"ନିଜାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜନ୍ମ ଓ ମୃତ୍ୟୁ ତାରିଖ ସଜଡା ଗଲା, ପୁରସ୍କାର ସମ୍ମାନ
ଆଧାର
୨୯ କ ଧାଡ଼ି:
}}
 
'''ନିଜାମ''' ଓଡ଼ିଆ ସିନେମାର ଜଣେ ଗୀତିକାର ଥିଲେ ।<ref>http://www.thehindu.com/news/national/other-states/lyricist-nizam-dies-at-62/article7675352.ece</ref> ସେ ପ୍ରାୟ ୧୬୦ଟି କଥାଚିତ୍ରରେ ୫ଶହ ଗୀତ ରଚନା କରିଥିଲେ । ୫୦ଟିରୁ ଅଧିକ କଥାଚିତ୍ର ଓ ଧାରାବାହିକରେ ସଂଳାପ ଓ ୭୦ରୁ ଅଧିକ ଯାତ୍ରା ନାଟକ ରଚନା କରିଥିଲେ ।<ref>{{cite news|title=ପରଲୋକରେ ଶବ୍ଦର ସୌଦାଗର|url=http://epaper.prameyanews.com/41761-18726124-1-article.html|accessdate=22 September 2015|newspaper=ପ୍ରମେୟ ୨୨/୦୯/୨୦୧୫ ପୃଷ୍ଠା ୧}}</ref>
'''ନିଜାମ''' ଓଡ଼ିଆ ସିନେମାର ଜଣେ ଗୀତିକାର । ୧୯୭୭ ମସିହାରେ [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]] କଥାଚିତ୍ରରୁ ସେ ସିନେମା ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।<ref>{{cite web |url= http://orissadiary.com/CurrentNews.asp?id=15010 |title=Famous lyricist of Oriya film industry Nizam in critical state, Orissa Current News |work=orissadiary.com |year=2012 |quote=He started his career in the year 1977 with Anutap |accessdate=30 June 2012}}</ref>ଏହି ଚଳଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା ।<ref name=OTV>{{cite news|title=Renowned lyricist Nizam dies at 62|url=http://odishatv.in/?p=101145|accessdate=21 September 2015|newspaper=Odisha TV|date=21 September 2015}}</ref> ଏହା ପରେ ପରେ [[ସମର ସଲିମ ସାଇମନ]], [[ମାନିନୀ]], [[ଫୁଲ ଚନ୍ଦନ]] ପ୍ରଭୃତି ଚଳଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । [[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀଗନ୍ଧା]](୧୯୮୯) <ref>{{cite web |url= http://www.orissacinema.com/history/orissa-state-film-award.html |title=Orissa State Film Award Winners &#124; Orissa Cinema &#124; Odisha Ollywood |work=orissacinema.com |year=2012 |quote=Best Lyricist : Nizam (Rajnigandha) |accessdate=30 June 2012}}</ref>,ଜୀବନ ସାଥୀ(୧୯୯୭)<ref>{{cite web |url= http://cinemasagar.com/award/orissa-state-film-award-winners/ |title=CinemaSagar » Orissa State Film Award Winners |work=cinemasagar.com |year=2012 |quote= Best Lyrist : Nizam (Jeevan Sathi) |accessdate=30 June 2012}}</ref> ଓ [[ଲକ୍ଷ୍ମୀ ପ୍ରତିମା]] ଚଳଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ର ପୁରସ୍କାର]]ରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ [[ଆକାଶବାଣୀ କଟକ]] କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।
 
== ପ୍ରାରମ୍ଭିକ ଜୀବନୀଜୀବନ ==
ନିଜାମ [[କଟକ]]ର [[ସୁତାହାଟ]]ଠାରେ ୧୯୫୩ ମସିହାରେ ପିତା ଆସାଦ୍ ନାଜିମ୍‌ଙ୍କ ସନ୍ତାନ ଭାବେ ଜନ୍ମ ନେଇଥିଲେ । ଜଣେ [[ଫୁଟବଲ]] ଖେଳାଳି ଭାବେ ସେ [[ଓଡ଼ିଶା]]କୁ ୧୦ବର୍ଷ ଧରି ପ୍ରତିନିଧିତ୍ଵ କରିଥିଲେ ।<ref>ଦ ସନ୍ ଡେ ଇଣ୍ଡିୟାନ ନଭେମ୍ବର ୨୦୦୯ ସଂଖ୍ୟାରେ ପ୍ରକାଶିତ ଚିତ୍ତରଞ୍ଜନ ଚିରଞ୍ଜିତ ଲିଖିତ ପ୍ରସଙ୍ଗ</ref> ଫୁଟବଲ ଖେଳର ଶିକ୍ଷା, ସେ ନିଜ ପିତାଙ୍କଠାରୁ ଲାଭ କରିଥିଲେ । ଏହି ଖେଳରେ ପାରଦର୍ଶିତା ଯୋଗୁଁ, ତାଙ୍କୁ ପୋଷ୍ଟାଲ ଆକାଉଣ୍ଟସରେ ଚାକିରି ମିଳିଥିଲା ।<ref>{{cite news|title=ଗୀତ ମୋ'ର ପେସା ନୁହେଁ..ନିଶା|url=http://sambadepaper.com/Details.aspx?id=178006&boxid=2312657|newspaper=ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref>
 
== ଗୀତିକାର ଜୀବନ ==
'''ନିଜାମ''' ଓଡ଼ିଆ ସିନେମାର ଜଣେ ଗୀତିକାର । ୧୯୭୭ ମସିହାରେ [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]] କଥାଚିତ୍ରରୁ ସେନିଜାମ, ଓଡ଼ିଆ ସିନେମା ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।<ref>{{cite web |url= http://orissadiary.com/CurrentNews.asp?id=15010 |title=Famous lyricist of Oriya film industry Nizam in critical state, Orissa Current News |work=orissadiary.com |year=2012 |quote=He started his career in the year 1977 with Anutap |accessdate=30 June 2012}}</ref>ଏହି ଚଳଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା ।<ref name=OTV>{{cite news|title=Renowned lyricist Nizam dies at 62|url=http://odishatv.in/?p=101145|accessdate=21 September 2015|newspaper=Odisha TV|date=21 September 2015}}</ref> ଏହା ପରେ ପରେ [[ସମର ସଲିମ ସାଇମନ]], [[ମାନିନୀ]], [[ଫୁଲ ଚନ୍ଦନ]] ପ୍ରଭୃତି ଚଳଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । [[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀଗନ୍ଧା]](୧୯୮୯) <ref>{{cite web |url= http://www.orissacinema.com/history/orissa-state-film-award.html |title=Orissa State Film Award Winners &#124; Orissa Cinema &#124; Odisha Ollywood |work=orissacinema.com |year=2012 |quote=Best Lyricist : Nizam (Rajnigandha) |accessdate=30 June 2012}}</ref>,ଜୀବନ ସାଥୀ(୧୯୯୭)<ref>{{cite web |url= http://cinemasagar.com/award/orissa-state-film-award-winners/ |title=CinemaSagar » Orissa State Film Award Winners |work=cinemasagar.com |year=2012 |quote= Best Lyrist : Nizam (Jeevan Sathi) |accessdate=30 June 2012}}</ref> ଓ [[ଲକ୍ଷ୍ମୀ ପ୍ରତିମା]] ଚଳଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ର ପୁରସ୍କାର]]ରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ [[ଆକାଶବାଣୀ କଟକ]] କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।
 
== ଦେହାନ୍ତ ==
କିଛି ଦିନ [[ବୃକକ]]ଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଆପୋଲୋ ହସପିଟାଲଠାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୫ ମସିହା ସେପ୍ଟେମ୍ବର ୨୧ରେ ତାଙ୍କର ଦେହାନ୍ତ ହୋଇଥିଲା ।<ref>http://www.telegraphindia.com/1150922/jsp/frontpage/story_43910.jsp#.VgFGV30wDSg</ref> କଟକର [[ଦରଘା ବଜାର]]ଠାରେ ତାଙ୍କ ମରଶରୀରକୁ କବର ଦିଆଯାଇଥିଲା ।<ref name=OST>{{cite news|title=Odisha’s eminent lyricist Nizam passes away at 62|url=http://odishasuntimes.com/2015/09/21/odishas-eminent-lyricist-nizam-passes-away-at-62/|accessdate=21 September 2015|newspaper=Odisha Sun Times|date=21 September 2015}}</ref>
 
=== ଗୀତ ଲେଖିଥିବା ଓଡ଼ିଆ କଥାଚିତ୍ର ତାଲିକା ===
"https://or.wikipedia.org/wiki/ନିଜାମ"ରୁ ଅଣାଯାଇଅଛି