"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୃଷ୍ଠା ତିଆରି
ଟିକେNo edit summary
୪୨ କ ଧାଡ଼ି:
 
== ଅବସ୍ଥିତି ==
ନିମାପଡା-କାକଟପୁର ରାସ୍ତାରେ କୋଣାର୍କ ଠାରୁ ୩୦&nbsp; କି.ମି. ଏବଂ କାକଟପୁରଠାରୁ ୧୪&nbsp; କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କ ଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି । <ref name=shreekhetra/> ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ 29&nbsp;km ଯିବାପରେ ଦାହାଣ ପଟେ ଅମରେଶ୍ଵର ଆଡକୁ 3&nbsp;km ଯାଇ ବାମ ପଟେ 1.8&nbsp;km ଯିବାକୁ ହେବ ।