"୮ ଅକ୍ଟୋବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ (ଇତିହାସରେ ଅକ୍ଟୋବର ୮ ପ୍ରସଙ୍ଗରୁ ତଥ୍ୟ ଅଣାଗଲା)
 
== ଘଟଣାବଳୀ ==
* [[୧୮୧୮]] : ଦୁଇଜଣ ବ୍ରିଟିଶ୍ ବକ୍ସିଂ ଖେଳାଳୀ ପ୍ରଥମ ଥର ପାଇଁ ଗ୍ଲୋବସ୍ ବ୍ୟବହାର କଲେ ।
*''' [[୧୮୬୫''']] : ସାନ୍ତାକୃଜ୍ ପର୍ବତରେ ଭୂମିକମ୍ପ ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ।
*''' [[୧୮୭୩''']] : ଅାମେରିକାରେ ନିର୍ମିତ ହେଲା ପ୍ରଥମ ମହିଳା କାରାଗାର ।
*''' [[୧୯୨୮''']] : ଅମେରିକାରେ ପୂର୍ବବିଭାଗ ଫୁଟବଲ୍ ଦଳ ପ୍ରତିଷ୍ଠା ।
*''' [[୧୯୩୨''']] : ଭାରତରେ ବାୟୁସେନା ବିଭାଗ ପ୍ରତିଷ୍ଠା ।
*''' [[୧୯୫୫''']] : ବିଶ୍ୱର ସର୍ବାଧିକ କ୍ଷମତାସମ୍ପନ୍ନ ବିମାନ 'ସାରାଗୋଟା'ର ଯାତ୍ରା ଆରମ୍ଭ ।
*''' [[୧୯୬୨''']] : ଆଲଜେରିଆ ଜାତିସଂଘରେ ଯୋଗ ଦେଲା ।
*''' [[୧୯୮୦''']] : ଋଷ୍-ସିରିୟା ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
*''' [[୧୯୮୨''']] : ପୋଲାଣ୍ଡ ୬ ଟି ରାଷ୍ଟ୍ର ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କଲା ।
*''' [[୨୦୦୫''']] : କାଶ୍ମୀର ଭୂମିକମ୍ପରେ ହଜାର ହଜାର ଲୋକ ମୃତ ।
*''' [[୨୦୧୪''']] : ଜାପାନର ଇସାମୁ ଓକାସାକି ଓ ହିରୋସି ଓମାନୋ ଏବଂ ଅମେରିକୀୟ ବୈଜ୍ଞାନିକ ସୁଜି ନକାମୁରାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଲ୍‌ଇଡି ଲାଇଟ୍ ଅବିଷ୍କାର ପାଇଁ ନୋବେଲ ପୁରସ୍କାର ।
 
== ଜନ୍ମ ==
== ଦେହାନ୍ତ ==