"କର୍କଟ (ମାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
୨ କ ଧାଡ଼ି:
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି କର୍କଟ ରାଶିରେ ଅବସ୍ଥାନ କରେ ସେହି ସମୟ କର୍କଟ ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ [[ଜୁଲାଇ]] ର ମଧ୍ୟ ଭାଗରୁ ଆରମ୍ଭ ହୋଇ [[ଅଗଷ୍ଟ]] ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁ ଚାନ୍ଦ୍ରମାସ [[ଆଷାଢଆଷାଢ଼]] ଓ [[ଶ୍ରାବଣ]] ସହ ଏହା ସମ୍ବନ୍ଧିତ ।<ref name=hindilearner>{{cite web|title=Hindu Calendar|url=http://www.hindilearner.com/hindi_resources/hindu_calendar.php|accessdate=24 September 2015}}</ref> ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref> ମୂଖ୍ୟତଃ ଭାରତୀୟ ବର୍ଷା ଋତୁରେ ପଡୁଥିବା ଏହି ସୌର ମାସରେ [[ବସନ୍ତ ପଞ୍ଚମୀ]] ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣୀ ପାଳିତ ହୁଏ ।<ref name=googlebooks>{{cite book|last=Kapoor|first=Subodh|title=The Indian Encyclopaedia, Volume 1|date=2002|publisher=Genesis Publishing Pvt Ltd, 2002|pages=6734|url=https://books.google.co.in/books?id=O3Lt1sOKGxwC&pg=PA6734&lpg=PA6734&dq=solar+months+indian&source=bl&ots=Fln7zlEcMp&sig=L0ZXAyH-LyeQjzXFtmoJnT2ie4k&hl=en&sa=X&ved=0CDMQ6AEwBDgKahUKEwjf55qYsI_IAhXHSY4KHR34B78#v=onepage&q=solar%20months%20indian&f=false}}</ref>
 
== ଅଧିକ ତଥ୍ୟ ==