"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ add reference
୩୧ କ ଧାଡ଼ି:
}}
 
'''ବାରାହୀ ଦେଉଳ''' ଖ୍ରୀଷ୍ଟୀୟ ନବମଦଶମ ଶତାବ୍ଦୀରେ ନିର୍ମିତ ଏକ ମନ୍ଦିର । ଓଡିଶାର ପୂର୍ବ ଉପକୂଳସ୍ଥ [[ପୁରୀ ଜିଲ୍ଲା]] ରେ ପ୍ରାଚୀ ନଦୀ କୁଳରେ ଏହା ଅବସ୍ଥିତ ।
 
== ଇତିହାସ ==
ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ ମନ୍ଦିରଟି ଦେବୀ ବାରାହୀଙ୍କ ସମ୍ମାନାର୍ଥେ ନିର୍ମିତ । ମନ୍ଦିରଟି ପୂର୍ବ ମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର)([[:en:Sandstone]]ନିର୍ମିତ । ମୂଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫ ଫୁଟ । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି 15.84 m x 8.23 m x 8.40 m.<ref name="shreekhetra">[http://www.shreekhetra.com/chaurasi.html The goddess associated with yoganidra of Vishnu on the shreekhetra site]</ref>
 
୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବାରାହୀ । ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବାରାହୀ''' ନାମରେ ଖ୍ୟାତ । କପାଳରେ ତୂତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଦାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ଥାଳୀ ଧାରଣ କରିଥାନ୍ତି । ଦେବୀ ତାନ୍ତ୍ରୀକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।<ref name=shreekhetra/>
୪୨ କ ଧାଡ଼ି:
 
== ଅବସ୍ଥିତି ==
ନିମାପଡା-କାକଟପୁର ରାସ୍ତାରେ କୋଣାର୍କ ଠାରୁ ୩୦&nbsp; କି.ମି. ଏବଂ କାକଟପୁରଠାରୁ ୧୪&nbsp; କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କ ଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି । <ref name=shreekhetra/> ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ 29&nbsp;km ଯିବାପରେ ଦାହାଣ ପଟେ ଅମରେଶ୍ଵର ଆଡକୁ 3&nbsp;km ଯାଇ ବାମ ପଟେ 1.8&nbsp;km ଯିବାକୁ ହେବ । ମନ୍ଦିରର ଭୌଗୋଳିମ ଅବସ୍ଥିତି ହେଉଛି ଅକ୍ଷାଂଶ ୮୬° ୦୭′ ୦୭″ ପୂର୍ବ ଏବଂ ଦ୍ରାଘୀମା ୨୦° ୦୩′ ୩୧″ ଉତ୍ତର ।<ref name=shreekhetra>{{cite web|title=Chaurasi Varahi Temple|url=http://www.shreekhetra.com/chaurasi.html|accessdate=26 September 2015}}</ref>