"କଇଥ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ re-categorisation using AWB |
ଟିକେ କଇଁଥ ପ୍ରସଙ୍ଗରୁ ତଥ୍ୟ ଅଣାଗଲା |
||
୨୩ କ ଧାଡ଼ି:
== ଉପଯୋଗ ==
ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ । ଓଡ଼ିଶାରେ ପାଚିଲା କଇଥ ଶସକୁ ଚିନିରେ ମିଶାଇ ଚଟଣୀ ଓ ଆଚାର ତିଆରି କରାଯାଏ । କେହି କେହି ନଡ଼ିଆ ପାଣି ଓ ତାଳଚିନି ସହ ମିଶାଇ ମୃଦୁପାନୀୟ ଭାବେ ବ୍ୟବହାର କରନ୍ତି । କଇଥ ଶସ [[ଜେଲି]] ତିଆରି ପାଇଁ ବ୍ୟବହାର ହୁଏ । ଏହାର ଖୋଳପାକୁ ଆକର୍ଷଣୀୟ ଘରସଜ୍ଜା ପାଇଁ ବ୍ୟବହାର କରାଯାଏ । କଇଥ ଗଛ ମଞ୍ଜିରୁ ସୁଗନ୍ଧିତ ତେଲ ମଧ୍ୟ ପ୍ରସ୍ତୁତ ହୁଏ ।<ref name="sambadepaper.com">http://www.sambadepaper.com/Details.aspx?id=161958&boxid=2462417</ref><ref>http://www.sambadepaper.com/epapermain.aspx?edcode=10&eddate=5/04/2015&querypage=4#</ref>
=== ଔଷଧୀୟ ===
କଇଥ ଗଛର ପତ୍ର, ଫଳ, ଫୁଲ, ମଞ୍ଜିରେ ଔଷଧୀୟ ଗୁଣ ଭରିରହିଛି । କଇଥରେ ଜଳୀୟ ଅଂଶ ସହ ପ୍ରୋଟିନ, ଚର୍ବି, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଫସଫରସ, ଲୌହ, ଟାନିନ ଆଦି ପୋଷକ ରହିଛି । କଇଥ ଗଛର ପତ୍ର ଥଣ୍ଡା ଓ ଶ୍ଵାସ ରୋଗ ପାଇଁ ଉପକାରୀ । ଚେର କାନରୋଗ ପାଇଁ ବ୍ୟବହାର କରାଯାଏ । ପତ୍ରରେ ଥିବା ଟାନିନ ଘା' ଫୁଲାକୁ କମାଇଥାଏ । କଇଁଥ ଫଳ ଯକୃତ ଏବଂ ହୃଦରୋଗ ଉପଶମ ଆଦିରେ ବ୍ୟବହୃତ ହୋଇଥାଏ । ଏହାର ଶସ [[ତରଳ ଝାଡ଼ା]], [[ଅର୍ଶ]] ପିଲାଙ୍କ ପେଟ ଦୋଷ ନିବାରଣ କରେ । ଏହି ଫଳ [[ଗର୍ଭାଶୟ କର୍କଟ]]କୁ ପ୍ରତିରୋଧ କରେ । କଇଥରେ ଥିବା କ୍ୟାରୋଟିନ ଆଖି ପାଇଁ ଉପକାରୀ । [[ବୃକକରେ ପଥର]] ହେଲେ ଓ କାଶରୁ ଆରାମ ପାଇବା ପାଇଁ କଇଁଥ ଶସ ବ୍ୟବହାର କରାଯାଏ । <ref name="sambadepaper.com"/>
* ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
* [[ଆଜ୍ମା|ଶ୍ୱାସ/ ଦମା]], କାମଳ,
Line ୩୨ ⟶ ୩୬:
* ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ <ref name="ReferenceA"/>
== ଅନ୍ୟ ଭାଷାରେ ନାମ ==
[[ଫାଇଲ:Limonia acidissima syn Limonia elephantum or Fernonia limonia (wood-apple) in Talakona forest, AP W IMG 8333.jpg|right|thumb|କଇଥ]]
ଏହାର ବଟାନୀକାଲ ନାମ ଲିମୁନିଆ ଏସିଡିସିମା (Limonia acidissima) ଅଟେ ।
* {{lang-en|Wood Apple}}, Elephant Apple, Monkey Fruit or Curd Fruit
* {{lang-bn|Bael, Koth Bael }}(বেল, কৎ বেল)
Line ୬୧ ⟶ ୬୪:
* [http://iu.ff.cuni.cz/pandanus/database/details.php?id=712&enc=utf&sort=ka&display=20&lat=&skt=&pkt=&hin=&ben=&tam=&mal=&eng=on&start=340 Pandanus Database - ''Limonia'']
==
* [[ଔଷଧୀୟ ଗଛଲତାମାନଙ୍କର ତାଲିକା]]
|