"ମୋଗଲ ସାମ୍ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୬ କ ଧାଡ଼ି:
|[[ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍]] || ୦୬ ମାର୍ଚ୍ଚ ୧୫୦୮ || ୧୫୫୫-୧୫୫୬ || ଜନୁଆରୀ ୧୫୫୬ || ମୋଗଲ୍ ସାମ୍ରାଜ୍ୟକୁ ପୁନଃସଙ୍ଗଠିତ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ପୁତ୍ର ଆକବର ଉକ୍ତ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ ।
|-
|[[ଜଲାଲୁଦ୍ଦୀନ ମୋହମ୍ମଦ '''ଆକବର''']] || ୧୪ ନଭେମ୍ବର ୧୫୪୨ || ୧୫୫୬-୧୬୦୫ || ୨୭ ଅକ୍ଟୋବର ୧୬୦୫ || ମୋଗଲ୍ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଓ ଉତ୍କୃଷ୍ଟ ସମ୍ରାଟ ଭାବେ ପରିଚିତ । ୨ୟ ପାନୀପଥ ଯୁଦ୍ଧରେ ହେମୁଙ୍କୁ ପରାସ୍ତ କରି ସେ ଚିତ୍ତୋଗଡ ଓ ରନ୍ଥାମ୍ବୋର୍ ଦୁର୍ଗକୁ ନିଜ ସାମ୍ରାଜ୍ୟ ଅଧିକୃତ କାରିଥିଲେ, ଓ ମୋଗଲ ସାମ୍ରାଜ୍ୟରେ ଅଧିକା ଅଞ୍ଚଳ ଯୋଡି ପାରିଥିଲେ । ସେ [[ଯୋଧାବାଇ]] ନାମକ ହିନ୍ଦୁ ରାଜପୂତ କନ୍ୟଙ୍କୁ ବିବାହ କରିଥିଲେ ।
|-
|[[ନୁରୂଦ୍ଦୀନ ମୋହମ୍ମଦ '''ଜାହାଙ୍ଗୀର''']] || ଅକ୍ଟୋବର ୧୫୬୯ || ୧୬୦୫-୧୬୨୭ || ୧୬୨୭ || ପ୍ରଥମ ମୋଗଲ୍ ସମ୍ରାଟ ଯିଏ ବ୍ରିଟିଶ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି ସହ ଖୋଲା ସମ୍ପର୍କ ରଖିଥିଲେ । ସେ ସର୍ବଦା ମଦ ନିଶାଗ୍ରସ୍ତ ହୋଇ ରହୁଥିଲେ, ତେଣୁ ତାଙ୍କ ବେଗମ୍ [[ନୂର୍ ଜହାନ୍]] ସାମ୍ରାଜ୍ୟକୁ ସମ୍ଭାଳି ଶାସନ କରୁଥିଲେ ।
|-
|[[ଶାହାଜହାନ୍ଶାହାବୁଦ୍ଦୀନ ମୋହମ୍ମଦ '''ଶାହାଜହାନ''']] || ୫ ଜାନୁଆରୀ ୧୫୯୨ || ୧୬୨୭-୧୬୫୮ || ୧୬୬୬ || ଶାହାଜହାନଙ୍କ ରାଜତ୍ଵ କାଳରେ ମୋଗଲ୍ କଳା ଓ ସ୍ଥାପତ୍ୟ ଚରମ ବିନ୍ଦୁରେ ପହଞ୍ଚିଥିଲା । ଅନେକ ମୋଗଲ୍ ସ୍ଥାପତ୍ୟ ଯଥା:- ତାଜ୍ ମହଲ୍, ଜମ୍ମା ମସଜିଦ୍, ଲାଲ୍ କିଲ୍ଲା, ଜାହାଙ୍ଗୀର୍ ମ୍ୟୁଜିୟମ୍ ଓ ଶଲିମାର୍ ଗାର୍ଡନ୍(ଲହୋର୍)ଇତ୍ୟାଦି ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ ଓ ପ୍ରତୀକ । ସେ ନିଜ ପୁତ୍ର ଆଉରଙ୍ଗଜେବଙ୍କ ଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
|-
|[[ମୋଇନୁଦ୍ଦୀନ ମୋହମ୍ମଦ '''ଆଉରଙ୍ଗଜେବ''' ଆଲମଗୀର]] || ୨୧ ଅକ୍ଟୋବର ୧୬୧୮ || ୧୬୫୮-୧୭୦୭ || ୩ ମାର୍ଚ୍ଚ ୧୭୦୭ || ସେ ଇସଲାମିକ ଆଇନର ପୁନ୍ଃବ୍ୟାଖ୍ୟା କରି ଶରିଆ ଆଇନ ବଳରେ ଫତ୍ଵା-ଏ-ଅଲମଗିରି ପ୍ରଥାକୁ ପ୍ରଚଳନ କରିଥିଲେ ।ସେ ଗୋଲକୋଣ୍ଡା ସୁଲତାନଙ୍କ ହୀରାପଥର ଖଣିକୁ ଅଧିକୃତ କରିଥିଲେ । ନିଜ ଜୀବନର ଶେଷ ୨୭ ବର୍ଷ ସେ ମରାଠା ମାନଙ୍କ ବିରିଧରେ ଯୁଦ୍ଧ ଲଢି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ ।<ref name="History of Aurangzib">{{cite web|title=History of Aurangzib|url=https://archive.org/details/historyofaurangz01sarkuoft|publisher=Calcutta M.C. Sarkar|accessdate=26 September 2015}}</ref> ଡେକନ୍ ଅଭିଯାନ ସମୟରେ ସେ ମୃତ୍ୟୁବରଣ କରିଥିଲେ ।<ref name=Aurangzeb>{{cite web|title=Aurangzeb|url=http://www.aurangzeb.info/|publisher=Blogger|accessdate=26 September 2015}}</ref>
|-
|[[ବାହାଦୁର୍ ଶାହା ୧]] || ୧୪ ଅକ୍ଟୋବର ୧୬୪୩ || ୧୭୦୭-୧୭୧୨ || ଫେବୃଆରୀ ୧୭୧୨ || ପ୍ରଥମ ମୋଗଲ ସମ୍ରାଟ ଯିଏ ବିଦ୍ରୋହ ଓ ଅସଜଡା ସାମ୍ରାଜ୍ୟକୁ ସଫଳତାର ସହ ଶାସନ କରିଥିଲେ । ତାଙ୍କ ରାଜ୍ଜତ୍ଵ ପରେ ନେତୃତ୍ଵର ଅଭାବ ଯୋଗୁଁ ମୋଗଲ ସାମ୍ରାଜ୍ୟର କ୍ଷୟ ଘଟିବା ଆରମ୍ଭ ହେଲା ।