"ଗନ୍ଧଣ ମେକାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Nistha.aslp ପୃଷ୍ଠାଟିକୁ ଗନ୍ଧଣ ନିକାପରୁ ଗନ୍ଧଣ ମେକାପକୁ ଘୁଞ୍ଚାଇଲେ: ସଠିକ ନାମ
No edit summary
୧ କ ଧାଡ଼ି:
'''ଗନ୍ଧଣ ନିକାପମେକାପ''' ('''ନିକାପ''' ବା '''ପିକାପ''' ନାମରେ ମଧ୍ୟ ଜଣା) [[ଜଗନ୍ନାଥ ମନ୍ଦିର]]ରେ ମସଲା ତିଆରି ତଥା ଅନ୍ୟ କେତେକ ସେବାକାମ କରୁଥୁବା [[ଶାଢ଼ୀ]]ବନ୍ଧା କରଣ [[ଶ୍ରୀମନ୍ଦିର ସେବକ|ସେବକ]] । ଅଦା, ହେଙ୍ଗୁ, ଗୋଲମରିଚ, ଘିଅ, [[ଜିରା]] ଆଦି ସୁଗନ୍ଧ ମସଲାଦ୍ରବ୍ୟ ଗନ୍ଧଣ ନାମରେ ଜଣା । ପ୍ରତି ଧୂପ ପାଇଁ ଗନ୍ଧଣ ନିକାପ ଗନ୍ଧଣ ଥାଳି ପ୍ରସ୍ତୁତ କରନ୍ତି । ଚନ୍ଦନ ୪୨ ଦିନରେ ଷୋଳଟିଆ ପଣା, ଆଲଟ ଲାଗି ପାଇଁ ପଣା ଏହାଙ୍କ ସରଘରେ ପ୍ରସ୍ତୁତ ହୁଏ । ଗନ୍ଧଣ ନିକାପ ବାଳଧୂପ, କାଳୀୟଦଳନ ଏକାଦଶୀରେ ବଣଭୋଜି ସର ଜଗିବା, ଜଳକ୍ରୀଡ଼ାରେ ପଣା ଭୋଗ ଓ ଗ୍ରହଣରେ ଖଇକୋରା ଭୋଗ ଜଗିବା, [[ମକର ସଂକ୍ରାନ୍ତି|ମକର]]ରେ ଗଡ଼ିଆ ଓ ମହାଭୋଇ ଦେଉଥିବା ଜିନିଷ ଜଗିବା, ଅଣସର ପଣା ପାଇଁ ସାଚି ଯୋଗାଇବା, ପହିଲି ଭୋଗ ମାସରେ ଦୈନିକ ମସଲା, ଅଦା ଛେଚା, ଖଦିନଡ଼ିଆ ଆଦି ରୋଷଘରେ ଯୋଗାଇବା, ଗୁଣ୍ଡିଚା, ମକର, ସାତପୁରିରେ ଘିଅ ବାଣ୍ଟିବା ଆଦି କାର୍ଯ୍ୟ କରନ୍ତି । ମେକାପ ଦୁଇ ପ୍ରକାରର । ପ୍ରଥମଟି ଭିତରେ ଗନ୍ଧଣ ନିକାପମେକାପ ଓ ବାହାର ମେକାପ ଓ ଅନ୍ୟଟି ଭିତର ମେକାପ ।<ref name=prameya>{{cite news|title=ଯବ ମାପରେ ଗଢ଼ା ହୁଅନ୍ତି ଠାକୁର|url=http://epaper.prameyanews.com/epaperpdf/2952015/2952015-md-hr-2.pdf|accessdate=12 September 2015|newspaper=ପ୍ରମେୟ (ପୃଷ୍ଠା-୨)|date=୨୯ ମେ ୨୦୧୫}}</ref>
 
== ଆଧାର ==