"୮ ଅକ୍ଟୋବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଇତିହାସରେ ଅକ୍ଟୋବର ୮ ପ୍ରସଙ୍ଗରୁ ତଥ୍ୟ ଅଣାଗଲା
ଟିକେ (Bot: Migrating 1 interwiki links, now provided by Wikidata on d:Q2924)
ଟିକେ (ଇତିହାସରେ ଅକ୍ଟୋବର ୮ ପ୍ରସଙ୍ଗରୁ ତଥ୍ୟ ଅଣାଗଲା)
 
== ଘଟଣାବଳୀ ==
*[[୧୮୧୮]] : ଦୁଇଜଣ ବ୍ରିଟିଶ୍ ବକ୍ସିଂ ଖେଳାଳୀ ପ୍ରଥମ ଥର ପାଇଁ ଗ୍ଲୋବସ୍ ବ୍ୟବହାର କଲେ ।
*'''୧୮୬୫''' : ସାନ୍ତାକୃଜ୍ ପର୍ବତରେ ଭୂମିକମ୍ପ ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ।
*'''୧୮୭୩''' : ଅାମେରିକାରେ ନିର୍ମିତ ହେଲା ପ୍ରଥମ ମହିଳା କାରାଗାର ।
*'''୧୯୨୮''' : ଅମେରିକାରେ ପୂର୍ବବିଭାଗ ଫୁଟବଲ୍ ଦଳ ପ୍ରତିଷ୍ଠା ।
*'''୧୯୩୨''' : ଭାରତରେ ବାୟୁସେନା ବିଭାଗ ପ୍ରତିଷ୍ଠା ।
*'''୧୯୫୫''' : ବିଶ୍ୱର ସର୍ବାଧିକ କ୍ଷମତାସମ୍ପନ୍ନ ବିମାନ 'ସାରାଗୋଟା'ର ଯାତ୍ରା ଆରମ୍ଭ ।
*'''୧୯୬୨''' : ଆଲଜେରିଆ ଜାତିସଂଘରେ ଯୋଗ ଦେଲା ।
*'''୧୯୮୦''' : ଋଷ୍-ସିରିୟା ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
*'''୧୯୮୨''' : ପୋଲାଣ୍ଡ ୬ ଟି ରାଷ୍ଟ୍ର ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କଲା ।
*'''୨୦୦୫''' : କାଶ୍ମୀର ଭୂମିକମ୍ପରେ ହଜାର ହଜାର ଲୋକ ମୃତ ।
*'''୨୦୧୪''' : ଜାପାନର ଇସାମୁ ଓକାସାକି ଓ ହିରୋସି ଓମାନୋ ଏବଂ ଅମେରିକୀୟ ବୈଜ୍ଞାନିକ ସୁଜି ନକାମୁରାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଲ୍‌ଇଡି ଲାଇଟ୍ ଅବିଷ୍କାର ପାଇଁ ନୋବେଲ ପୁରସ୍କାର ।
== ଜନ୍ମ ==
== ଦେହାନ୍ତ ==
* [http://www1.sympatico.ca/cgi-bin/on_this_day?mth=Oct&day=8 କାନାଡାରେ ଏହି ଦିନ]
 
{{ମାସ ଓ ତାରିଖ}}
{{months}}
 
[[ଶ୍ରେଣୀ:ଅକ୍ଟୋବର| ]]
୨୫,୬୦୦

ଗୋଟି ସମ୍ପାଦନା