"ଅଶ୍ୱିନୀ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
ତେବେ ଅଶ୍ବିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । <ref name=cincinatitemple>{{cite web|title=Fundamentals of Vedic Astrology|url=http://cincinnatitemple.com/articles/Fundementals-of-Vedic-Astrology.pdf|accessdate=25 September 2015}}</ref>
 
* ହିନ୍ଦୁ ଜ୍ୟୋତିଷ ମତେ ଅଶ୍ଵିନୀ ନକ୍ଷତ୍ର ତିନୋଟି ତାରାର ([[:en:Mesarthim]],[[:en:Hamal]] & [[:en:Al Sharatain]]) ସମାହାର । ଏହି ତିନୋଟି ତାରା ଏକ ଅଶ୍ଵଭଳି ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଅଶ୍ଵିନୀ ।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
* ଅଶ୍ଵିନୀ ନକ୍ଷତ୍ର ରାଶିଚକ୍ରରେ [[ମେଷ (ରାଶି)]] ମଧ୍ୟରେ ମୂଳ ବିନ୍ଦୁରୁ(ଶୁନ୍ୟ ଡିଗ୍ରୀ, ଶୁନ୍ୟ ମିନିଟ, ଶୁନ୍ୟ ସେକେଣ୍ଡ) ୧୩ ଡିଗ୍ରୀ ୨୦ ମିନିଟ ପର୍ଯ୍ୟନ୍ତ ବ୍ୟାପ୍ତ ।
* କେତୁ ଏହାର ଅଧିପତି ।<ref name=astrology>{{cite web|title=27 CONSTELLATIONS OR NAKSHATRAS & THEIR LORD PLANETS OR SWAMI GRAHAS IN VEDIC ASTROLOGY OR JYOTISH|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>