶାହା]]|| ୧୭୦୨ || ୧୭୨୦-୧୭୪୮ || ୧୭୪୮ || ୧୭୩୯ରେ ପାର୍ସୀର ନାଦୀର-ଶାହଙ୍କ ଦ୍ଵାରା ଆକ୍ରମିତ ହୋଇଥିଲେ
|-
|[[ଅହମ୍ମଦ୍ ଶାହା ବାହାଦୁର୍]] || ୧୭୨୫ || ୧୭୪୮-୧୭୫୪ || ୧୭୭୫ || --
୯୨ କ ଧାଡ଼ି:
|[[ଶାହାଜହାନ୍ ତୃତୀୟ]]|| ଅଜଣା || ୧୭୫୯ ମଧ୍ୟରେ || ୧୭୭୨ || ମରାଠା ସର୍ଦ୍ଦାରଙ୍କ ଦ୍ଵାରା ପଦଚ୍ୟୁତ ହୋଇଥିଲେ <ref name="Shah Jahaan3">{{cite web|title=ଶାହାଜହାଁ ତୃତୀୟ|url=https://books.google.co.in/books?id=d1wUgKKzawoC&pg=PA140&lpg=PA140&dq=maratha+sardar+deposed+Shah+Jahan+III&source=bl&ots=HLT-i48i0f&sig=AnrgAYgghJMUtXpcqjdsKtQnZA8&hl=en&sa=X&ei=H6MbVaPPLcSVuATNu4DIAg&ved=0CCMQ6AEwAQ#v=onepage&q=maratha%20sardar%20deposed%20Shah%20Jahan%20III&f=false|publisher=google books|accessdate=26 September 2015}}</ref>
|-
|[[ଶାହା ଅଲାମ୍ ୨]]|| ୧୭୨୮ || ୧୭୫୯-୧୮୦୬ || ୧୮୦୬ || ବକ୍ସାର୍ ଯୁଦ୍ଧରେ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଠାରୁ ପରାସ୍ତ ହୋଇ ଆଲ୍ଲାହାବାଦ୍ ଚୁକ୍ତି ଦାରା ଦିଲ୍ଲୀ ତ୍ୟାଗ କରିଥିଲେ । ତାଙ୍କ ରାଜତ୍ଵ କାଳରେ ୧୭୯୩ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ, ନିଜାମତ୍(ମୋଗଲ୍ ଆଧିପତ୍ୟ)କୁ ଖଣ୍ଡନ କରି ବଙ୍ଗ ଅଞ୍ଚଳକୁ ବ୍ରିଟିଶ୍ ସାମ୍ରାଜ୍ୟସାମ୍ରାଜ୍ୟଭୁକ୍ତ ଅଧିକୃତକରିଥିଲା । ୧୮୦୩ରେ ଔପଚରିକ ରୂପେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂରକ୍ଷଣ ସ୍ଵୀକାର କରିଥିଲେ ।
|-
|[[ଆକବର ଶାହା ଦ୍ଵିତୀୟ]] || ୧୭୬୦ || ୧୮୦୬-୧୮୩୭ || ୧୮୩୭ ||ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷା ବଳୟରେ ରହି, ନାମକୁ ମାତ୍ର ସମ୍ରାଟ ରୂପେ କାର୍ଯ୍ୟ କରୁଥିଲେ
|-
|[[ବାହାଦୁର୍ ଶାହା ୨]] || ୧୭୭୫ || ୧୮୩୭-୧୮୫୭ || ୧୮୬୨ || ଶେଷ ମୋଗଲ୍ ସମ୍ରାଟ ଭାବେ ଜଣାଶୁଣା,ଯିଏ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପନୀ ଦ୍ଵାରା ୧୮୫୮ ମସିହାରେ ଗାଦିଚ୍ୟୁତ ହୋଇଥିଲେ । ତାଙ୍କ ମୃତ୍ୟୁ ସହ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟିଥିଲା