"ନିଜାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୬ କ ଧାଡ଼ି:
|alt =
|birth_name =
|birth_date =୧୯୫୩ <!-- {{Birth date and age|df=yes|1939|02|02}}-->
|birth_place = [[ସୂତାହାଟ]], [[କଟକ]]
|death_date = ୨୧ ସେପ୍ଟେମ୍ବର ୨୦୧୫<!--{{Death date and age|df=yes|2015|09|21|1953|02|02}}-->
|death_place = [[ଭୁବନେଶ୍ଵର]]
|death_cause = ଯକୃତ ସମସ୍ୟା
|resting_place = [[ଦରଘା ବଜାର]], [[କଟକ]]
|resting_place_coordinates = <!-- {{Coord|LAT|LONG|display=inline,title}} -->
|nationality = {{flag|ଭାରତୀୟ}}
୨୧ କ ଧାଡ଼ି:
|spouse = ଗୁଲସାର୍ ହାରା
|children =
|parents = ଆସାଦ୍ ନାଜିମ୍ (ବାପା)<br />
|awards =
|signature =
୩୦ କ ଧାଡ଼ି:
 
 
'''ନିଜାମ''' ଓଡ଼ିଆ ସିନେମାର ଜଣେ ଗୀତିକାର । ୧୯୭୭ ମସିହାରେ [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]] କଥାଚିତ୍ରରୁ, ସେ ସିନେମା ପାଇଁ ଗୀତ ଲେଖି ଆସୁଛନ୍ତି । <ref>{{cite web |url= http://orissadiary.com/CurrentNews.asp?id=15010 |title=Famous lyricist of Oriya film industry Nizam in critical state, Orissa Current News |work=orissadiary.com |year=2012 |quote=He started his career in the year 1977 with Anutap |accessdate=30 June 2012}}</ref>ଏହି ଚଳଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ [[ସମର ସଲିମ ସାଇମନ]], [[ମାନିନୀ]], [[ଫୁଲ ଚନ୍ଦନ]] ପ୍ରଭ୍ରୁତି ଚଳଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । [[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀଗନ୍ଧା]](୧୯୮୯) <ref>,{{cite web |url= http://www.orissacinema.com/history/orissa-state-film-award.html |title=Orissa State Film Award Winners &#124; Orissa Cinema &#124; Odisha Ollywood |work=orissacinema.com |year=2012 |quote=Best Lyricist : Nizam (Rajnigandha) |accessdate=30 June 2012}}</ref>,ଜୀବନ ସାଥୀ(୧୯୯୭)<ref>{{cite web |url= http://cinemasagar.com/award/orissa-state-film-award-winners/ |title=CinemaSagar » Orissa State Film Award Winners |work=cinemasagar.com |year=2012 |quote= Best Lyrist : Nizam (Jeevan Sathi) |accessdate=30 June 2012}}</ref> ଓ [[ଲକ୍ଷ୍ମୀ ପ୍ରତିମା]] ଚଳଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ର ପୁରସ୍କାର]]ରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ [[ଆକାଶବାଣୀ କଟକ]] କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।
 
[[ବୃକକ]]ଜନିତ ତୋଗରେ ପୀଡ଼ିତ ହୋଇ ୨୦୧୫ ମସିହା ସେପ୍ଟେମ୍ବର ୨୧ରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ନିଜାମ ଜଣେ [[ଫୁଟବଲ]] ଖେଳାଳି ଓ ଏହି ଖେଳରେ ସେ [[ଓଡ଼ିଶା]]କୁ ମଧ୍ୟ ପ୍ରତିନିଧିତ୍ଵ କରିଛନ୍ତି ।<ref>ଦ ସନ୍ ଡେ ଇଣ୍ଡିୟାନ ନଭେମ୍ବର ୨୦୦୯ ସଂଖ୍ୟାରେ ପ୍ରକାଶିତ ଚିତ୍ତରଞ୍ଜନ ଚିରଞ୍ଜିତ ଲିଖିତ ପ୍ରସଙ୍ଗ</ref> ଫୁଟବଲ ଖେଳର ଶିକ୍ଷା, ସେ ନିଜ ପିତାଙ୍କଠାରୁ ଲାଭ କରିଥିଲେ । ଏହି ଖେଳରେ ପାରଦର୍ଶିତା ଯୋଗୁଁ, ତାଙ୍କୁ ପୋଷ୍ଟାଲ ଆକାଉଣ୍ଟସରେ ଚାକିରି ମିଳିଥିଲା ।<ref>{{cite news|title=ଗୀତ ମୋ'ର ପେସା ନୁହେଁ..ନିଶା|url=http://sambadepaper.com/Details.aspx?id=178006&boxid=2312657|newspaper=ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref>
 
