"ମୋଗଲ ସାମ୍ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦୧ କ ଧାଡ଼ି:
==ଭାରତୀୟ ଉପମହାଦ୍ଵୀପରେ ମୋଗଲ୍ ପ୍ରଭାବ==
 
ଭାରତୀୟ ଉପମହାଦ୍ଵୀପରେ ମୋଗଲ୍ ମାନଙ୍କ ବାସ୍ତୁକଳା ଓ ସ୍ଥାପତ୍ୟ ଏକ ପ୍ରମୁଖ ଯୋଗଦାନ ଏବଂ ନିଦର୍ଶନ ଆଟେ । ଏହି ସମୟରେ ମୁସଲିମ୍ ସମ୍ରାଟ୍ ମାନଙ୍କ ଦ୍ଵାରା ଅନେକ ଐତିହାସିକ ସ୍ମାରକ ସବୁ ସ୍ଥାପନ କରାଯାଇଛି । ମୋଗଲ୍ ସମ୍ରାଟ ମାନେ ଭବ୍ୟ ମହଲ୍, କବ୍ର୍, ମୀନାର୍ ଓ ଦୁର୍ଗ ସବୁ ତିଆରି ହୋଇ ଆଜି ଦିଲ୍ଲୀ, ଢାକା, ଆଗରା, ଜୟପୁର, ଲାହୋର, ଶେଖପୁରା ଏବଂ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଅନେକ ସ୍ଥାନରେ ମୋଗଲ୍ କଳା ଓ ସ୍ଥାପତ୍ୟର ମୁକସାକ୍ଷି ରୂପେ ପ୍ରମାଣ ଦେଉଅଛି । ସେମାନଙ୍କ ଦ୍ଵାରା ନିର୍ମିତ ତାଜମହଲ୍, ଜମ୍ମାମସଜିଦ୍, ଲାଲ୍ କିଲ୍ଲା ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ । ଭାରତୀୟ ଇତିହାସରେ ଅନ୍ୟ ସାମ୍ରାଜ୍ୟ ତୁଳନାରେ ମୋଗଲ୍ ସାମ୍ରାଜ୍ୟ ଭାରତୀୟ,ଈରନୀ ଓ ମଧ୍ୟ ଏସିଆର କଳାତ୍ମକ,ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରାର ଏକ ସମିଶ୍ରଣ ଅଟେ । ଭାରତର ଉଭୟ ହିନ୍ଦୁ ଓ ମୁସଲମାନ୍ ପରମ୍ପରା, ସଂସ୍କୃତି, ଅଦଲତ ଶୈଳୀ ଉପରେ ସେମାନଙ୍କର ଭାରୀ ପ୍ରଭାବ ଥିଲା । ତଥାପି ଭାରତୀୟ ସାମାଜ ଓ ସଂସ୍କୃତି ପାଇଁ ମୋଗଲ୍ ମାନେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ ।<ref name="Mughal Art and Architecture">{{cite web|title=ମୋଗଲ୍ କଳା ଓ ସ୍ଥାପତ୍ୟ|url=http://indiapicks.com/annapurna/S_Mughal.htm|publisher=Google web|accessdate=26 September 2015}}</ref> ସେଥି ମଧ୍ୟରୁ:-
 
* କେନ୍ଦ୍ରୀକୃତ ସରକାର ଓ ସଙ୍ଘୀୟ ଶାସନ ବ୍ୟବସ୍ଥା
୧୦୭ କ ଧାଡ଼ି:
*ଉର୍ଦ୍ଦୁ ଭଷା ଯାହା ସ୍ଥାନୀୟ ହିନ୍ଦୀ ଭାଷାରୁ ଉଦ୍ଭବ ହୋଇ ପରବତ୍ତୀ ସମୟରେ ପାର୍ସୀ,ତୁର୍କୀ ଓ ଆରବୀ ଭାଷାର ସମିଶ୍ରଣରେ ବିକଶିତ୍ତ ହୋଇଥିଲା । ଆଧୁନୀକ ହିନ୍ଦୀ ଭାଷରେ, ସଂସ୍କୃତ ଆଧାରିତ ଶବ୍ଦାବଳୀ ଏବଂ ପାର୍ସୀ,ଆରବୀ ଓ ତୁର୍କୀର ଋଣଶବ୍ଦର ବ୍ୟବହାର କରାଯାଉଛି ।
*ବାସ୍ତୁ କଳା ଓ ସ୍ଥାପତ୍ୟର ଏକ ନୂତନ ଶୈଳୀ
 
==ଆଧାର==
[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]