"ଅଶ୍ୱିନୀ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ add reference
୨ କ ଧାଡ଼ି:
 
== ଜ୍ୟୋତିଷୀୟ ପରିଚୟ ==
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ର ନାମ ଦେଇ ଅଛନ୍ତି । ହିନ୍ଦୁ ଜ୍ୟୋତିଷ ମତେ ଅଶ୍ଵିନୀ ନକ୍ଷତ୍ର ତିନୋଟି ତାରାର ସମାହାର । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି ।
ହିନ୍ଦୁ ଜ୍ୟୋତିଷ ମତେ ଅଶ୍ଵିନୀ ନକ୍ଷତ୍ର ତିନୋଟି ତାରାର ସମାହାର । ଏହି ତିନୋଟି ତାରା ଏକ ଅଶ୍ଵଭଳି ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଅଶ୍ଵିନୀ ।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref> ଅଶ୍ଵିନୀ ନକ୍ଷତ୍ର ରାଶିଚକ୍ରରେ ମୂଳ ବିନ୍ଦୁରୁ(ଶୁନ୍ୟ ଡିଗ୍ରୀ, ଶୁନ୍ୟ ମିନିଟ, ଶୁନ୍ୟ ସେକେଣ୍ଡ) ୧୩ ଡିଗ୍ରୀ ୨୦ ମିନିଟ ପର୍ଯ୍ୟନ୍ତ ବ୍ୟାପ୍ତ । କେତୁ ଏହାର ଅଧିପତି ।<ref name=astrology>{{cite web|title=27 CONSTELLATIONS OR NAKSHATRAS & THEIR LORD PLANETS OR SWAMI GRAHAS IN VEDIC ASTROLOGY OR JYOTISH|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref><ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
 
ଅଶ୍ଵିନୀ ନକ୍ଷତ୍ର ରାଶିଚକ୍ରରେ ମୂଳ ବିନ୍ଦୁରୁ(ଶୁନ୍ୟ ଡିଗ୍ରୀ, ଶୁନ୍ୟ ମିନିଟ, ଶୁନ୍ୟ ସେକେଣ୍ଡ) ୧୩ ଡିଗ୍ରୀ ୨୦ ମିନିଟ ପର୍ଯ୍ୟନ୍ତ ବ୍ୟାପ୍ତ । କେତୁ ଏହାର ଅଧିପତି ।<ref name=astrology>{{cite web|title=27 CONSTELLATIONS OR NAKSHATRAS & THEIR LORD PLANETS OR SWAMI GRAHAS IN VEDIC ASTROLOGY OR JYOTISH|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref><ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
 
== ଅଧିକ ତଥ୍ୟ ==