== ପ୍ରାରମ୍ଭିକ ଜୀବନୀ ==
୨୦୧୫ ସେପ୍ଟେମ୍ବର ୨୧ତାରିଖରେ, ଯକୃତ ସମସ୍ୟା ଯୋଗୁଁ ତାଙ୍କର ତିରୋଧାନ ଘଟିଥିଲା
ନିଜାମ [[କଟକ]]ର [[ସୁତାହାଟ]]ଠାରେ ୧୯୫୩ ମସିହାରେ ପିତା ଆସାଦ୍ ନାଜିମ୍‌ଙ୍କ ସନ୍ତାନ ଭାବେ ଜନ୍ମ ନେଇଥିଲେ । ଜଣେ [[ଫୁଟବଲ]] ଖେଳାଳି ଓ ଏହି ଖେଳରେଭାବେ ସେ [[ଓଡ଼ିଶା]]କୁ ମଧ୍ୟ ପ୍ରତିନିଧିତ୍ଵ କରିଛନ୍ତିକରିଥିଲେ ।<ref>ଦ ସନ୍ ଡେ ଇଣ୍ଡିୟାନ ନଭେମ୍ବର ୨୦୦୯ ସଂଖ୍ୟାରେ ପ୍ରକାଶିତ ଚିତ୍ତରଞ୍ଜନ ଚିରଞ୍ଜିତ ଲିଖିତ ପ୍ରସଙ୍ଗ</ref> ଫୁଟବଲ ଖେଳର ଶିକ୍ଷା, ସେ ନିଜ ପିତାଙ୍କଠାରୁ ଲାଭ କରିଥିଲେ । ଏହି ଖେଳରେ ପାରଦର୍ଶିତା ଯୋଗୁଁ, ତାଙ୍କୁ ପୋଷ୍ଟାଲ ଆକାଉଣ୍ଟସରେ ଚାକିରି ମିଳିଥିଲା ।<ref>{{cite news|title=ଗୀତ ମୋ'ର ପେସା ନୁହେଁ..ନିଶା|url=http://sambadepaper.com/Details.aspx?id=178006&boxid=2312657|newspaper=ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref>
 
=== ଦେହାନ୍ତ ===
କିଛି ଦିନ [[ବୃକକ]]ଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲଠାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୫ ମସିହା ସେପ୍ଟେମ୍ବର ୨୧ରେ ତାଙ୍କର ଦେହାନ୍ତ ହୋଇଥିଲା । କଟକର [[ଦରଘା ବଜାର]]ଠାରେ ତାଙ୍କ ମରଶରୀରକୁ କବର ଦିଆଯାଇଥିଲା ।<ref name=OST>{{cite news|title=Odisha’s eminent lyricist Nizam passes away at 62|url=http://odishasuntimes.com/2015/09/21/odishas-eminent-lyricist-nizam-passes-away-at-62/|accessdate=21 September 2015|newspaper=Odisha Sun Times|date=21 September 2015}}</ref>
 
=== ଗୀତ ଲେଖିଥିବା ଓଡ଼ିଆ କଥାଚିତ୍ର ତାଲିକା ===
"https://or.wikipedia.org/wiki/ନିଜାମ"ରୁ ଅଣାଯାଇଅଛି