"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
ଟିକେ ପୃଷ୍ଠା ତିଆରି
୧ କ ଧାଡ଼ି:
{{Infobox Mandir
|name = ବାରାହୀ ଦେଉଳ
|image = Chaurasi Varahi.jpg
|caption = Central icon of Varahi Chaurasi temple holding fish and bowl
|pushpin_map = Orissa
|latd = 20| latm = 3 | lats = 30.73 | latNS = N
|longd= 86| longm= 7 | longs = 6.5 | longEW = E
|coordinates_region = <!-- See [[ISO 3166-1 alpha-2]]: IN for India, ... -->
|coordinates_display = title
|coordinates_footnotes=
|map_caption =
|map_size = 250
|other_names =
|script_name = Oriya
|script = ବାରାହୀ ଦେଉଳ<!--Enter the template name in the local script used -->
|country = {{flag|India}}
|state/province = [[ଓଡିଶା]]
|district = [[Chaurasi]], [[ପୁରୀ ଜିଲ୍ଲା|ପୁରୀ ]]
|locale = [[ପୁରୀ]]
|elevation_m =
|elevation_footnotes =
|primary_deity =
|important_festivals =
|number_of_temples =
|number_of_monuments =
|inscriptions =
|date_built =
|creator =
|temple_board =
|website =
}}
 
'''ବାରାହୀ ଦେଉଳ''' ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ନିର୍ମିତ ଏକ ମନ୍ଦିର । ଓଡିଶାର ପୂର୍ବ ଉପକୂଳସ୍ଥ [[ପୁରୀ ଜିଲ୍ଲା]] ରେ ଏହା ଅବସ୍ଥିତ ।
 
== ଇତିହାସ ==
ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ ମନ୍ଦିରଟି ଦେବୀ ବାରାହୀଙ୍କ ସମ୍ମାନାର୍ଥେ ନିର୍ମିତ । ମନ୍ଦିରଟି ପୂର୍ବ ମୁହାଁ ଏବଂ ଏକ ବିଶେଷ ପଥରରେ([[:en:Sandstone]]ନିର୍ମିତ । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି 15.84 m x 8.23 m x 8.40 m.<ref name="shreekhetra">[http://www.shreekhetra.com/chaurasi.html The goddess associated with yoganidra of Vishnu on the shreekhetra site]</ref>
 
୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବାରାହୀ । ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବାରାହୀ''' ନାମରେ ଖ୍ୟାତ । କପାଳରେ ତୂତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଦାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ଥାଳୀ ଧାରଣ କରିଥାନ୍ତି । ଦେବୀ ତାନ୍ତ୍ରୀକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।<ref name=shreekhetra/>
 
== ପର୍ବ ପର୍ବାଣୀ ==
ମନ୍ଦିରର ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରେ [[ବିଜୟା ଦଶମୀ]] ଏବଂ [[ଚୈତ୍ର]]ପର୍ବ.
 
== ଅବସ୍ଥିତି ==
ନିମାପଡା-କାକଟପୁର ରାସ୍ତାରେ କୋଣାର୍କ ଠାରୁ ୩୦ କି.ମି. ଏବଂ କାକଟପୁରଠାରୁ ୧୪ କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କ ଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି । <ref name=shreekhetra/> ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ 29&nbsp;km ଯିବାପରେ ଦାହାଣ ପଟେ ଅମରେଶ୍ଵର ଆଡକୁ 3&nbsp;km ଯାଇ ବାମ ପଟେ 1.8&nbsp;km ଯିବାକୁ ହେବ ।
 
 
== ଆଧାର ==
{{ଆଧାର}}
 
{{ଓଡ଼ିଶାର ଦେବୀ ମନ୍ଦିର}}
{{ପୁରୀ ଜିଲ୍ଲା}}
 
[[ଶ୍ରେଣୀ:ପୁରୀ ଜିଲ୍ଲାର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର]]
{{ଅଧାଗଢା}}