"ଅଶ୍ୱିନୀ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୬ କ ଧାଡ଼ି:
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ [[ହିନ୍ଦୁ]] ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । <ref name=galacticcentre>{{cite web|title=The 27 Nakshatras|url=http://www.galacticcenter.org/main/nakshatras/the-27-nakshatras.html|accessdate=25 September 2015}}</ref> ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ ।
 
ତେବେ ଅଶ୍ବିନୀଠାରୁଅଶ୍ଵିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । <ref name=cincinatitemple>{{cite web|title=Fundamentals of Vedic Astrology|url=http://cincinnatitemple.com/articles/Fundementals-of-Vedic-Astrology.pdf|accessdate=25 September 2015}}</ref>
 
* ହିନ୍ଦୁ ଜ୍ୟୋତିଷ ମତେ ଅଶ୍ଵିନୀ ନକ୍ଷତ୍ର ତିନୋଟି ତାରାର ([[:en:Mesarthim]],[[:en:Hamal]] & [[:en:Al Sharatain]]) ସମାହାର ।<ref name=Googlebooks>{{cite book|last=Harness|first=Deniss M.|title=The Nakshastras|publisher=Motilal Banarasidas|pages=2-3|url=https://books.google.co.in/books?id=16KCUhgCQHMC&printsec=frontcover&dq=nakshatra+in+vedic+astrology&hl=en&sa=X&ved=0CD0Q6AEwBmoVChMInNWPlrGRyAIVBaKICh2kFwSK#v=onepage&q=nakshatra%20in%20vedic%20astrology&f=false}}</ref> ଏହି ତିନୋଟି ତାରା ଏକ ଅଶ୍ଵଭଳି ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଅଶ୍ଵିନୀ ।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
୧୨ କ ଧାଡ଼ି:
* କେତୁ ଏହାର ଅଧିପତି ।<ref name=astrology>{{cite web|title=27 CONSTELLATIONS OR NAKSHATRAS & THEIR LORD PLANETS OR SWAMI GRAHAS IN VEDIC ASTROLOGY OR JYOTISH|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ଏକ ଚାନ୍ଦ୍ର ମାସର ପୂର୍ଣ୍ଣିମା ତିଥିରେ [[ଚନ୍ଦ୍ର]] ଯେଉଁ ନକ୍ଷତ୍ର ଦେଇ ଚଳନ କରନ୍ତି, ସେହି ମାସଟି ଉକ୍ତ ନକ୍ଷତ୍ର ନାମରେ ନାମିତ । ଉଦାହରଣ ସ୍ଵରୂପ, ଆଶ୍ଵିନ ମାସରେ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଅଶ୍ଵିନୀ ନକ୍ଷତ୍ରରେ ଅବସ୍ଥାନ କରିଥାନ୍ତି ।<ref name=Ganeshspeaks></ref>
* ବୈଦିକ ଜ୍ୟୋତିଷରେଜ୍ୟୋତିଷମତେ ଏହି ନକ୍ଷତ୍ର ଦେବ ଗୁଣ ବା ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref>
* ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଅଶ୍ଵିନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।
 
୨୫ କ ଧାଡ଼ି:
== ଅଧିକ ତଥ୍ୟ ==
* [https://en.wikipedia.org/wiki/Nakshatra#List_of_Nakshatras "List of Naxatras"]
 
==ଆଧାର==
{{ଆଧାର}}